ନବଜାତ ଶିଶୁଙ୍କୁ ହତ୍ୟା କରି ଆନନ୍ଦ ନେଉଥିଲା ସୈତାନ୍ ନର୍ସ
ସଦ୍ୟଜାତ ଶିଶୁଙ୍କୁ ହତ୍ୟା କରି ଖୁସି ହେଉଥିଲେ ନର୍ସ ଲୁସି ଲେଟବି । ଇଂଲଣ୍ଡର ଏକ ହସପିଟାଲରେ କାର୍ଯ୍ୟ କରୁଥିବା ଏହି ନର୍ସ ଜଣକ ସଦ୍ୟଜାତ ଶିଶୁଙ୍କୁ ହତ୍ୟା କରିବାରେ ଆନନ୍ଦିତ ହେଉଥିଲେ । ଜଣେ କି ଦି ଜଣ...
ପାଣ୍ଡିଆନଙ୍କ ଉପରକୁ କାଳି ମାଡ
ପୁରୀ ସତ୍ୟବାଦୀରେ 5 ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଉପରକୁ କାଳି ମାଡ । ସତ୍ୟବାଦୀରେ ୟୁଜିଏସ କଲେଜର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଜଣେ ଯୁବକ ତାଙ୍କ ଉପରକୁ କାଳି ମାଡ କରିଛନ୍ତି । ପାଣ୍ଡିଆନଙ୍କ...
କ୍ୟାନସରରେ ପୀଡିତ ଥିଲେ ଦୂତୀ ଚାନ୍ଦ
ଡୋପ୍ ଟେଷ୍ଟରେ ବିଫଳ ହେବା ପରେ ଆଥଲେଟ୍ ଦୂତୀ ଚାନ୍ଦଙ୍କୁ ଜାତୀୟ ଅନ୍ତର୍ଜାତୀୟ ମ୍ୟାଚରୁ ଚାରିବର୍ଷ ବାସନ୍ଦ ଦଣ୍ଡାଦେଶ ପରେ ମୁହଁ ଖୋଲିଛନ୍ତି ଦୂତୀ । ଦୂତୀ କହିଛନ୍ତି, ସେ ଲେଭଲ ଓ୍ବାନ କ୍ୟାନସରରେ ଆକ୍ରାନ୍ତ ହେବା ପରେ ଡାକ୍ତରଙ୍କୁ...
ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନାକୁ ମଂଜୁରୀ, ଉପକୃତ ହେବେ 30 ଲକ୍ଷ କୌଳିକ ବୃତ୍ତିଧାରୀ
ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ । ଏହି ଯୋଜନାରେ 30 ଲକ୍ଷ କୌଳିକ ବୃତ୍ତିଧାରୀ ଉପକୃତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ଏହି ଯୋଜନାରେ ପାଞ୍ଚବର୍ଷ ପାଇଁ 13 ହଜାର କୋଟି ଟଙ୍କା...
18ରେ ଲଘୁଚାପ, କାଲିଠୁ ବର୍ଷା
ଆସନ୍ତା 18 ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି...
ଫୋକସରେ ମଣିପୁର, ମୋଦି କହିଲେ ସମଗ୍ର ଦେଶ ମଣିପୁର ସହ ରହିଛି
ଲାଲକିଲ୍ଲୀରେ ତ୍ରିରଙ୍ଗା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ସହ ସମଗ୍ର ଦେଶ ରହିଛି ଏବଂ ମଣିପୁରକୁ ଶାନ୍ତି ଫେରି ଆସୁଛି ବୋଲି କହିଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ଲାଲକିଲ୍ଲା ଅଭିଭାଷଣ ମଣିପୁର ପ୍ରସଙ୍ଗରୁ ହିଁ ଆରମ୍ଭ ହୋଇଥିଲା...
ସମୃଦ୍ଧ, ରୂପାନ୍ତରିତ ଓ ନୂଆ ଓଡିଶା ପାଇଁ ସଂକଳ୍ପ
ଏକ ସମୃଦ୍ଧ, ରୂପାନ୍ତରିତ ଓ ନୂଆ ଓଡିଶା ପାଇଁ ସଂକଳ୍ପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି । ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ତ୍ରିରଙ୍ଗା ଉତ୍ତୋଳନ କରିବା ସହ ଆୟୋଜିତ ମିଳିତ ପରେଡରେ ଅଭିବାଦନ ଗ୍ରହଣ...
ଆଗାମୀ ଦୁଇ ମାସ ମଧ୍ୟରେ କ୍ରୁଟ ୨୦୦ଟି ଇ-ବସ୍ ଚଲେଇବ
ଭୁବନେଶ୍ୱର: ରାଜଧାନୀରେ ବସ୍ ଚଳାଚଳ କାର୍ଯ୍ୟରେ ନିୟୋଜିତ ଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (ସିଆର୍ୟୁଟି) ଆଗାମୀ ୨ ମାସ ମଧ୍ୟରେ ୨୦୦ଟି ଇଲେକ୍ଟ୍ରିକ୍ ବସ୍ ଚଳାଇବ ବୋଲି ଆଡିସ୍ନାଲ୍ ଡିଜି (କ୍ରାଇମ୍) ତଥା କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ...
ବିଜେପି ନେତ୍ରୀଙ୍କୁ ମାରି ନଦୀରେ ଫିଙ୍ଗି ଦେଲେ ସ୍ବାମୀ
ଗତ ଦଶଦିନ ଧରି ନିଖୋଜ ଥିବା ବିଜେପି ନେତ୍ରୀ ସାନା ଖାନଙ୍କୁ ହତ୍ୟା କରାଯାଇଛି । ତାଙ୍କ ସ୍ବାମୀ ଅମିତ ସାହୁ ପତ୍ନୀ ସାନା ଖାନଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି । ନାଗପୁର ବିଜେପିର ସଂଖ୍ୟାଲଘୁ...
ବଦଳିବ ଭାରତୀୟ ପିଙ୍ଗଳ କୋର୍ଡ : ଚାରିଶହ ବିଶ୍ ନୁହେଁ, ଏଥର 316
ଇଣ୍ଡିଆନ ପେନାଲ କୋର୍ଡ ବା ଭାରତୀୟ ପିଙ୍ଗଳ କୋର୍ଡରେ ବ୍ୟବସ୍ଥା କରା।ଯାଇଥିବା ଦଣ୍ଡବିଧାନ ଧାରା ଲୋକଙ୍କ ପାଖରେ ଏତେ ପରିଚିତ ଥିଲା ଯେ, ଲୋକେ ଧୂର୍ତ୍ତ ତଥା ଠକ ପ୍ରକୃତିର ବ୍ୟକ୍ତିକୁ ଚାରିଶହ ବିଶ୍ ବୋଲି ସମ୍ବୋଧନ କରୁଥିଲେ ।...

















