29.1 C
Bhubaneswar
Sunday, October 25, 2026
-Advertisement-

କୋଟିପତି କିରାଣୀଙ୍କ ଘରେ ଭିଜିଲାନ୍ସ ଚଢଉ

ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ । ଯାଜପୁର ଡେପୁଟି ଡାଇରେକ୍ଟର ଅଫ ମାଇନ୍ସ କାର୍ଯ୍ୟାଳୟରେ କିରାଣୀ ଥିବା ଚିନ୍ମୟ ବେହୁରାଙ୍କ ଘର ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୫ଟି...
video

କେଉଁଠୁ ଲଢିବେ ? ସୁରକ୍ଷିତ ଆସନ ଖୋଜୁଛନ୍ତି କି ଧର୍ମେନ୍ଦ୍ର !

ଦୁଇ ଦୁଇ ଥର ଅନ୍ୟ ରାଜ୍ୟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଏଥର ଓଡିଶାରେ ନିର୍ବାଚନ ଲଢିବେ । ଆସନ୍ତା ସାଧାରଣ ନିର୍ବାଚନରେ ସେ ରାଜ୍ୟର ଯେକୌଣସି ଆସନରୁ ନିର୍ବାଚନ...

କଣ୍ଢେଇକୁ ଜାଳିଦେଲେ

କେତେ ସ୍ୱପ୍ନ ଦେଖିଥିଲା କଣ୍ଢେଇ । ସବୁ ଝିଅଙ୍କ ପରି ବାହା ହୋଇ ଶାଶୁ ଘରକୁ ଯିବ । ସେଠାରେ ଶାଶୁ ଶଶୁର ଓ ନଣନ୍ଦଙ୍କଠୁ ସ୍ନେହ ଓ ଭଲ ପାଇବା ପାଇବ । ସ୍ୱାମୀଙ୍କୁ ନେଇ ଘର ସଂସାର...

ବେଞ୍ଚ ପାଇଁ ବଲାଙ୍ଗିର ବନ୍ଦ: ୪ଟି ଟ୍ରେନ୍ ବାତିଲ

ଦିନକୁ ଦିନ ଉଗ୍ର ରୂପ ନେଉଛି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ପଶ୍ଚିମ ଓଡ଼ିଶା ପରେ ଏବେ ବଲାଙ୍ଗୀରରେ ୨୪ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ଓକିଲ ସଂଘ ଓ କ୍ରିୟାନୁଷ୍ଠାନ କମିଟି ଏହି ବନ୍ଦ...

ମାଓବାଦୀ ପାଳୁଛନ୍ତି ପିଏଲଜିଏ ସପ୍ତାହ

ରବିବାରଠାରୁ ୮ ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି । ଏକ ସପ୍ତାହ ଧରି ପାଳନ ହେଉଥିବା ଏହିପିଏଲଜିଏ ସପ୍ତାହରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ମାଓବାଦୀମାନେ ଓଡିଶା ସୀମାର ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର...
video

ପ୍ରଥମ ରାଜନୈତିକ ଭାଷଣରେ କଣ କହିଲେ ଅପରାଜିତା

ଆଇଏସ ଚାକିରୀ ଛାଡି ରାଜନୀତିରେ ଯୋଗ ଦେଇଥିବା ଅପରାଜିତା ଷଡଙ୍ଗୀ ପ୍ରଥମ ରାଜନୈତିକ ଭାଷଣ ଦେଇଛନ୍ତି. ବିଜେପି ପାର୍ଟି ଅଫିସରେ ଦଳର ତୁଙ୍ଗନେତାଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧନାର ଉତ୍ତରରେ ଅପରାଜିତା ତାଙ୍କ ସ୍ବପ୍ନ ଓ ସଂକଳ୍ପ କଥା ବଖାଣିଛନ୍ତି. ବିଜେପିର ଆଦର୍ଶରେ...

ଗଞ୍ଜାମରେ 300 କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଶନିବାର ଦିନିକିଆ ଗଂଜାମ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ପ୍ରାୟ ୩୦୦ କୋଟି ଟଙ୍କାରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟର ଉଦଘାଟନ କରିଛନ୍ତି...

ଯଦି ବେଆଇନ, କେମିତି ଚାଲିଛି ପ୍ରଶାସନ ?

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେଲଟିକିରିସ୍ଥିତ ‘ଗୁଡ୍‌ ନିୟୁଜ୍‌ ଇଣ୍ଡିଆ ଡ୍ରିମ୍ସ ସେଣ୍ଟର" ପରିଚାଳିତ ସେଲଟର୍ ହୋମ୍ ବେଆଇନ. ଅର୍ଥାତ ସରକାରୀ ଅନୁମତି ନ ଥିଲା. ସେଲଟର ହୋମରେ ନିର୍ଯାତନା ଖବର ଆସିବା ପରେ ଏକଥା ସଫେଇ ଦେଇଛନ୍ତି ବିଭାଗୀୟ...
video

ବିଜୟ-ଦିଲୀପଙ୍କୁ ଦାମଙ୍କ ନିମନ୍ତ୍ରଣ

ଶୁକ୍ରବାର ବିଜେପି ଛାଡିଥିବା ଦିଲୀପ-ବିଜୟ ନିଜ ଦଳ ଛାଡିବା ପରେ ଏବେ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି । ଏମାନଙ୍କୁ ନେଇ ଚାଲିଛି କଳ୍ପନା ଜଳ୍ପନା । ଦଳ ଛାଡିବା ପରେ ଏମାନେ ଯିବେ କୁଆଡେ? କେଉଁ ଦଳରେ...

ସେଲଟର୍ ହୋମରେ ନିର୍ଯାତନା

ସେଲଟର ହୋମ୍, ଅସହାୟ ଝିଅଙ୍କ ପାଇଁ ଆଶ୍ରୟସ୍ଥଳି. ମାତ୍ର ଆଶ୍ରୟସ୍ଥଳୀରେ ବି ସୁରକ୍ଷିତ ନୁହେଁ ଅସହାୟ ଝିଅଟି. ଅସହାୟତାର ସୁଯୋଗ ନେବାକୁ ଯେମିତି ଅନେଇ ବସିଛନ୍ତି ସମାଜର ରାକ୍ଷସମାନେ. ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେଲଟିକିରିସ୍ଥିତ...
- Advertisement -

Latest article

Czas odstawienia Spinimax: Jak długo to naprawdę trwa?

Spis treściProces wypłaty środków krok po krokuStandardowe czasy przetwarzania wypłatWeryfikacja konta (KYC) i jej wpływ na czas wypłatyCzynniki wpływające na opóźnienia w wypłatachJak przyspieszyć...

Lemon Casino 243-Ways Slots kontra Klasyczne Linie Wypłat

Spis treści1. Mechanika działania: Zrozumienie podstaw2. Porównanie szans i zmienności (wariancji)3. Jak wykorzystać tę wiedzę w Lemon Casino?4. Bonusy i promocje dostosowane do typu...

Hoe je Lalabet KYC in één keer kunt doorstaan

InhoudWat is KYC en waarom voert Lalabet het uit?De benodigde documenten voor verificatieStapsgewijze handleiding voor het uploadprocesVeelvoorkomende problemen en oplossingenWat te verwachten na het...