young adult stressed committed suicide.hanging feet bleed down from suicide.depression.Financial problems

ଜିମ୍ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର । ଭୁବନେଶ୍ୱର କଳ୍ପନା ଛକ ନିକଟସ୍ଥ ଏକ ଜିମ୍ ଭିତରୁ ଉଦ୍ଧାର ହୋଇଛି ମୃତଦେହ । ମୃତକ ଜଣକ ୟୁନିଟ୍‌-୬ ଅଞ୍ଚଳର ରଞ୍ଜିତ୍ ନାୟକ ବୋଲି ଜଣାପଡିଛି । ଜିମ୍‌ରେ ସେ ସିକ୍ୟୁରିଟି ଭାବେ କାମ କରୁଥିଲେ । ତେବେ ତାଙ୍କ ମୃତ୍ୟୁ କିପରି ହେଲା ସେ ସମ୍ପର୍କରେ ଏବେ ପୋଲିସ ଖୋଳତାଡ କରୁଛି । ହେଲେ ଏହାକୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହିଛନ୍ତି ପରିବାର ଲୋକେ । ରଞ୍ଜିତଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here