ପୁଣି ଜନନୀ ଯନ୍ତ୍ରଣା
ପୁଣି ଜନନୀ ଯନ୍ତ୍ରଣା । ଆମ୍ବୁଲାନ୍ସ ଆସି ନପାରିବାରୁ ଗର୍ଭବତୀକୁ ୪ କିଲୋମିଟର ଷ୍ଟ୍ରେଚରରେ ବୋହିଲେ ପରିବାର ଲୋକେ । ଏ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି କାଲିମେଳା ବ୍ଲକ କାନ୍ଦିଗୁଡା ଗାଁରେ । ଗାଁରେ ରାମେ...
ପ୍ରେମ ପାଇଁ ଫୁଟିଗଲା ଆଖି
ପ୍ରେମ ପାଇଁ ଉଭୟ ପାଗଳ ହୋଇଯାଇଥିଲେ. ଗୋଟିଏ ମୁହୂର୍ତ୍ତ ବି ପରସ୍ପରକୁ ଛାଡି ରହିପାରୁ ନଥିଲେ. ମାତ୍ର ବାହାଘରରେ ରାଜି ନଥିଲେ ଝିଅର ପରିବାର. ଶେଷରେ ପ୍ରେମିକ ପ୍ରେମିକା ନିଷ୍ପତ୍ତି ନେଇଥିଲେ ସାରା ଜୀବନ ଏକାଠି ରହିବେ. ଘର ଓ...
ଜୁଇରୁ ଉଠିଲା ଶବ
ପୋଲସରାର କଣିଆପଲ୍ଲୀ ଗାଁରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା | ଶବଦାହ ବେଳେ ଜୁଇରୁ ଉଠି ବସିଛନ୍ତି ବୃଦ୍ଧା | ଅସୁସ୍ଥ ବୃଦ୍ଧାଙ୍କୁ ମୃତ ଭାବି ପରିବାର ଲୋକ ଜୁଇ ସଜାଡିଥିଲେ | ପରେ ଅନ୍ତିମ ସଂସ୍କାର ପାଇଁ...
ନାବାଳିକାକୁ ଗଣଦୁଷ୍କର୍ମ, ୩ ଅଟକ
ପୁଣି ଲଜ୍ଜ୍ୟା | ନାବାଳିକାକୁ ରାତିରେ ଉଠାଇ ନେଇ ଜଙ୍ଗଲ ମଧ୍ୟରେ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ | ଅଭିଯୋଗକୁ ଭିର୍ତ୍ତି କରି ୩ ଜଣଙ୍କୁ ଅଟକ ରଖିଛି ପୋଲିସ | ବଣାଇ ଲହୁଣୀପଡ଼ା ଥାନା ଟେନସା ଫାଣ୍ଡିରେ ୩...
ଝୁଲନ୍ତା ଅବସ୍ଥାରେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର
ଝୁଲନ୍ତା ଅବସ୍ଥାରେ ଜୟପୁର ବୋରିଗୁମ୍ମା ଥାନା କୁନ୍ଦୁରଗୁଡା ଭଳିଆବଡ ନିକଟରୁ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି | ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି | ଉଭୟ ଗୋଟିଏ ଗାଁର ହୋଇଥିବା ବେଳେ, ପ୍ରେମ ଜନିତ ଆତ୍ମହତ୍ୟା...
ଘର ଅଛି ହେଲେ ପୁରା ଗାଁ ଶୂନ ଶାନ୍
ଘର ଅଛି ହେଲେ ପୁରା ଗାଁ ଶୂନ ଶାନ୍ । ଖାଁ ଖାଁ ବୌଦ୍ଧ ଜିଲ୍ଲା କୁଲପଡା ଗାଁ । ମନମୁଣ୍ଡା ଥାନାରୁ କଣ୍ଟାମାଳ ଯାଇଥିବା ରାଜ୍ୟ ରାଜପଥର ଠିକ୍ କଡରେ ରହିଥିବା ଗାଁଟିରେ ଲୋକ ନାହାଁନ୍ତି । ପୁରା...
ସାହାରା ଜନମଞ୍ଚ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ
ସାହାରା ଜନମଞ୍ଚ ପକ୍ଷରୁ କୁଆଖାଇରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର, ମୁଖ୍ୟଅତିଥି ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟବକ୍ତା ଭାବେ ବିଜେପି ନେତା ଗୋଲକ ମହାପାତ୍ର, ଟ୍ରାଫିକ ଡିସିପି...
ଆରମ୍ଭରୁ ହଟ୍ଟଗୋଳ
ଆରମ୍ଭ ହୋଇଛି ବିଧାନସଭାରେ ଶୀତକାଳୀନ ଅଧିବେଶନ | ଆରମ୍ଭରୁ ବିରୋଧୀମାନେ ବିରୋଧୀମାନେ ହଟ୍ଟଗୋଳ କରିବା ଆରମ୍ଭ କରିଦେଇଥିଲେ | ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ବିଧାନସଭାର ଏହି ଅଧିବେଶନ ବେଶ୍ ଉଷ୍ମ ହେବ ବୋଲି ଆକଳନ କରାଯାଉଥିବାବେଳେ ଅଧିବେଶନ ଆରମ୍ଭରୁ ଗୃହରେ...
ଗାଁରେ ଘର କଲେ ନେବାକୁ ପଡିବ ଅନୁମତି
ଏଣିକି ସହର ପରି ଗାଁରେ ବି ଘର କଲେ ନେବାକୁ ପଡିବ ଅନୁମତି । ଜି+୨ ବା ଦ୍ୱିତୀୟ ମହଲା ନିର୍ମାଣ କଲେ ନେବାକୁ ପଡିବ ଅନୁମତି । ୫୦୦ ବର୍ଗମିଟରରୁ ଅଧିକ ବା ୨ ମହଲା ଘର ପାଇଁ...
ରାଜରାଜେଶ୍ୱର ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରତ୍ନସିଂହାସନ ବିଜେ ଶ୍ରୀଜୀଉ ମହାର୍ଘ୍ୟ ରାଜ ରାଜେଶ୍ୱର ବା ସୁନା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି | ଲକ୍ଷାଧିକ ଶ୍ରଦ୍ଧାଳୁ ଏହି ଅବସରରେ ମହାପ୍ରଭୁଙ୍କ ପବିତ୍ର ସୁନାବେଶ ଦର୍ଶନ କରିଛନ୍ତି | ଏହି ବେଶରେ...

















