30.1 C
Bhubaneswar
Monday, May 20, 2024
-Advertisement-

ମିଳିଲା ୟୁପି ମହାସଚିବ ଦାୟିତ୍ୱ

ଆଉ ପଛରେ ରହି ନୁହେଁ କି ଖାଲି ପ୍ରଚାରକ ନୁହେଁ, ଏବେ କଂଗ୍ରେସ ରାଜନୀତିରେ ପ୍ରିୟଙ୍କାଙ୍କ ସିଧାସଳଖ ପ୍ରବେଶ । ଶେଷରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ  ବୁଧବାର କଂଗ୍ରେସ ମହାସଚିବ ଭାବେ ମିଳିଛି ପଲ୍ଟିକାଲ ଏଣ୍ଟ୍ରି । କଂଗ୍ରେସ ଅଧ୍ୟକ୍ଷ...

ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଓଡିଶାର ଚାରି ଜିଲ୍ଲା

ଆସନ୍ତା 14 ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଇମ୍ଫାଲରୁ ଆରମ୍ଭ କରିବେ ଭାରତ ଯୋଡୋ ନ୍ୟାୟ ଯାତ୍ରା । ଜାନୁଆରୀ 14ରୁ ମାର୍ଚ୍ଚ 20 ତାରିଖ ପର୍ଯ୍ୟନ୍ତ ରାହୁଲ 15ଟି ରାଜ୍ୟର ଶହେଟି ଲୋକସଭା ନିର୍ବାଚନ ମଣ୍ଡଳୀ ଦେଇ...
video

ପ୍ରଥମ ରାଜନୈତିକ ଭାଷଣରେ କଣ କହିଲେ ଅପରାଜିତା

ଆଇଏସ ଚାକିରୀ ଛାଡି ରାଜନୀତିରେ ଯୋଗ ଦେଇଥିବା ଅପରାଜିତା ଷଡଙ୍ଗୀ ପ୍ରଥମ ରାଜନୈତିକ ଭାଷଣ ଦେଇଛନ୍ତି. ବିଜେପି ପାର୍ଟି ଅଫିସରେ ଦଳର ତୁଙ୍ଗନେତାଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧନାର ଉତ୍ତରରେ ଅପରାଜିତା ତାଙ୍କ ସ୍ବପ୍ନ ଓ ସଂକଳ୍ପ କଥା ବଖାଣିଛନ୍ତି. ବିଜେପିର ଆଦର୍ଶରେ...

୫ରେ ସମସ୍ତ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଚରେ ପଡିବ ତାଲା: ବିଜେପି ଯୁବମୋର୍ଚ୍ଚାର ଚେତାବନୀ

ଆସନ୍ତା ୫ ତାରିଖରେ ରାଜ୍ୟର ସମସ୍ତ ଏମ୍ପ୍ଲୟମେଂଟ ଏକ୍ସଚେଞ୍ଜ ରେ ତାଲା ପକା ଅଭିଯାନ କରାଯିବ ବୋଲି ଖୋଲାଖୋଲି ଭାବେ କହିଛନ୍ତି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ । ରାଜ୍ୟ ସରକାରଙ୍କ ବିଭିନ୍ନ ଜିଲା ମୁଖ୍ୟାଳୟରେ ଥିବା...

କେନ୍ଦ୍ରର ମହିଳା ସଶକ୍ତିକରଣ ଯୋଜନା କାହା ସ୍ୱାର୍ଥରେ? ଏଗ୍ରିମେଣ୍ଟ୍ ସହ ଭଡ଼ାରେ କିଣାବିକା ହେଉଛନ୍ତି ମହିଳା

ମଧ୍ୟପ୍ରଦେଶ(ଏଜେନ୍ସି): ଦେଶରେ ମହିଳା ସଶକ୍ତିକରଣ ହେଉଛି, ମହିଳାମାନେ ଆତ୍ମସମ୍ମାନର ସହ ବଞ୍ଚôବା ଆରମ୍ଭ କରିଛନ୍ତି । ସେମାନଙ୍କୁ ସ୍ୱାବଲମ୍ବୀ କରାଯିବାକୁ ସବୁପ୍ରକାର ପଦକ୍ଷେପ କେନ୍ଦ୍ର ସରକାର ଗ୍ରହଣ କରୁଛନ୍ତି । ଝିଅମାନେ ପାଠ ପଢ଼ୁଛନ୍ତି, ନିଯୁକ୍ତି ପାଉଛନ୍ତି, ଦେଶର ନାମ...
video

ନ୍ୟାୟ ନ ମିଳିଲେ ଆତ୍ମାହୁତି !

