ଟୋକିଓ ଅଲମ୍ପିକ୍ସରେ ନିରାଶ କଲେ ମ୍ୟାରିକମ । ପ୍ରିକ୍ୱାର୍ଟରରେ ମହିଳା ବକ୍ସିଂ ଫ୍ଲାଇୱେଟରେ ପରାସ୍ତ ହୋଇଛନ୍ତି ମ୍ୟାରିକମ । କଲମ୍ବିଆର ଇଂଗ୍ରିଟ୍ ଭେଲେନ୍ସିଆଙ୍କଠାରୁ ହାରିଛନ୍ତି ମ୍ୟାରିକମ । ଏହି ପରାଜୟ ପରେ ମେରିକମଙ୍କ ଟୋକିଓ ଅଲମ୍ପିକ ଅଭିଯାନ ଶେଷ ହୋଇଛି ।ମ୍ୟାରିକମଙ୍କ କ୍ୟାରିଅରରେ ଏହା ଶେଷ ଅଲମ୍ପିକ ।

LEAVE A REPLY

Please enter your comment!
Please enter your name here