ଜାଲି ସାର୍ଟିଫିକେଟ ରାକେଟ ପଛରେ ବିଜେଡି ନେତା !
ଜାଲି ସାର୍ଟିଫିକେଟ ରାକେଟ ପଛରେ ବିଜେଡି ନେତା । ଆଜି ବିଧାନସଭାରେ ଏମିତି ଆରୋପ ଲଗାଇଛି କଂଗ୍ରେସ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବିଧାନସଭାରେ ଜାଲି ସାର୍ଟିଫିକେଟ ରାକେଟ ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ।...
ସୁଧହାର ବଢାଇଲା ଇପିଏଫଓ
ଇପିଏଫ ଜମାକାରୀଙ୍କ ପାଇଁ ଖୁସି ଖବର । ବଢିଲା ସୁଧ ହାର । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ ସୁଧହାର ୮ .୧୫%କୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏହାଦ୍ୱାରା ଉପକୃତ ହେବେ ୬ କୋଟି ଇପିଏଫ...
ଓଡିଆ ହିରୋଙ୍କ କଳା କାରନାମା
ରିଲରେ ହିରୋ ହେଲେ ରିଅଲ ଲାଇଫରେ ଭିଲେନ୍ । ଏମିତି ଜଣେ ଠକ ହିରୋଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଓଲିଉଡ ହିରୋ ଅଜିତାଭ ମଲ୍ଲିକଙ୍କୁ ବାନ୍ଧିଛି ଖଣ୍ଡଗିରୀ ଥାନା ପୋଲିସ । ଘର ବିକ୍ରୀ ନାଁରେ...
୨୯ରେ ଆଉ ଏକ ପଶ୍ଚିମା ଝଡ
ଆଉ ଗୋଟିଏ ପଶ୍ଚିମା ଝଡ ସୃଷ୍ଟି ହୋଇଛି । ୨୯ରୁ ପୁଣି ଏକ ପଶ୍ଚିମା ଝଡ । ଆସନ୍ତା ୨୯ ତାରିଖ ରାତିରୁ ପୁଣି ପଶ୍ଚିମା ଝଡ ସମ୍ଭାବନା । ପଶ୍ଚିମା ଝଡ ପ୍ରଭାବରେ ଆଜିଠୁ ଘଡଘଡି ବର୍ଷା ସହ...
କଳା ପୋଷାକ ପିନ୍ଧି କଂଗ୍ରେସର ପ୍ରତିବାଦ
ଆଜି କଳା ପୋଷାକ ପିନ୍ଧି କଂଗ୍ରେସ କରୁଛି ପ୍ରଦିବାଦ । ଦେଶବ୍ୟାପୀ ରାହୁଲ ତାତି । ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦକୁ ନେଇ ସତ୍ୟାଗ୍ରହ କରୁଛି କଂଗ୍ରେସ । ଆଜି ଦଳ ପକ୍ଷରୁ କଳା ପୋଷାକ ପିନ୍ଧି ପ୍ରତିବାଦ...
ବିଜେଡିର ନୂଆ ପର୍ଯ୍ୟବେକ୍ଷକ ତାଲିକା
ବିଜେଡିର ନୂଆ ପର୍ଯ୍ୟବେକ୍ଷକ ତାଲିକା । ୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ପ୍ରଣବ ପ୍ରକାଶ ଦାଶଙ୍କୁ ୪ଜିଲ୍ଲାର ଦାୟିତ୍ୱ ମିଳିଛି । ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁରର...
ଏକାଥରକେ 36 ସାଟେଲାଇଟ ପଠାଇଲା ଇସ୍ରୋ
ଏକାସାଙ୍ଗେ ମହାକାଶକୁ 36 ସାଟେଲାଇଟ ପଠାଇ ଇତିହାସ ସୃଷ୍ଟି କରିଛି ଇସ୍ରୋ ।
ଆଜି ସକାଳ 9 ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ବନ ମହାକାଶ କେନ୍ଦ୍ରରୁ ଇସ୍ରୋ ଓ୍ବାନ ଓ୍ବେବ - 2 ମିଶନରେ 36ଟି ସାଟେଲାଇଟ ପଠାଇଛି ।...
ଦେଶବ୍ୟାପୀ କଂଗ୍ରେସର ଦିନିକିଆ ସତ୍ୟାଗ୍ରହ
ରାହୁଲ ଗାନ୍ଧୀଙ୍କୁ ଲୋକସଭା ସଦସ୍ୟ ପଦରୁ ଅଯୋଗ୍ୟ ଘୋଷଣା କରାଯିବା ପରେ ଆଜି ଦଳ ପକ୍ଷରୁ ଦେଶବ୍ୟାପୀ ସତ୍ୟାଗ୍ରହ ପ୍ରଦର୍ଶନ କରାଯାଉଛି । ଦିଲ୍ଲୀ ରାଜଘାଟରେ ସଂକଳ୍ପ ସମାବେଶ କରିବା ପାଇଁ କଂଗ୍ରେସ ଚାହିଁଥିଲେ ମଧ୍ୟ ଦିଲ୍ଲୀ ପୋଲିସ ଅନୁମତି...
ମହାନଦୀ କ୍ଷେତ୍ର ପରିଦର୍ଶନ କରିବ ଟ୍ରିବ୍ୟୁନାଲ
ମହାନଦୀକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ମହାନଦୀ କ୍ଷେତ୍ର ପରିବର୍ଶନ କରିବ ଟ୍ରିବ୍ୟୁନାଲ ଟିମ୍ । ଦୁଇ ରାଜ୍ୟ ମଧ୍ୟରେ ଲାଗି ରହିଥିବା ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଏହି...
ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟ ପଦ ରଦ୍ଦ
ଶେଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହୋଇଛି I ଆଜି ଲୋକସଭା ଅଫିସରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି I ଲୋକ ପ୍ରତିନିଧି ଆଇନ ଅନୁସାରେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା...















