କରୋନା ସଙ୍କ୍ରମଣ କମିଥିବାରୁ ସରକାର ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । ଦଶମ ଏବଂ ଦ୍ୱାଦଶ ପିଲା ସ୍କୁଲ ଆସି ପାଠ ପଢିପାରିବେ । ଏବଂ ଗାଇଡଲାଇନ ମାନି କ୍ଲାସ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଥିଲେ । କିନ୍ତୁ ସ୍କୁଲ ଖୋଲୁ ଖୋଲୁ ଜଣେ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବାଲିଗୁଡା ଦାରିଙ୍ଗବାଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଜଣେ ଦଶମ ଶ୍ରେଣୀର ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଛାତ୍ରୀ ଜଣଙ୍କ ପଜିଟିଭ୍ ଜଣାପଡିବା ପରେ ସ୍କୁଲକୁ ୧୫ ତାରିଖ ଯାଏଁ ବନ୍ଦ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here