ଭୋକିଲାରେ ଭାରତର ସ୍ଥିତି ସଙ୍ଗୀନ
ବିଶ୍ବସ୍ତରୀୟ କ୍ଷୁଧା ସୂଚକାଙ୍କରେ ଭାରତର ଚିତ୍ର ଅତି ଖରାପ । ଏତେ ଖରାପ ଯେ, ପଡୋଶୀ ବାଂଲାଦେଶ, ଶ୍ରୀଲଙ୍କା, ପାକିସ୍ତାନ, ନେପାଳ ଭାରତଠୁ ଉପରେ ରହିଛନ୍ତି । ଆମେ ଭାଷଣବାଜି ଓ ପ୍ରଚାରପ୍ରସାରରେ ଆଗୁଆ, ଭୋକିଲା ରହିବାରେ ବି ଆଗୁଆ...
ପାକିସ୍ତାନର ମର୍ଗରୁମ୍ ଛାତ ଉପରେ କୁଢ କୁଢ ଶବ
ପାକିସ୍ତାନର ମୁଲତାନର ସହରର ନିଶାର ଡାକ୍ତରଖାନା ଛାତ ଉପରେ କୁଢ କୁଢ ଶବ । ବ୍ୟବଚ୍ଛେଦ ଗୃହ ଓ ଛାତ ଉପରେ ଏଣେତେଣେ ପଡିରହିଛି ମୃତଦେହ । ଉଲଗ୍ନ ଅବସ୍ଥାରେ ଅତି କଦର୍ଯ୍ୟ ଭାବେ ପଡିରହିଥିବା ମୃତଦେହଗୁଡିକୁ ଦେଖିବା ମଧ୍ୟ...
ଆସୁଛି ଆଉ ଏକ ଲଘୁଚାପ
ଆସୁଛି ଆଉ ଏକ ଲଘୁଚାପ । ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ । ଆସନ୍ତା ୧୮ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ୨୦ ତାରିଖ ବେଳକୁ ଲଘୁଚାପରେ ପରିଣତ...
ବାଜିଲା ହିମାଚଳ ବିଗୁଲ
ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ହିମାଚଳ ପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ ।...
ଓଡିଶାରେ ମଲ୍ଲିକାର୍ଜୁନ୍ ଖାଡଗେ
ଓଡିଶାରେ ପହଁଞ୍ଚିଲେ ମଲ୍ଲିକାର୍ଜୁନ୍ ଖାଡଗେ । ଭୁବନେଶ୍ୱରରେ ପହଁଞ୍ଚିବା ପରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା , ବିଧାୟକ ଏବଂ ରାଜ୍ୟ ପ୍ରଭାରୀ ଖାଡଗେଙ୍କୁ ସ୍ୱାଗତ କରିଛନ୍ତି । ଏହି ଅବସରରେ ଅପରାହ୍ନରେ ଖାଡଗେ ସାମ୍ବାଦିକ...
ହାଇକୋର୍ଟ ଗଲା ଅର୍ଚ୍ଚନା ମାମଲା
ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ମାମଲା ହାଇକୋର୍ଟ ଯାଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର ହୋଇଛି । ଘଟଣାର ଇଡି ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା କରାଯାଇଛି । କେନ୍ଦ, ରାଜ୍ୟ ସରକାର...
ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ
କାମ ଦେଲାନି ବବି ମନ୍ତ୍ର । ସମସ୍ତ ଉଦ୍ୟମ ସତ୍ତ୍ବେ ଧାମନଗର ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ଶେଷ ମୁହୂର୍ତ୍ତରେ ବିଜେଡି ତାଙ୍କୁ ଟିକଟ ନ ଦେଇ ଅବନ୍ତୀ...
ଆଖି ବୁଜିଲା ସାହାସୀ ‘ଜୁମ୍’
ଆତଙ୍କବାଦୀଙ୍କ ସହ ଲଢେଇରେ ସାହାସୀ ସେନାର କୁକୁର ଜୁମର ମୃତ୍ୟୁ ହୋଇଛି । ୪ଦିନ ଡାକ୍ତରଖାନାରେ ସଂଘର୍ଷ ପରେ ଆଜି ଦିନ ୧୨ଟାରେ ତାର ମୃତ୍ୟୁ ହୋଇଛି । ମୁଣ୍ଡରେ ଗୁଳି ବାଜିଥିଲା । ହେଲେ ହାର ମାନି ନଥିଲା...
ଘର ବାହାରେ ଖେଳୁଥିଲା ଝିଅ, ଝୁଣିଦେଲା କୁକୁର
ପାଗଳ କୁକୁର ଆତଙ୍କ । ପାଗଳ କୁକୁର କାମୁଡାରେ ଆଖି ବୁଜିଛି ୩ ବର୍ଷର ଝିଅ । ଘର ବାହାରେ ଖେଳୁଥିବାବେଳେ ଝୁଣି ମାରିଦେଲା କୁକୁର । ଘଟଣା ପାଟଣାଗଡ ବ୍ଲକ ବାଲିପଟା ଗାଁରେ ଘଟିଛି । କୁକୁର କାମୁଡାରେ...
ବିଶ୍ୱ ରାଙ୍କିଙ୍ଗରେ ଉପରକୁ ଉଠିଲା କିଟ୍
ଟାଇମ୍ସ ହାଇଅର ଏଜୁକେସନ୍ ବିଶ୍ୱ ବିଶ୍ୱବିଦ୍ୟାଳୟ ର୍ୟାଙ୍କିଙ୍ଗରେ ଉପରକୁ ଉଠିଛି କିଟ୍ ବିଶ୍ୱବିଦ୍ୟାଳୟ । ବୁଧବାର ଟାଇମ୍ସ ହାଇଅର ଏଜୁକେସନ୍ ବିଶ୍ୱ ବିଶ୍ୱବିଦ୍ୟାଳୟ ର୍ୟାଙ୍କିଙ୍ଗ- ୨୦୨୩ ପ୍ରକାଶିତ ହୋଇଥିବା ବେଳେ ଏଥିରେ କିଟ୍ ଅତ୍ୟଧିକ ଭଲ ପ୍ରଦର୍ଶନ କରିଛି...















