ନରମି ନାହାଁନ୍ତି ଦାମ ବାବୁ
ଏବେବି ନରମି ନାହାଁନ୍ତି ଦାମ ବାବୁ । ନୂଆବର୍ଷରେ ବିଜେଡ଼ି ମୁଖିଆଙ୍କ ଉପରେ ବର୍ଷିଛନ୍ତି ଦାମ ରାଉତ । ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହାକୁ ଦଳରୁ ବାହାର କରନ୍ତି ତାଙ୍କୁ ଚୋର କହି ବାହାର କରନ୍ତି ।...
101 ବର୍ଷ ବୟସରେ ବିକୁଛନ୍ତି ଚା’
ଅଭିନେତା ଅନୁପମ୍ ଖେର୍ ନିଜ ଟ୍ୱିଟର ଆକାଉଣ୍ଟରେ ଏଭଳି ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଜଣେ 101 ବର୍ଷ ବୟସର ବୃଦ୍ଧା, ଚା ବିକୁଥିବା ନଜର ଆସିଛନ୍ତି. ଅନୁପମଙ୍କ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ର ଟ୍ରେଲର...
ସ୍ୱାଗତ ଉଣେଇଶି
ପୁରୁଣା ବର୍ଷକୁ ବିଦାୟ ଦେଇ ପୁଣି ଆଗମନ ହୋଇଛି ନୂଆ ବର୍ଷ 2019. 2018 ବିଦାୟ ନେଇଥିବା ବେଳେ 2019 ମସିହାକୁ ଜୋରଦାର୍ ସ୍ୱାଗତ କରିଛନ୍ତି ସାରାଦେଶ. ସମସ୍ତ ରାଗରୁଷ ଭୁଲି ପୁଣି ହାତ ସହ ହାତ ମିଶାଇ ଆଗକୁ...
ଆଉନାହାନ୍ତି କାଦର୍ ଖାନ୍
ସମସ୍ତଙ୍କୁ ଛାଡି ଚିରନିଦ୍ରାରେ ଶୋଇଯାଇଛନ୍ତି ଭେଟେରାନ୍ ଅଭିନେତା କାଦର୍ ଖାନ୍. କାନ୍ନାଡାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି. ତେବେ ମୃତ୍ୟୁ ବେଳକୁ ତାଙ୍କୁ 81 ବର୍ଷ ବୟସ ହୋଇଥିଲା. ପାଖାପାଖି 300ରୁ ଅଧିକ ଚଳଚ୍ଚିତ୍ରରେ...
୫୦ ଫୁଟ ତଳକୁ ଖସିଲା ବୋଲେରୋ
୫୦ ଫୁଟ ତଳକୁ ଖସିଲା ପିକନିକ ବୋଲେରୋ । ପିକନିକ କରିବାକୁ ଗାଙ୍ଗପୁର ଗାଁର ୮ ଜଣ ଯୁବକ ଏକ ବୋଲେରୋରେ ଗଣ୍ଡାହାତୀ ଜଳ ପ୍ରପାତକୁ ଯାଇଥିଲେ । ଭୋଜି ସାରି ଭଞ୍ଜନଗର ଫେରୁଥିବାବେଳେ ବୋଲେରୋଟି ଭାରସାମ୍ୟ ହରାଇ ରାଇଗଡ଼...
ହାଜତରେ ଜ୍ୟୋତିରଞ୍ଜନ ଓରଫ ଗୋଲ୍ଡେନ ବାବା
ପୋଲିସ ହାତରେ ଗୋଲ୍ଡେନ ବାବା । ସୋମବାର ଅପରାହ୍ନରେ ଚନ୍ଦ୍ରଶେଖର ପୋଲିସ ଜ୍ୟୋତି ରଞ୍ଜନ ଓରଫ ଗୋଲ୍ଡେନ ବାବାକୁ ରାଜଧାନୀରୁ ଗିରଫ କରିଛି । ନିଜକୁ ରାଜନୈତିକ ନେତା କହି ଭୁବନେଶ୍ୱରର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ ଗୋଲ୍ଡେନ...
ଟ୍ରିପଲ ତଲାକରେ ବି ପଲିଟିକ୍ସ
ରାଜ୍ୟସଭାରେ ଅଟକିଛି ଟ୍ରିପଲ ତଲାକ୍ ଶୁଣାଣି । ଆଜି ରାଜ୍ୟସଭାରେ କେନ୍ଦ୍ର ସରକାର ମୁସଲିମ୍ ସମ୍ପ୍ରଦାୟରେ ପ୍ରଚଳିତ ଇନ୍ଷ୍ଟାଣ୍ଟ ଟ୍ରିପଲ ତଲାକ୍କୁ ଅପରାଧ ଭାବେ ବିବେଚନା କରିବାକୁ ଆଣିଥିବା ବିଲ୍କୁ ଉପସ୍ଥାପନ କରିଥିଲେ । କିନ୍ତୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ...
ସ୍ୱାଗତ ୨୦୧୯
୨୦୧୮କୁ ବିଦାୟ ଦେଇ ଆଗମନ କରୁଛି ୨୦୧୯ । ପୁରୁଣା ବର୍ଷର ତିକ୍ତ ମଧୁର ଅନୁଭୂତିକୁ ପଛରେ ପକାଇ ପୁଣି ଏକ ନୂତନ ବର୍ଷକୁ ସ୍ୱାଗତ କରିବାର ଅବସର. କ୍ୟାଲେଣ୍ଡରର ପୃଷ୍ଠା ଓଲଟିବା ସହ ସମସ୍ତଙ୍କ ମନରେ ଭରି ଦେଇଛି ନୂଆ...
ନୂଆବର୍ଷ ପାଇଁ ନୀତି ନିର୍ଘଣ୍ଟ
ନୂଆବର୍ଷ ଉପଲକ୍ଷେ ମଧ୍ୟ ରାତିରୁ ଖୋଲାଯିବ ଶ୍ରୀମନ୍ଦିର ଦ୍ୱାର । ଲକ୍ଷାଧିକ ଭକ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ରାତିରେ ଦର୍ଶନ ପାଇଁ ବ୍ୟବସ୍ଥା କରୁଛି ଶ୍ରୀମନ୍ଦିର ପ୍ରଶାସନ । ରାତି ସାଢ଼େ ୧ଟା...
ନ୍ୟାୟ ପାଇଁ ବିକ୍ଷୋଭ
ପିପିଲି ପୀଡିତା ବେବିନାକୁ ନ୍ୟାୟ ମିଳିବା ନେଇ ଏବେ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି । ବେବିନାର ଧର୍ଷଣ ଓ ହତ୍ୟା ଘଟଣାରେ ଆସାମୀମାନେ ନିଦେ୍ର୍ଦାଶରେ ଖଲାସ ହେବା ଘଟଣାକୁ ନିନ୍ଦା କରାଯାଇ ସୋମବାର ମାଷ୍ଟର କ୍ୟାଣ୍ଟିନ ଠାରେ...









