ମନ୍ କୀ ବାତ୍ – ଶହେତମ ସଂସ୍କରଣରେ ଡି. ପ୍ରକାଶ ରାଓଙ୍କୁ ମନେ ପକାଇଲେ ମୋଦି
ମନ୍ କୀ ବାତ୍ ର ଶହେତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶାର ଡି. ପ୍ରକାଶ ରାଓଙ୍କୁ ମନେ ପକାଇଛନ୍ତି । ସ୍ବର୍ଗତଃ ଡି. ପ୍ରକାଶ ରାଓ ଚା ବିକ୍ରି କରି ଉପାର୍ଜିତ ଅର୍ଥରେ ଗରିବ ପିଲାମାନଙ୍କୁ ପାଠ...
ଠକ ତାନ୍ତ୍ରିକ ମୌଲାନା କୈଫ ଓ ସୁନା ଇଟା
ଠକ ତାନ୍ତ୍ରିକ ମୌଲାନା କୈଫ ବିରୋଧରେ ଠକେଇ ମାମଲା ବଢି ବଢି ଚାଲିଛି । ଆଜି ଗିରଫ ମୌଲାନାକୁ ରିମାଣ୍ଡରେ ନେବା ପାଇଁ ପୋଲିସ ଆବେଦନ କରିବ । ଠକ ତାନ୍ତ୍ରିକର କାରନାମା ମିଡିଆରେ ଚର୍ଚ୍ଚା ହେବା ପରେ ଅଭିଯୋଗକାରୀଙ୍କ...
ଦୁଷ୍କର୍ମ ଅଭିଯୋଗ ଆଣିଥିବା ପୀଡିତାଙ୍କୁ ଥଇଥାନ କଲେ ମନ୍ତ୍ରୀ
ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ବିଜେଡି ନେତ୍ରୀ ସଂଯୁକ୍ତା ମହଲ । ମନ୍ତ୍ରୀଙ୍କ ବିରୋଧରେ ଏତଲା ଦାୟର ପାଇଁ ଥାନାରେ ଅଡି ବସିଥିଲେ । ମହିଳାଙ୍କ ଜିଦ୍ ପରେ ପୋଲିସ ତାଙ୍କର ଡାକ୍ତରୀ ମାଇନା ବି...
ସମ୍ବଲପୁର ହିଂସାକାଣ୍ଡ ପାଇଁ ବିଜେପି ଗଠନ କଲା ଯାଞ୍ଚ କମିଟି
ସମ୍ବଲପୁରରେ ହନୁମାନ ଜୟନ୍ତୀ ବେଳେ ହୋଇଥିବା ହିଂସାକାଣ୍ଡ ପାଇଁ ବିଜେପି ଗଠନ କରିଛି ଯାଞ୍ଚ କମିଟି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଏହି କମିଟି ଗଠନ କରିଛନ୍ତି ।
ଚାରିଜଣିଆ କମିଟିରେ ଉତ୍ତରପ୍ରଦେଶର ରାଜ୍ୟସଭା ସାଂସଦ ବ୍ରଜଲାଲ୍,...
ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ 11 ସହିଦ
ଛତିଶଗଡ ଦନ୍ତେଓ୍ବାଡା ଜିଲ୍ଲା ଅରନପୁରରେ ନକ୍ସଲଙ୍କ ବଡ ହମଲା । ନକ୍ସଲ ବିରୋଧୀ ଅପରେସନରୁ ଫେରୁଥିବା ବେଳେ 10 ଜଣ ଡିଆରଜି ଯବାନ ଓ ଗାଡି ଡ୍ରାଇଭର ସହିଦ ହୋଇଛନ୍ତି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପୋଲିସ...
ଓଡିଶାରେ ଲୁଚିଥିଲା ଗୁଡ୍ଡୁ ମୁସଲିମ୍
ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଉତ୍ତରପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ସହଯୋଗୀ ଗୁଡ୍ଡୁ ମୁସଲିମ ଓଡିଶାର ବରଗଡରେ 12 ଦିନ ରହିଥିଲା । ମାତ୍ର ଟେର୍ ପାଇ ନ ଥିଲା ପୋଲିସ । ବରଗଡରେ ଗୁଡ୍ଡୁ ମୁସଲିମ ରହିଥିବା ଜଣାପଡିବା...
ବଢୁଛି ସଂକ୍ରମଣ : ପୁଣି ଫେରିଲା ମାସ୍କ
ରାଜ୍ୟରେ କୋଭିଡ ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ସ୍ବାସ୍ଥ୍ୟସେବା ସହ ଜଡିତ ସମସ୍ତ ଅନୁଷ୍ଠାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବାକୁ ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ସମସ୍ତ କ୍ଲିନିକ ଓ ଲାବରୋଟାରୀରେ କର୍ମଚାରୀମାନେ...
କୁସ୍ତି ଫେଡେରେସନ ସଭାପତିଙ୍କ ଯୌନ ଉତ୍ପୀଡନ ବିରୋଧରେ ଧାରଣା
ଭାରତୀୟ କୁସ୍ତି ମହାସଂଘ (wfi) ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ । ପୂର୍ବରୁ ମଧ୍ୟ ମହିଳା କୁସ୍ତି କ୍ରୀଡାବିତମାନେ ବ୍ରିଜଭୂଷଣଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣି ଧାରଣାରେ ବସିଥିଲେ ।...
ଓଡିଶା ଭାଷାରେ ପ୍ରଶ୍ନପତ୍ର ପଢି ବୁଝୁବୁଝୁ ସମୟ ଚାଲିଗଲା
ଓଡିଶା ଷ୍ଟାଫ ସିଲେକ୍ସନ ପରୀକ୍ଷାରେ ଓଡିଆ ଭାଷାରେ ପ୍ରସ୍ତୁତ ପ୍ରଶ୍ନପତ୍ର ବୁଝିପାରିଲେନି ପରୀକ୍ଷାର୍ଥୀ । ଫଳରେ ପ୍ରଶ୍ନପତ୍ର ପଢି ବୁଝୁ ବୁଝୁ ସମୟ ଚାଲିଗଲା । ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ଆକାଉଣ୍ଟାଣ୍ଟ ପଦବୀ ପାଇଁ ପରୀକ୍ଷାରେ ଏଭଳି...
ସମ୍ବଲପୁର ହିଂସାକାଣ୍ଡର ଏନଆଇଏ ତଦନ୍ତ ହେଉ
ସମ୍ବଲପୁରରେ ହନୁମାନ ଜୟନ୍ତୀ ବେଳେ ହୋଇଥିବା ହିଂସାକାଣ୍ଡର ତଦନ୍ତ ନ୍ୟାସନାଲ ଇନଭେଷ୍ଟିଗେଟିଙ୍ଗ ଏଜେନ୍ସି ଦ୍ବାରା କରାଇବାକୁ ବିଜେପି ସାଂସଦ ସୁରେଶ ପୂଜାରୀ ଦାବି କରିଛନ୍ତି । ସମ୍ବଲପୁର ହିଂସାକାଣ୍ଡର ତଦନ୍ତ କରିବା ପାଇଁ ଓଡିଶା ପୋଲିସ ସମର୍ଥ ନୁହେଁ ବୋଲି...

















