30 C
Bhubaneswar
Tuesday, August 4, 2026
-Advertisement-

ଲଜ୍ଜା : ଗଣଦୁଷ୍କର୍ମ ପରେ ରାସ୍ତାରେ ଉଲଗ୍ନ କରି ଚଲାଇଲେ

ମଣିପୁରରେ ଦୁଇଜଣ ଆଦିବାସୀ ଯୁବତୀଙ୍କୁ କିଛି ଯୁବକ ଜୋରଜବରଦସ୍ତ ପଡିଆକୁ ନେଇ ଗଣଦୁଷ୍କର୍ମ କଲେ । ଗଣଦୁଷ୍କର୍ମ କରିବା ପରେ ସେମାନଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ । ଏଭଳି ଲଜ୍ଜାକର ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ଗ୍ୟାଙ୍ଗଷ୍ଟର ଟିଟୋ ସହଯୋଗୀ ବିଜେଡି ଉପସଭାପତି

ବିଜେଡି ଜଗତସିଂହପୁର ଜିଲ୍ଲା କମିଟି ପୁର୍ନଗଠନ ହୋଇଥିବା ବେଳେ ଦୁଇ ଉପସଭାପତିଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ନବଗଠିତ ଜିଲ୍ଲା କମିଟିରେ ଉପସଭାପତି ଥିବା ଦୁଇ ନେତାଙ୍କ ନାଁରେ ଅପରାଧିକ ମାମଲା ରହିଛି । ଏପରିକି ଜଣେ ଉପସଭାପତି...

ମୋଦିଙ୍କୁ ବ୍ରେକ୍ ଦେବ ‘ଇଣ୍ଡିଆ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆସନ୍ତା ନିର୍ବାଚନରେ ଚେକ୍ ଦେବ 'ଇଣ୍ଡିଆ' - ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲିଆନ୍ସ । ଆଜି ବେଙ୍ଗାଲୁରରେ ଏକାଠି ହୋଇଥିବା ବିରୋଧୀ 2024 ସାଧାରଣ ନିର୍ବାଚନ ପାଇଁ ମହାମେଣ୍ଟ ଗଠନ କରିଛନ୍ତି, ଯାହାର ନାଁ...

ଓଡିଶା ଦେଶର ଅଷ୍ଟମ ଗରିବ ରାଜ୍ୟ

ଗତ ପାଞ୍ଚବର୍ଷ ଭିତରେ ଦେଶରେ ଦାରିଦ୍ର୍ୟ ହାର କମିଛି । ନୀତି ଆୟୋଗର ଦ୍ବିତୀୟ ସଂସ୍କରଣ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ଦେଶରେ ସାଢେ ନ କୋଟି ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଥିବା ବେଳେ ଓଡିଶାରେ...

ମୁହଁ ଖୋଲିଲେ ଚିରଞ୍ଜୀବି

କଂଗ୍ରେସରୁ ନିଲମ୍ବିତ ହେବା ପରେ ମୁହଁ ଖୋଲିଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବି ବିଶ୍ବାଳ । ଦୁଇଦିନ ତଳେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ...

କଂଗ୍ରେସ-ଆପ୍ ପ୍ୟାଚ୍

ଦିଲ୍ଲୀ ବ୍ୟୁରୋକ୍ରାଟଙ୍କ ନିଯୁକ୍ତି ଓ ବଦଳିକୁ ନେଇ କେନ୍ଦ୍ର ସରକାରଙ୍କ ଅର୍ଡିନାନ୍ସ ବିରୋଧୀ ଅଭିଯାନରେ ସାମିଲ ହେବ କଂଗ୍ରେସ । ପୂର୍ବରୁ କଂଗ୍ରେସକୁ ଛାଡି ଅନ୍ୟ ସମସ୍ତ ବିରୋଧୀ ଦଳ ଆପକୁ ଅର୍ଡିନାନ୍ସ ବିରୋଧୀ ଅଭିଯାନରେ ସମର୍ଥନ କରିଥିଲେ ।...

ଗ୍ୟାଙ୍ଗରେପ୍ ଅଭିଯୁକ୍ତଙ୍କ ମଧ୍ୟରେ ବିଜେପି ନେତାଙ୍କ ପୁଅ

ଜଣେ ଯୁବତୀ ଓ ତାଙ୍କ ନାବାଳିକା ସାନ ଭଉଣୀଙ୍କୁ ଚାରିଜଣ ଯୁବକ ଜୋରଜବରଦସ୍ତ ଅପହରଣ କରିନେଲେ । ଅପହରଣ ପରେ ସେମାନଙ୍କୁ ଗୋଟିଏ ଘରକୁ ନେଇଯାଇ ଚାରି ଯୁବକ ବଡଭଉଣୀକୁ ଗଣଦୁଷ୍କର୍ମ କଲେ । ନାବାଳିକା ସାନଭଉଣୀକୁ ଯୌନ ନିର୍ଯାତନା...

ବିଧାୟକ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜିବୀ କଂଗ୍ରେସରୁ ସସପେଣ୍ଡ୍

ଦଳ ବିରୋଧୀ କାର୍ଯ୍ୟ ପାଇଁ କଟକ-ବାରବାଟୀ ବିଧାୟକ ଓ ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ବାଳଙ୍କୁ କଂଗ୍ରେସ ସସପେଣ୍ଡ କରିଛି । ଏଆଇସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ନିଷ୍ପତ୍ତି ଅନୁଯାୟୀ ଦଳର ଦୁଇ ପ୍ରଭାବଶାଳୀ ନେତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ପିସିସି...

ଚନ୍ଦ୍ରପୃଷ୍ଠକୁ ଯାତ୍ରା କଲା ଚନ୍ଦ୍ରୟାନ-3

ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବାର ଇତିହାସରେ ଆଉ ଏକ ସଫଳ ଅଧ୍ୟାୟ ଯୋଡିଛି ଇସ୍ରୋ । ଆଜି ଶ୍ରୀହରିକୋଟା ସତୀଶ ଧାବନ ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ଚନ୍ଦ୍ରୟାନ ଯାତ୍ରା ଆରମ୍ଭ କରିଛି । ଏଲଭିଏମ -3 - ଏମ - 4...

ହାଇସ୍କୁଲ ୟୁନିଫର୍ମରେ ବିଜେଡି ରଙ୍ଗକୁ ବିରୋଧ

ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ନୂତନ ଡ୍ରେସକୋଡକୁ ବିରୋଧୀ ବିଜେପି ଓ କଂଗ୍ରେସ ଜୋରଦାର ବିରୋଧ କରିଛନ୍ତି । ବିରୋଧ ପଛରେ ମୁଖ୍ୟ କାରଣ ହେଉଛି, ନୂଆ ୟୁନିଫର୍ମରେ ବିଜେଡି ବ୍ୟବହାର...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...