ବିଜେପିରେ କୁହୁଳୁଛି ଅସନ୍ତୋଷ . ଦଳର ତଥାକଥିତ ସୁପ୍ରିମୋ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ବିରୋଧ. ଦଳ ଭିତରେ ବିଶୃଙ୍ଖଳା ବଢିଗଲାଣି ଏବଂ ଦଳ ଭିତରେ ଶୃଙ୍ଖଳା ଆଣିବା ପାଇଁ ବିଜେପି ରାଜ୍ୟ କାର୍ୟ୍ୟାଳୟ ଆଗରେ ଧାରଣା ଓ ଅନଶନରେ...

ଟିକଟ ପାଇଁ ଦୁଇ କୋଟି ମାଗିଥିଲେ ଅପରାଜିତା !

ଟିକଟ ନ ପାଇବା ପରେ ବିଜେପି ଛାଡି ଖୋର୍ଦ୍ଧା ବିଧାନସଭା ଆସନରେ ସ୍ବାଧୀନ ଭାବେ ଲଢିବା ପାଇଁ ସଜବାଜ ହେଉଥିବା କାଳୁ ଖଣ୍ଡାୟତରାୟ ସାଂସଦ ଅପରାଜିତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଟିକଟ ପାଇଁ ତାଙ୍କୁ ଅପରାଜିତା ଦୁଇକୋଟି...

ପାକିସ୍ତାନ ଗଲେ, ଆଲିଙ୍ଗନ କଲେ, କ’ଣ କହୁଛନ୍ତି ସିଦ୍ଧୁ ?

  () ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇ ବିବାଦୀୟ ହୋଇଛନ୍ତି କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁ । ବେଶି ବିବାଦ ହେଲା ସେତେବେଳେ, ଯେତେବେଳେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅମର...

ନବୀନଙ୍କ ନିଖୋଜ ଗପ : ବେଶ୍ୟାଳୟରୁ ଗିରଫ ପରେ ବିଜେଡିରୁ ନିଲମ୍ବିତ

  ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ଜୁଲାଇ 1 ତାରିଖରେ ହଠାତ କୁଆଡେ ନିଖୋଜ ହୋଇଗଲେ । ବ୍ୟାବସାୟିକ କାମରେ ବାବୁ କୋଲକାତା ଯାଇଥିବା ବେଳେ ପରିବାର ଲୋକେ ତାଙ୍କ ସହ ଆଉ ଯୋଗାଯୋଗ କରିପାରିଲେନି । ଯେଉଁ ଫ୍ଲାଇଟରେ...
video

ବିଜେଡିରେ ଯୋଗ ଦେଲେ ସୁନୀତା

ହାତ ଛାଡି ଶଙ୍ଖ ଧରିଲେ ସୁନୀତା ବିଶ୍ୱାଳ. ଶନିବାର ନବୀନ ନିବାସରେ ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନବ ଦାସଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ...
- Advertisement -

Latest article

ଯାଜପୁରିଆ ଠିକାଦାରଙ୍କ ଘରେ ଆଇଟି ରେଡ୍

ରାଜଧାନୀ ଭୁବନେଶ୍ବର ଏଲଆଇସି ଅଫିସ ନିକଟରେ ରହିଥିବା ଏକ ଫର୍ଚ୍ୟୁନର ଗାଡିରୁ ଜବତ ହୋଇଛି ପାଞ୍ଚ କୋଟି ଟଙ୍କା । କୌଣସି ସୂତ୍ରରୁ ଖବର ପାଇ ଆୟକର ବିଭାଗ ଏହି ଗାଡିକୁ ଜବତ...

ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ

ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ...

କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ

ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ...