25.1 C
Bhubaneswar
Friday, October 30, 2026
-Advertisement-

ଏମିତି ଜଣେ ବ୍ୟକ୍ତି, ଯିଏ ବିନା ସ୍ୱାର୍ଥରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରନ୍ତି

ସେ ଜଣେ ଏମିତି ବ୍ୟକ୍ତିତ୍ୱ, ଯାହା ବିଷୟରେ ଯେତେ କହିଲେ ମଧ୍ୟ କମ ହେବ. ଆମେ କହୁଛୁ ଏମିତି ଜଣେ ଅଟୋ ଚାଳକଙ୍କ କଥା ଯିଏ, ବିନା କୌଣସି ସ୍ୱାର୍ଥରେ ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ନିଜ ଅଟୋରେ ନିଅନ୍ତି....
video

ଫେରାଦ ହେଲେ ଛାତ୍ରୀ

ଗୁହାରୀ ଶୁଣିଲେନି ଜିଲ୍ଲାପାଳ. ଏମିତିକି 35 କିଲୋମିଟର ଦୂରରୁ ଚାଲି ଚାଲି ଆସିଥିବା ଝିଅମାନଙ୍କୁ ଦେଖା ବି କଲେନି. ଏଭଳି ଘଟଣା ଘଟିଛି ମାଲକାନଗିରିରେ. ବାଲିମେଳା ବାଳିକା ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥା ସଂପର୍କରେ ଜିଲ୍ଲାପାଳଙ୍କୁ ଜଣାଇବାକୁ ବାଲିମେଳାରୁ ମାଲକାନଗିରି ଚାଲି ଚାଲି ଯାଇଥିଲେ...
video

ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା : ହିଂଜିଳି ଓ ବିଜେପୁରରୁ ଲଢିବେ ନବୀନ

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି. ନବୀନ ନିବାସରେ ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ ସେ ନିଜେ ହିଂଜିଳିକାଟୁ ଓ ବିଜେପୁର ବିଧାନସଭା ଆସନରୁ ଲଢିବେ...

କିଏ ହେବ ଗୋଆ ମୁଖ୍ୟମନ୍ତ୍ରୀ ?

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ନିଧନରେ ସାରା ଗୋଆ ସ୍ତବ୍ଧ ହୋଇଯାଇଛି. ଅନ୍ୟପଟେ ପାରିକରଙ୍କ ଶେଷକୃତ୍ୟ ସଂପନ୍ନ ନ ହେଉଣୁ ଗୋଆ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଗଲାଣି. ତେବେ ଗୋଆ ବିଧାନସଭା ସ୍ପିକର ପ୍ରମୋଦ...

ସନ୍ଧ୍ୟାରେ ପାରିକରଙ୍କ ଶେଷକୃତ୍ୟ

ଦୀର୍ଘଦିନ ଧରି ପାନକ୍ରିୟାଟିକ ରୋଗରେ ପୀଡିତ ହୋଇ ଗତକାଲି ଚିରନିଦ୍ରାରେ ଶୋଇଯାଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ତଥା ଦେଶର ପୂର୍ବତନ ରକ୍ଷାମନ୍ତ୍ରୀ ମନୋହର ପାରିକର. 63 ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ବେଳେ ତାଙ୍କ ବିୟୋଗରେ ଗୋଆରେ...

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁବ୍ରତ ବାଗଚି

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ମାଇଣ୍ଡଟ୍ରିର ସହ-ସଂସ୍ଥାପକ ସୁବ୍ରତ ବାଗଚି ରବିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି. ତାଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଆଇଟି କମ୍ପାନୀକୁ ଶତ୍ରୁତାପୂର୍ଣ୍ଣ ଅଧିଗ୍ରହଣରୁ ରକ୍ଷା କରିବା ପାଇଁ ସେ ଇସ୍ତଫା ଦେଇଥିବା...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ପ୍ରାର୍ଥୀପତ୍ର ଦାଖଲ

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା 91 ଲୋକସଭା ଆସନର ମତଦାନ ପାଇଁ ସୋମବାରଠୁ ପ୍ରାର୍ଥୀପତ୍ର ଦାଖଲ ପ୍ରକିୟା ଆରମ୍ଭ ହେବ. ଓଡ଼ିଶାର 4ଟି ଲୋକସଭା ଆସନ ଏବଂ 28ଟି ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ବିଜ୍ଞପ୍ତି ପ୍ରକାଶ...

ଖୋର୍ଦ୍ଧା ଜିଲ୍ଲାରେ ହାତୀ ଆତଙ୍କ

ବାରମ୍ବାର ହାତୀ ଉପଦ୍ରବ ପାଇଁ ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି. କେଉଁଠି ହାତୀ ଘରଦ୍ୱାର ଭଙ୍ଗାରୁଜା କରୁଛି, ତ ଆଉ କେଉଁଠି ଫସଲ ନଷ୍ଟ କରୁଛି. ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବା ବେଳେ  ଗତକାଲି ବିଳମ୍ବିତ ରାତିରେ...
video

ଜୋସରେ ନବୀନ ନିବାସ

ଜୋସରେ ନବୀନ ନିବାସ. 2019 ନିର୍ବାଚନ ପାଇଁ ତିଆରି ଚାଲିଛି ରଣନୀତି. ରାତି ପାହିଲେ ନବୀନ ନିବାସରେ ଲାଗି ଯାଉଛି ନେତା ଓ ସମର୍ଥକଙ୍କ ଭିଡ. ନବୀନ ନିବାସ ଆଗରେ ହଜାର ହଜାର ଲୋକଙ୍କ ଭିଡରୁ ବାରି ହେଉଛି 2019 ନିର୍ବାଚନର ଉଷ୍ମତା. କିଏ...

ଇସ୍ତଫା ଦେଲେ କୁସୁମ ଟେଟେ

ନିର୍ବାଚନ ପାଇଁ ନବୀନ ନିବାସରେ ପଶ୍ଚିମ ଓଡିଶାର ନେତାଙ୍କ ଭିଡ ଲାଗିଥିବା ବେଳେ ରବିବାର ସୁନ୍ଦରଗଡ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଛନ୍ତି କୁସୁମ ଟେଟେ. ବିଧାନସଭା ନିର୍ବାଚନ ଲଢିବାକୁ ଇଚ୍ଛୁକ ଥିବା ସେ ପ୍ରକାଶ କରିଛନ୍ତି....
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...