ଟୋକିଓ ଅଲିମ୍ପିକ୍ସରେ ଆୟୋଜକ ଜାପାନକୁ ହରାଇଲା ଭାରତ । ପୁରୁଷ ହକିରେ ଭାରତ ଜାପାନକୁ 5-3 ଗୋଲରେ ହରାଇ ବିଜୟ ହାସଲ କରିବା ସହ ଗ୍ରୁପ -ଏ ରେ ନିଜ ସ୍ଥିତି ସୁଦୃଢ କରିଛି । ଗୁରଜନ୍ତ ସିଂଙ୍କ ଦୁଇଟି ଗୋଲ୍ ଏବଂ ହରମନପ୍ରିତ ସିଂ, ନୀଳକାନ୍ତ ଶର୍ମା, ସିମ୍ରାଜିତ ସିଂଙ୍କ ସହାୟତାରେ ଭାରତ ଏହି ଦମଦାର ବିଜୟ ହାସଲ କରିଛି ।

LEAVE A REPLY

Please enter your comment!
Please enter your name here