ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟ ପଦ ରଦ୍ଦ
ଶେଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହୋଇଛି I ଆଜି ଲୋକସଭା ଅଫିସରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି I ଲୋକ ପ୍ରତିନିଧି ଆଇନ ଅନୁସାରେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା...
ଦିନକରେ ୧୭ କୋଭିଡ ଆକ୍ରାନ୍ତ
ରାଜ୍ୟରେ ୨୪ ଘଣ୍ଟାରେ ୧୭ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ । ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ‘୧୩୪ ଦିନ ଭିତରେ ଏହା ସର୍ବାଧିକ ଆକ୍ରାନ୍ତ ଚିହ୍ନଟ । ବର୍ତ୍ତମାନ ୭୩ ଆକ୍ରାନ୍ତ ଅଛନ୍ତି ,...
୨୬ରୁ ରାଜ୍ୟରେ ବର୍ଷା ସମ୍ଭାବନା
ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପଡିବ ପଶ୍ଚିମା ଝଡର ପ୍ରଭାବ । ବିଜୁଳି , ଘଡଘଡି ସହିତ ବର୍ଷା ହେବ । ଏହା ସହିତ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ । ୨୭ ତାରିଖରୁ ବର୍ଷାର...
ଦିଲ୍ଲୀରେ କଂଗ୍ରେସର ଜରୁରୀ ବୈଠକ
ଗତକାଲି ସୁରତ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ପରେ କୋର୍ଟଙ୍କ ରାୟ ପରେ ସଙ୍କଟରେ ରାହୁଲଙ୍କ ସାଂସଦ ପଦ । ଏପରିକି ଆଗାମୀ ନିର୍ବାଚନରେ ଲଢିବା ନେଇକି ବି ଆଶଙ୍କା ଦେଖାଦେଇଛି । ଏନେଇ...
ସାବାଡ୍ ହେବେ ମଦୁଆ ଡ୍ରାଇଭର
ମଦୁଆ ଡ୍ରାଇଭରଙ୍କୁ ସାବାଡ ପାଇଁ ଆଜିଠୁ ବଡ ଅଭିଯାନ । ଆଜିଠାରୁ ସାରା ରାଜ୍ୟରେ ୩ ଦିନ ଧରି ଚାଲିବ ଚେକିଂ । ଏହି ସୂଚନା ଦେଇଛନ୍ତି ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର । ଅପରାହ୍ନ ୩ଟାରୁ ରାତି ୧୨ଟା...
ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ
ଚାରି ବର୍ଷ ପରେ ଜେଲ, ୨ ମିନିଟ୍ ପରେ ବେଲ୍ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ମିଳିଛି ଜାମିନ୍ । ମୋଦି ସାଙ୍ଗିଆକୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ...
ବଦଳିଲା ବିଜେପି ନେତୃତ୍ବ
ରାଜ୍ୟ ବିଜେପିର ସଭାପତି ହେଲେ ମନମୋହନ ସାମଲ । ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା । ପୂର୍ବରୁ ମନମୋହନ ରାଜ୍ୟ ବିଜେପିର ଦୁଇଥର ସଭାପତି ରହିଛନ୍ତି । 2004...
‘ତୁମେ ଖୁସିରେ ରୁହ, ମୁଁ ଦୁନିଆ ଛାଡୁଛି’
ମୃତ୍ୟୁ ପୂର୍ବରୁ ଆଜେକ୍ସଙ୍କ ଶେଷ ଇମେଲ । ସାମ୍ନାକୁ ଆସିଲା ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ପୂର୍ବର ପ୍ରେମିକାକୁ ଶେଷ ଇମେଲ । ମୃତ୍ୟୁ ପୂର୍ବରୁ ପ୍ରେମିକା ଜିଜ୍ଞାସାକୁ ଶେଷ ଇମେଲ କରିଥିଲେ ଆଜେକ୍ସ । ଭାବବିହ୍ୱଳ ହୋଇ କିଛି ଫଟୋ...
ଜାଗା ଦେଖିଲେ ,ଶ୍ରୀଜିଉଙ୍କୁ ଦର୍ଶନ କଲେ
ପୁରୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୁରୀ ବଳିଆପଣ୍ଡା ଅଞ୍ଚଳରେ ପଶ୍ଚିମବଙ୍ଗ ଭବନ ପାଇଁ ଜାଗା ଦେଖିବା ପରେ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ମମତା । ମମତାଙ୍କ ଜାଗା ଦେଖାଇଛନ୍ତି ମୁଖ୍ୟ ସଚିବ ପ୍ରଦୀପ ଜେନା । ପଶ୍ଚିମବଙ୍ଗରୁ...
୨୫ରୁ ପଶ୍ଚିମା ଝଡ ପ୍ରଭାବରେ ବର୍ଷା
କମିଛି ପଶ୍ଚିମାଝଡ ପ୍ରଭାବ । ଫଳରେ କମିବ ବର୍ଷାର ପ୍ରଭାବ । ଦକ୍ଷିଣ ଓଡିଶାରେ କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଞ୍ଜାମ, ଗଜପତି ସହିତ ରାଜ୍ୟରେ ଆଉ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଜୁଳି...
















