27.1 C
Bhubaneswar
Saturday, May 24, 2025
-Advertisement-

ଛାତିଫଟା ଦୃଶ୍ୟ ସହିଦ ବାପାଙ୍କ କଫିନ୍ ପାଖରେ କାନ୍ଦୁଛି ୫ ମାସର ଝିଅ

ଜୟପୁର(ଏଜେନ୍ସି): ଦେଶ ସୁରକ୍ଷାରେ ସହିଦ୍ ହୋଇଥିବା ଜଣେ ଯବାନ୍ଙ୍କ ୫ମାସର ଶିଶୁକନ୍ୟାକୁ ନିଜ ବାପାଙ୍କ କଫିନ୍ ପାଖରେ କାନ୍ଦୁଥିବାର ଦାରୁଣ ଦୃଶ୍ୟ ଯେକୌଣସି ବ୍ୟକ୍ତିର ହୃଦୟ ଆନେ୍ଦାଳିତ ହୋଇଉଠିବ । ମାତ୍ର ଭାଗ୍ୟର ବିଡମ୍ବନା, ରାଜସ୍ଥାନର ଝଲାୱାର ଜିଲ୍ଲା ଅନ୍ତର୍ଗତ...

ପ୍ରତିଶୋଧ ପରାୟଣ ଇଣ୍ଡୋନେସୀୟ ଗ୍ରାମବାସୀ ୨୯୨ କୁମ୍ଭୀରଙ୍କୁ ନୃଶଂସ ହତ୍ୟା

ଜାକର୍ତ୍ତା(ଏଜେନ୍ସି): ପ୍ରତିଶୋଧ ପରାୟଣ ହୋଇ ମଣିଷ ଅନ୍ୟଜଣେ ମଣିଷକୁ ହତ୍ୟା କରିବା, ପଶୁ ପଶୁଙ୍କୁ ହତ୍ୟାକରିବା ଆଦି ବୁଝାପଡେ କିନ୍ତୁ ପ୍ରତିଶୋଧ ପରାୟଣ ହୋଇ ମଣିଷ କେବେ କେଉଁ ପଶୁକୁ ହତ୍ୟା କରିବା ନିଶ୍ଚିତ ଭାବେ ଏକ ଅସ୍ୱାଭାବିକ୍ ପ୍ରକ୍ରିୟା...

ପାଠ ଆଗରେ ହାର ମାନିଲା ବୟସ

40 ବର୍ଷ ପରେ ପୁଣି ପାଠ ପଢା ଆରମ୍ଭ କରି  ଅନ୍ୟମାନଙ୍କ ପାଇଁ ସାଜିଲେ ପ୍ରେରଣାର ଉତ୍ସ. ରାଜସ୍ଥାନର ବିଜେପି ବିଧାୟକ ଫୁଲ୍ ସିଂହ ମିନା ନିଜ ପାଠ ପଢା ଶେଷ କରିବା ପାଇଁ ସ୍କୁଲକୁ ଯାଇଛନ୍ତି. ଏଥିପାଇଁ ସେ...

ଦ୍ବିତୀୟ କୋଣାର୍କର ଆସ୍ପର୍ଦ୍ଧା କାହିଁକି ?

ରାଷ୍ଟ୍ରପତିଙ୍କ ଦ୍ବାରା ମନୋନୀତ ହେବା ପରେ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର ଦ୍ବିତୀୟ କୋଣାର୍କ କରିବା ପାଇଁ ବ୍ୟାକୁଳ ହୋଇଉଠିଛନ୍ତି । ପୂର୍ବରୁ ଯଦିଓ ସେ ଦ୍ବିତୀୟ କୋଣାର୍କ ନିର୍ମାଣ କଥା କହିଆସୁଥିଲେ, ଏବେ କିନ୍ତୁ ସେ...

ଆହୁରି ବର୍ଷିବ

ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡିଶାର ପାଖାପାଖି ସମସ୍ତ ଜିଲ୍ଲାରେ ସାମାନ୍ୟ ବର୍ଷାର ସମ୍ଭାବନା  ରହିଛି . ଭବାନୀପାଟଣା ଓ କଳାହାଣ୍ଡି ଜିଲ୍ଲାରେ 297 ମିମି ବର୍ଷା ହେବାର ସମ୍ଭାବନା ରହିଛି. ଗଜପତି, ରାୟଗଡ଼ା ଓ କଳାହାଣ୍ଡିର ପ୍ରାୟ ସବୁ...

