25.8 C
Bhubaneswar
Saturday, July 25, 2026
-Advertisement-

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଲୋକାର୍ପିତ

ଶୁକ୍ରବାର  ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର ଶୁଭ ଉଦଘାଟନ ହୋଇଛି. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଉଦଘାଟନ କରିଛନ୍ତି . ବଲାଙ୍ଗିରବାସୀଙ୍କ ସରକାରୀ ମେଡିକାଲ କଲେଜର ସ୍ୱପ୍ନ ପୂର୍ଣ୍ଣ ହୋଇଛି. ଭୀମଭୋଇଙ୍କ ନାଁରେ ମେଡିକାଲ କଲେଜ...

ଗ୍ୟାରି କିଷ୍ଟନ ହେଲେ ଆରସିବିର ମୁଖ୍ୟ କୋଚ୍

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ଟିମ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୁରୁବାର ଭାରତୀୟ ଟିମ୍ ର ପୂର୍ବତନ କୋଚ୍ ଗ୍ୟାରି କିଷ୍ଟନ୍ ଙ୍କୁ ନିଜର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ପ୍ରଦାନ କରିଛି । କିଷ୍ଟନ୍ ଙ୍କ ପୂର୍ବରୁ...

କୈଳାଶ ମାନସରୋବର ଯାତ୍ରା ଅଭିମୁଖେ ଶିବଭକ୍ତ ରାହୁଲ

ସାର୍ବଜନିନ ଭାବେ ବହୁ ବାର ନିଜକୁ ଶିବ ଭକ୍ତ କହିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର କୈଳାଶ ମାନସରୋବର ଯାତ୍ରାରେ ବାହାରିବେ । ସେ ଚୀନ ରାସ୍ତା ଦେଇ କୈଳାଶ ମାନସରୋବରକୁ ଯାତ୍ରା କରିବେ । ସୂଚନା ଅନୁଯାୟୀ, ରାହୁଲ ପ୍ରଥମେ...

ଅନରକିଲିଂ ରୋକିବା ପାଇଁ ଗୃହ ବିଭାଗର ନୂଆ ଗାଇଡ୍ ଲାଇନ

ରାଜ୍ୟରେ ଅନରକିଲିଂ କୁ ରୋକିବା ପାଇଁ  ରାଜ୍ୟ ଗୃହ ବିଭାଗ ଓଡିଶା ପୋଲିସ, ଜିଲ୍ଲାପାଳ, ଏସପିଙ୍କୁ ନିର୍ଦ୍ଦେଶ ଦେଇ ନୂଆ ଗାଇଡଲାଇନ ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସଓପି) ଜାରି କରିଛନ୍ତି । ଏସଓପି ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଓ ଅନ୍ୟ...

ଏସିଆଡ୍ ଗେମ୍ସ 2018 : ହେପ୍ଟାଥଲାନରେ ଭାରତକୁ ସ୍ୱର୍ଣ୍ଣ

ଭାରତୀୟ ଆଥଲେଟ୍ ସ୍ୱପ୍ନା ବର୍ମନ ବୁଧବାର ହେପ୍ଟାଥଲାନରେ ସ୍ୱର୍ଣ୍ଣ ଜିତିଛନ୍ତି ।  ଏସିଆଡ୍ ଗେମ୍ସ 2018 ରେ ପ୍ରଥମ ଥର ପାଇଁ ଏହି ବିଭାଗରେ ଭାରତ ସ୍ୱର୍ଣ୍ଣ ଜିତିଛି । ସ୍ୱପ୍ନା 6026 ପଏଣ୍ଟ ସ୍କୋର କରି ପ୍ରଥମ ସ୍ଥାନ ଅଧିକାର...

ଓପେପା ଆକାଉଣ୍ଟ ଅଫିସର ଭିଜିଲାନ୍ସ ଦ୍ୱାରା ଗିରଫ

ଓପେପା ଆକାଉଣ୍ଟ ଅଫିସର ନଳିନୀ ପୃଷ୍ଟି ଭିଜିଲାନ୍ସ ଦ୍ୱାରା ଗିରଫ । ନଳିନୀଙ୍କ ବାସଭବନ ସମେତ କାର୍ଯ୍ୟାଳୟରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଏହି ରେଡ କରାଯାଇଛି । ଭୁବନେଶ୍ୱର...

ପୁରୁଷ ତ୍ରିପାଲ ଜମ୍ପରେ ଭାରତର ଅରପୀନ୍ଦର ହାତେଇଲେ ସ୍ୱର୍ଣ୍ଣ

ପୁରୁଷ ତ୍ରିପାଲ ଜମ୍ପରେ ଭାରତର ଅରପୀନ୍ଦର ହାତେଇଲେ ସ୍ୱର୍ଣ୍ଣ
- Advertisement -

Latest article

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...

cw-check-https://test.com/

cw-check https://test.com