ମାଟ୍ରିକ ରେଜଲ୍ଟକୁ ନେଇ ଅସନ୍ତୋଷ ଥିବା ପିଲାଙ୍କ ପାଇଁ ଅଫଲାଇନ ପରୀକ୍ଷାର ବ୍ୟବସ୍ଥା କରାଯାଇଛି । ଯେଉଁ ମାନେ ମାର୍କିଂରେ ଅସନ୍ତୁଷ୍ଟ , ଅଫଲାଇନ୍ ପରୀକ୍ଷା ଦେଇପାରିବେ । ଅଫଲାଇନ୍ ପରୀକ୍ଷା ପାଇଁ ଜୁଲାଇ ୫ରୁ ୧୪ ମଧ୍ୟରେ ଫର୍ମ ଫିଲଅପ କରାଯିବ । ଜୁଲାଇ ୩୦ରୁ ଅଗଷ୍ଟ ୫ ମଧ୍ୟରେ ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଛି । ପରୀକ୍ଷାର ୧୫ ଦିନ ମଧ୍ୟରେ ରେଜଲ୍ଟ ପାଇଁ ଚେଷ୍ଟା କରାଯିବ । ୩୦ ପ୍ରତିଶତ ସିଲାବସ ହ୍ରାସ ହୋଇଥିବାରୁ ୭୦ % ମଧ୍ୟରେ ପରୀକ୍ଷା ହେବ । ମାଟ୍ରିକ ଅଫଲାଇନ୍ ପରୀକ୍ଷା ନେଇ ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here