36.1 C
Bhubaneswar
Monday, May 20, 2024
-Advertisement-

ପଡୋଶୀଙ୍କୁ କୋଭିଡ୍ ଭାକ୍ସିନ ଯୋଗାଉଛି ଭାରତ

କେବଳ ନିଜ ଦେଶରେ ଟିକାକରଣ ପାଇଁ ଅଭିଯାନ ଆରମ୍ଭ ହୋଇନି, ପଡୋଶୀ ରାଷ୍ଟ୍ରମାନେ କିପରି କୋଭିଡ ଠାରୁ ନିରାପଦ ଦୂରତ୍ବରେ ରହିବେ, ସେଥିପାଇଁ ପଦକ୍ଷେପ ନେଇଛି ଭାରତ । ପଡୋଶୀ ରାଷ୍ଟ୍ର ନେପାଳ, ଭୂଟାନ, ବାଂଲାଦେଶ, ମିଆଁମାର ଓ ମାଲଦ୍ବିପକୁ...

କଂଗ୍ରେସ ନେତାଙ୍କ କାନରେ ମନ୍ତ୍ର ଫୁଙ୍କିଲେ ଦାମ

ବଦଳୁଛି ରାଜ୍ୟ ରାଜନୀତିର ସମୀକରଣ । ନବୀନ ଗଡ଼କୁ ଧରାଶାୟୀ କରିବା ପାଇଁ ପ୍ରସ୍ତୁତ ହେଉଛି ଚକ୍ରବ୍ୟୂହ । ସବୁ ବିରୋଧି ନେତାମାନେ ହାତ ମିଶେଇବା ଆରମ୍ଭ କଲେଣି । ବିଶେଷ କରି ବିଜେଡିରୁ ଦାମ ବାବୁଙ୍କୁ ବହିଷ୍କାର କରାଯିବା...

୬ରେ ପୁଣି ଆସୁଛନ୍ତି ରାହୁଲ

ପାଖେଇ ଆସୁଛି ନିର୍ବାଚନ । ସମୟକୁ ହାତଛଡା କରିବାକୁ ଚାହୁଁନାହାନ୍ତି କୌଣସି ଦଳ । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାସକ ଭିତରେ ତିନିଥର ଓଡିଶା ଗସ୍ତ କରିଥିବା ବେଳେ କଂଗ୍ରେସ ସୁପ୍ରିମୋ ରାହୁଲ ଗାନ୍ଧୀ ଆସନ୍ତା ୬...

ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଗିରଫ

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ପୁତ୍ର ଦେବାଶିଷ ପାତ୍ରଙ୍କୁ ବୁଧବାର ଗିରଫ କରିଛି ପୋଲିସ । ମଙ୍ଗଳବାର ଦିନ ପୋଲିସ ଉପରେ ଆକ୍ରମଣ କରିବା ଘଟଣାରେ ରାମଚନ୍ଦ୍ରପୁର ପୋଲିସ କେନ୍ଦୁଝର ଜିଲ୍ଲାର ଛତିଆ ଟାଙ୍ଗି ଅଞ୍ଚଳରୁ...

ସରକାରୀ ସ୍କୁଲ ପିଲାଙ୍କ ଭାଗ୍ୟ !

ପୁରା ଭାରତବର୍ଷରେ ଏମିତି ଘଟଣା କିଛି ନୂଆ କଥା ନୁହେଁ । କେଉଁଠି ସାର୍ ତ କେଉଁଠି ଦିଦି, ପାଠପଢା ସମୟରେ ଚାଲିଯାଉଛନ୍ତି ଘୋର ନିଦ୍ରାରେ । ତେଣିକି ପିଲାଙ୍କ ପାଠପଢା ଚୁଲିକି ଯାଉ । ଘଟଣା ଘଟିଛି ଯାଜପୁର...