 18ରୁ ମୌସୁମୀ ଅଧିବେଶନ

18 ତାରିଖରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ. ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ. ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ  ସର୍ବଦଳୀୟ ବୈଠକ ବସିଥିଲା. ସଂସଦକୁ ସୁଚାରୁ ରୂପେ ଚଳାଇବା ପାଇଁ ପ୍ରଧାନମନ୍ତ୍ରୀ...

ଅଗଷ୍ଟରେ ଆସିବ ନୂଆ ନୋଟ

ଆସନ୍ତା ମାସରେ ଗ୍ରାହକଙ୍କ ପାଖରେ ଉପଲବ୍ଧ ହେବ ବାଇଗଣୀ ରଙ୍ଗର ନୂଆ 100 ଟଙ୍କିଆ ନୋଟ. ଏହି ନୂଆ ନୋଟ ଜାରି କରିବେ ଆରବିଆଇ . ଆକାରରେ ଏହି ନୋଟ ପୁରୁଣା ଶହେ ଟଙ୍କାଠାରୁ ଛୋଟ ଓ ଦଶ ଟଙ୍କିଆଠାରୁ...

କାଗଜପତ୍ରରେ ସ୍ମାର୍ଟସିଟି, କୋଟି କୋଟି ଟଙ୍କା ଚଳୁ

ସ୍ମାର୍ଟସିଟି ଭୁବନେଶ୍ବର ପାଇଁ ଆସୁଛି ଶହ ଶହ କୋଟି ଟଙ୍କା । ସ୍ମାର୍ଟସିଟିକୁ ନେଇ ଖୁବ୍ ତୁମ୍ବିତୋଫାନ ବି କରୁଛନ୍ତି ସରକାର, ମେୟର ଓ ସରକାରୀ ଦଳର ଛାମୁଆ ନେତାମାନେ । କିନ୍ତୁ ଉପରକୁ ଚିକ୍କଣଚାକ୍କଣ କରୁଥିବା ଭୁବନେଶ୍ବର ମହାନଗର...

ରଥ ପଥ ଜଗନ୍ନାଥ

ଭୁବନେଶ୍ୱର: ଆଜି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା । କେବଳ ଓଡ଼ିଶା ନୁହେଁ ଦେଶ ବିଦେଶରୁ ଅନେକ ଶ୍ରଦ୍ଧାଳୁ ଭକ୍ତ ଛୁଟିଆସିଥାନ୍ତି ଶଙ୍ଖକ୍ଷେତ୍ର ପୁରୀକୁ । ବଡ଼ଦାଣ୍ଡ ହୋଇଉଠିଛି ଭକ୍ତମୟ । ଶ୍ରୀକ୍ଷେତ୍ର ଆଜି ଜଗନ୍ନାଥମୟ । ଲକ୍ଷ ଲକ୍ଷ...

ସୁସ୍ଥ ହୋଇ ଫେରିଲେ ପପୁ ପମପମ୍

ଦୀର୍ଘ ଦିନ  ହେବ ଦିଲ୍ଲୀ ଏମ୍ସ୍ ରେ ଚିକିତ୍ସାଧୀନ ଥିଲେ ଓଡିଆ କମେଡି କିଙ୍ଗ୍ ତତ୍ତ୍ୱପ୍ରକାଶ ଶତପଥୀ. ବର୍ତ୍ତମାନ ସୁସ୍ଥ ଥିବା କଥା ଟ୍ୱିଟର ମାଧ୍ୟମରେ  ନିଜର ଅଗଣିତ ଫ୍ୟାନମାନଙ୍କୁ ଜଣାଇଛନ୍ତି ନିଜେ ପପୁ.ସେ କହିଛନ୍ତି ଯେ ଓଡିଶାବାସୀଙ୍କ ଭଲପାଇବା...
- Advertisement -

Latest article

ମାଲକାନଗିରିରେ ପହଲଗାମ ପ୍ରତିବାଦ

ଜମ୍ମୁ କାଶ୍ମୀର ପହେଲଗାମ ଆତଙ୍କବାଦୀ ହାମଲାରେ ୨୮ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଅତି ନିର୍ମମ ଭାବରେ ଆତଙ୍କୀ ମାନେ ନିର୍ଦ୍ଧୋଷୀ ପର୍ଯ୍ୟଟକଙ୍କ ପ୍ରାଣ ନେଇଛନ୍ତି। ଏଭଳି ଘଟଣାକୁ ବିଭିନ୍ନ ମହଲରେ ଦୃଢ଼...

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...