ବିଧାନସଭାରେ ଜଙ୍ଗଲ ନିଆଁ ତାତି
ବିଧାନସଭାରେ ଉଠିଲା ଜଙ୍ଗଲ ନିଆଁ ପ୍ରସଙ୍ଗ । ପ୍ରଶ୍ନ କାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ଏବଂ ବିଜେପି ବିଧାୟକ । ଜଙ୍ଗଲ ଜଳୁଥିବାବେଳେ କଣ ପଦକ୍ଷେପ ନିଆଯାଉଛି ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏବଂ ବିଜେପି...
ଅଳିଆ ଜାଳିଲେ ୧୦ ହଜାର ଫାଇନ୍
ଆକ୍ସନ ମୋଡରେ ବିଏମସି । ଏଣିକି ରାଜଧାନୀର ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା ଜାଳିଲେ ପଡିବ ଫାଇନ୍ । ୧୦ ହଜାର ଟଙ୍କା ଜରିମାନା ଦେବାକୁ ହେବ । ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ଓ ତାପମାତ୍ରା ବଢୁଥିବାରୁ ବିଏମସି ଏଭଳି...
ଥଣ୍ଡା, କାଶ ହେଲେ କୋଭିଡ୍ ଟେଷ୍ଟ କର
ଦେଶରେ ଏଚ୍3ଏନ2 ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଅଧିକାଂଶ ଲୋକଙ୍କ ପାଖରେ ଥଣ୍ଡା, କାଶ ଭଳି ଲକ୍ଷଣ ଦେଖାଦେବା ଏବେ ଚିନ୍ତା ବଢାଇଦେଇଛି । ଏଚ୍3ଏନ2 ଭାଇରସ ଆକ୍ରାନ୍ତଙ୍କ ପାଖରେ କୋଭିଡ ଭଳି ଲକ୍ଷଣ ଦେଖାଯାଉଛି ।...
ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ଭାରତ
ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଲଗାତାର ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡଠାରୁ ଶ୍ରୀଲଙ୍କାର ପରାଜୟ ପରେ ଭାରତକୁ ଫାଇନାଲ ଖେଳିବା ପାଇଁ ଟିକେଟ ମିଳିଛି ।...
ପ୍ରଚଣ୍ଡ ଶବ୍ଦରେ ଥରିଲା ଚାରୋଟି ଜିଲ୍ଲା
ପ୍ରଚଣ୍ଡ ଶବ୍ଦରେ ଥରିଲା ଚାରୋଟି ଜିଲ୍ଲା । ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାର କେତେକ ଅଞ୍ଚଳରେ ଆଜି ପ୍ରଚଣ୍ଡ ଶବ୍ଦ ଶୁଣି ଲୋକେ ଭୟଭୀତ ହୋଇପଡିଛନ୍ତି । ଲୋକେ ଏହାକୁ ପ୍ରଥମେ ଭୂମିକମ୍ପ ବୋଲି ଭାବି ଘରୁ...
ଫିଲ୍ମ RRRର ‘ନାଟୁ ନାଟୁ’କୁ ମିଳିଲା ଓସ୍କାର ଆଓ୍ଵାର୍ଡ
ଓସ୍କାରରେ ଭାରତର ଡବଲ ଧମାକା । ଫିଲ୍ମ ଆରଆରଆର ର ନାଟୁ ନାଟୁ କୁ ମିଳିଲା ଓସ୍କାର ଆୱାର୍ଡ । ବେଷ୍ଟ ଅରିଜିନାଲ ସଙ୍ଗ କାଟାଗୋରୀରେ ଜିତିଲା ଓସ୍କାର । ୨୦୨୨ ର ହିଟ୍ ଟ୍ରାକ୍ ଭିତରୁ ଗୋଟିଏ...
ଚିରଞ୍ଜୀବଙ୍କ ମାନସ ମନ୍ଥନ !
କଂଗ୍ରେସ ଛାଡିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ଦଳର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ । ସେ କହିଛନ୍ତି ଯେ, ମୁଁ ଦଳରେ ଅଛି ଦଳ ପରିବର୍ତ୍ତନର ଚର୍ଚ୍ଚା ବହୁତ ଦିନ ହେଲଶ ଲାଗି ରହିଛି । କିନ୍ତୁ ମୁଁ କଂଗ୍ରେସରେ...
ଜଳିଗଲା ୧୧ ପରିବାରର ୩୦ ବଖରା ଘର
ସୋରଡା ଥାନା ବ୍ରାହ୍ମଣଦେଇ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୧୧ଟି ପରିବାରର ୩୦ ବଖରା ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶମବାହିନୀକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଅଗ୍ନିଶମବାହିନୀ ପହଁଞ୍ଚି...
ଚତୁର୍ଥ ଟେଷ୍ଟରେ କୋହଲିଙ୍କ ଲଢୁଆ ଶତକ
ଅହମ୍ମଦାବାଦ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ କୋହିଲଙ୍କ ‘ବିରାଟ’ ଶତକ । ଟେଷ୍ଟ କ୍ୟାରିୟରର ୨୮ ତମ ଶତକ ହାସଲ କଲେ କୋହଲି । ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ଟେଷ୍ଟରେ ଶତକ ପୂରଣ କଲେ...
୧୫ରୁ ପୁଣି ବର୍ଷା!
୧୫ରୁ ପୁଣି ବର୍ଷା ସମ୍ଭାବନା । ପୁଣି ଫେରିବ ପଶ୍ଚିମା ଝଡ । ୧୫ରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ । ଆକାଶ ମେଘୁଆ ରହିବ, ବର୍ଷା ହେବ , ତାପମାତ୍ରା କମିବ । ଆକଳନ କରାଯାଉଛି ରାଜ୍ୟରେ ୧୫...
















