କୁନି ପିଲାଙ୍କ ସମରକ୍ୟାମ୍ପରେ ଟାଲେଣ୍ଟ ସାଇନ୍
କୁନି ପିଲାଙ୍କ ସମର କ୍ୟାମ୍ପରେ ଟାଲେଣ୍ଟ ସାଇନ । କୁନି କୁନି ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ସମରକ୍ୟାମ୍ପ କଟକ ପକ୍ଷରୁ ଆୟୋଜିତ ହୋଇଥିଲା ଟାଲେଣ୍ଟ ସାଇନ୍ । ତିନୋଟି ବର୍ଗରେ ପ୍ରାଇମେରୀ, ସବୁଜୁନିଅର ଓ ଜୁନିଅର ଗ୍ରୁପରେ...
କାଳବୈଶାଖୀ ତାଣ୍ଡବ : କ୍ଷୟକ୍ଷତି ରିପୋର୍ଟ ମାଗିଲେ ଏସଆରସି
ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ହନ୍ତସନ୍ତ ହେଉଥିବା ବେଳେ ଆଜି ତାଣ୍ଡବ ରଚିଛି କାଳବୈଶାଖୀ । ଭୁବନେଶ୍ବର, କଟକ, ଆଠଗଡ, ପିପିଲି ପ୍ରଭୃତି ଅଞ୍ଚଳରେ ଆଜି କାଳବୈଶାଖୀ ଜନିତ ବର୍ଷା ପବନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ସ୍ଥାନରେ ଚାଳ...
ଆଜି ପ୍ରଚଣ୍ଡ ତାତି, ସାରା ରାଜ୍ୟରେ ନିଆଁ ବର୍ଷା
ଆଜି ପୁଣି ସାରା ରାଜ୍ୟରେ ନିଆଁବର୍ଷା ଆରମ୍ଭ ହୋଇଛି । ଦିନ ସାଢେ 11ଟା ସୁଦ୍ଧା ରାଜ୍ୟର ଅଧିକାଂଶ ସହରର ତାପମାତ୍ରା 40 ଡିଗ୍ରୀ ପାଖାପାଖି ହୋଇଯାଇଛି । ଭୁବନେଶ୍ବର ଓ ସମ୍ବଲପୁର ସହରର ତାପମାତ୍ରା 39.2 ଡିଗ୍ରୀରେ ପହଞ୍ଚିଛି...
ସାଂସଦ ନିରଞ୍ଜନ ବିଶିଙ୍କୁ ଗିରଫ ଦାବି
ସାଂସଦ ନିରଞ୍ଜନ ବିଶିଙ୍କୁ ଗିରଫ କରିବାକୁ ଦାବି କରିଛି ବିଜେପି । ସାଂସଦଙ୍କ କାର୍ ଦୁର୍ଘଟଣାରେ ଜଣେ ସ୍କୁଟର ଆରୋହୀଙ୍କ ମୃତ୍ୟୁ ହେବା ପରେ ବିରୋଧୀ ସାଂସଦଙ୍କ ଗିରଫ ଦାବି କରିଛନ୍ତି । ହିଟ୍ ଆଣ୍ଡ ରନ୍ ମାମଲାରେ ଶ୍ରୀ...
ନୂଆ ସଂସଦ ଭବନ ଉଦଘାଟନରେ ସାମିଲ ହେବ ବିଜେଡି
ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ ସାମିଲ ହେବ ବିଜେଡି । ଆଜି ଦଳର ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ଏହା ସ୍ପଷ୍ଟ କରିଛନ୍ତି । ସସ୍ମିତ ପାତ୍ର କହିଛନ୍ତି, ସଂସଦ ଭବନ ଏକ ସାମ୍ବିଧାନିକ ଅନୁଷ୍ଠାନ ଏବଂ ଏହା...
ଏଣିକି ପ୍ରତି ପଞ୍ଚାୟତରେ ଗଡିବ ମୋ ବସ୍
ପ୍ରତି ପଞ୍ଚାୟତକୁ ମୋ ବସ୍ ଚଳାଇବାକୁ ନିଷ୍ପତ୍ତି । ବ୍ଲକ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଚାଲିବ ମୋ ବସ୍ । ସୂଚନା ଦେଲେ ପରିବହନ ସଚିବ ଊଷା ପାଢୀ । ଲକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳକୁ ଦିଆଯିବ ପରିବହନ ସୁବିଧା ।...
ସୁଶାନ୍ତଙ୍କୁ ପଶ୍ଚିମ ଓଡିଶାର ୯ ଜିଲ୍ଲା ଦାୟିତ୍ୱ
ମନ୍ତ୍ରୀ ପଦ ନମିିଳିବା ନେଇ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ସମର୍ଥକ ଅସନ୍ତୋଷ ପ୍ରକାଶ କରିବା ପରେ ଏବେ ତାଙ୍କ ମାନଭଞ୍ଜନ ପାଇଁ ବିଜେଡିର ପ୍ରୟାସ । ଗତକାଲି ସୁଶାନ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟିବା ପରେ ସଙ୍ଗଠନ ସମ୍ପାଦକ...
ଆଇଏଏସ ପରୀକ୍ଷା ସଫଳତାର ଶୀର୍ଷରେ ଝିଅ, ଇଶିତା ଟପ୍ପର
ୟୁପିଏସସି ପରିଚାଳିତ 2022 ସିଭିଲ ସର୍ଭିସେସ ପରୀକ୍ଷା ଫଳ ପ୍ରକାଶ ପାଇଛି । ନଏଡାର ଇଶିତା କିଶୋର ଆଇଏଏସ ଟପ୍ପର ହୋଇଥିବା ବେଳେ ସଫଳତାର ଶୀର୍ଷରେ ଥିବା ପ୍ରଥମ ଚାରୋଟି ଯାକ ସ୍ଥାନରେ ଝିଅମାନେ ରହିଛନ୍ତି । ଦ୍ବିତୀୟ ସ୍ଥାନରେ...
ଶୈବପୀଠରେ ଗଞ୍ଜେଇ ମନା
ରାଜ୍ୟର ଶୈବପୀଠ ଗୁଡିକରେ ଏଣିକି ଗଞ୍ଜେଇ ବ୍ୟବହାର ହୋଇପାରିବ ନାହିଁ । ଶୈବପୀଠରେ ଗଞ୍ଜେଇ ନିଷେଧ କରିବା ପାଇଁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲାପାଳ ଓ ଏସପିମାନଙ୍କୁ ଚିଠି ଲେଖାଯାଇଛି । କେତେକ ଶିବ...
ଜମିଜମା ବିବାଦରୁ ଗୋଟିଏ ପରିବାରର ଚାରିଜଣଙ୍କୁ ହତ୍ୟା
ଜମିଜମା ବିବାଦରୁ ଗୋଟିଏ ପରିବାରର ଚାରିଜଣଙ୍କୁ ହତ୍ୟା । ବରଗଡ ଜିଲ୍ଲା ଭଟ୍ଟଲି ଥାନା ଅନ୍ତର୍ଗତ ଝିକିଝିକି ଘାଁରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡର ଶୀକାର ହୋଇଛନ୍ତି ଗାଁର ଗୁରୁଦେବ ବାଗଙ୍କ ପରିବାର । ଗୁରୁଦେବ ବାଗ,...
















