ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମୀରେ ରଙ୍ଗୀନ ବାଲୁକା କଳା କରିଛନ୍ତି । ବିଶ୍ୱରେ ପରିବେଶ ପ୍ରଦୂଷଣ ରୋକିବା ପାଇଁ ସଚେତନତା ସୃଷ୍ଟି କରିବା ଏବଂ ପରିବେଶକୁ ସଫା ରଖିବା ଆମ ପାଇଁ ବଡ ଚ୍ୟାଲେଞ୍ଜ ବୋଲି ଏହି ବାଲୁକା କଳାରେ ଦର୍ଶଯାଇଛି । ଏହି ବାଲୁକା କଳା ପାଇଁ ମୋଟ ୫ ଟନ୍ ବାଲିର ବ୍ୟବହାର କରାଯାଇଛି ।

LEAVE A REPLY

Please enter your comment!
Please enter your name here