ପରସ୍ପରର ଗୋହି ଖୋଳାଖୋଳି ହେଲେ ଦାମ-ସୂର୍ଯ୍ୟ

ବିଜୁ ଜନତା ଦଳରୁ ବରିଷ୍ଠ ନେତା ଡା. ଦାମୋଦର ରାଉତଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବହିଷ୍କାର କରିବା ପରେ ବରିଷ୍ଠ ବିଜେଡି ନେତାମାନେ ଡା.ଦାମୋଦର ରାଉତଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଲେଣି । ଦାମବାବୁଙ୍କ ବିରୋଧରେ...

ଚନ୍ଦ୍ରାୟନ-୨ର ଜହ୍ନ ରାଇଜକୁ ଯାତ୍ରା

ସମସ୍ତ ପ୍ରତିକ୍ଷାର ଅନ୍ତ ଘଟାଇ ଚନ୍ଦ୍ରପୃଷ୍ଠ ଅଭିମୁଖେ ବାହାରିଲା ଚନ୍ଦ୍ରାୟନ-୨ । ଆଜି ଅପରାହ୍ନ ୨.୪୩ ମିନିଟରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରାୟନ-୨ ର ଉତକ୍ଷେପଣ କରାଯାଇଛି । ଦିର୍ଘବର୍ଷ ପରେ ପୁଣି...

ଭୁବନେଶ୍ୱରରେ ୮୭ କରୋନା ପଜିଟିଭ୍‌

ଆଜି ଭୁବନେଶ୍ୱରରୁ ୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୧ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୪୬ ରହିଛି । ଜାଗମରା, ୟୁନିଟ୍‌-୩, ଝାରପଡା, ୟୁନିଟ୍‌-୧, ଲକ୍ଷ୍ମୀସାଗର, କଳିଙ୍ଗବିହାର, ରସୁଲଗଡ ଜଗନ୍ନାଥ ନଗର, ବରମୁଣ୍ଡା...

ଦାମଙ୍କ ପାଇଁ ବିଜେଡିର ମାଷ୍ଟରପ୍ଲାନ : ସ୍କ୍ରିପ୍ଟ ରେଡ୍ଡି, ପ୍ରଥମେ ଅଭିଯୋଗ, ପରେ ଅନୁଧ୍ୟାନ ଓ ଶେଷରେ ନିଲମ୍ବନ

ଦଳରୁ ଦାମ ରାଉତଙ୍କୁ ବାହାର କରିବା ପାଇଁ ବିଜେଡିର ମାଷ୍ଟର ପ୍ଲାନ. ପ୍ରଥମେ ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ହେଲେ. ନବୀନ ନିବାସରେ...

‘ନାଟକର ଶେଷ ଦୃଶ୍ୟ’ ବିଜେଡିରୁ ବହିଷ୍କୃତ ହେଲେ ଦାମ ରାଉତ

ଶେଷରେ ବିଜେଡିରୁ ବହିଷ୍କୃତ ହେଲେ ଦଳର ବରିଷ୍ଠ ବିଧାୟକ ଦାମ ରାଉତ । ଗତ କିଛି ଦିନ ଧରି ଦାମ ବାବୁଙ୍କୁ ନେଇ ବିଜେଡିରେ ଚର୍ଚ୍ଚା ଲାଗିରହିଥିଲା । ଦାମବାବୁଙ୍କୁ ଦଳରୁ ବାହାର କରିବା ପାଇଁ ବିଜେଡିର ମାଷ୍ଟରପ୍ଲାନ ତିଆରି...
- Advertisement -

Latest article

ଯାଜପୁରିଆ ଠିକାଦାରଙ୍କ ଘରେ ଆଇଟି ରେଡ୍

ରାଜଧାନୀ ଭୁବନେଶ୍ବର ଏଲଆଇସି ଅଫିସ ନିକଟରେ ରହିଥିବା ଏକ ଫର୍ଚ୍ୟୁନର ଗାଡିରୁ ଜବତ ହୋଇଛି ପାଞ୍ଚ କୋଟି ଟଙ୍କା । କୌଣସି ସୂତ୍ରରୁ ଖବର ପାଇ ଆୟକର ବିଭାଗ ଏହି ଗାଡିକୁ ଜବତ...

ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ

ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ...

କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ

ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ...