ନାଗ ଫାଶରେ ୧୮ ବିଧାୟକ, ୩ ମନ୍ତ୍ରୀ !
ଅର୍ଚ୍ଚନାର ନାଗ ଫାଶରେ ଅନେକ ପ୍ରଭାବଶାଳୀ । ଦିନକୁ ଦିନ ବହୁ ନେତା ଏବଂ ମନ୍ତ୍ରୀଙ୍କ ସହ ଅର୍ଚ୍ଚନାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ଅର୍ଚ୍ଚନାଙ୍କ ଫେସବୁକ ଓ ଇନଷ୍ଟାଗ୍ରାମରେ ବହୁ ବଡବଡିଆଙ୍କ ନାଁ ରହିଥିବା ବେଳେ ଏବେ...
ଦୀପାବଳିରେ ସୂର୍ଯ୍ୟୋପରାଗ
ଏ ବର୍ଷ ଦୀପାବଳି ଦିନ ତଥା ଅକ୍ଟୋବର ୨୫ ତାରିଖରେ ପଡୁଛି କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ । ଏହି ସମୟରେ ପାକ ତ୍ୟାଗ ଏବଂ ଦେବନୀତି ନିଷେଦ୍ଧ ଥିବାରୁ ରାଜ୍ୟବାସୀ କିଭଳି ପାଳିବେ ତାକୁ ନେଇ ଦ୍ୱନ୍ଦ ଉପୁଜିଛି ।...
ହିଜାବ ବ୍ୟାନକୁ ନେଇ ଅସହମତି
କର୍ଣ୍ଣାଟକର ଚର୍ଚ୍ଚିତ ହିଜାବ ବିବାଦ ଉପରେ ସୁପ୍ରିମକୋର୍ଟର ବଡ ବେଞ୍ଚ ଶୁଣାଣି କରିବେ । ୨ ଜଣିଆ ଖଣ୍ଡପୀଠରେ ଭିନ୍ନ ମତ । ସୁପ୍ରିମକୋର୍ଟରେ ୨ ଜଣିଆ ଖଣ୍ଡପୀଠରେ ଭିନ୍ନ ମତ ପ୍ରକାଶ ପାଇଛି । ଜଷ୍ଟିସ ହେମନ୍ତ ଗୁପ୍ତା...
ଅବନ୍ତୀ ବିଜେଡି ପ୍ରାର୍ଥୀ
ବହୁ ହିସାବ କିତାବ ପରେ ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ବିଜେଡି ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି I ସେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ସମର୍ଥକ ବୋଲି କୁହାଯାଉଛି I କେବେ ଉପନିର୍ବାଚନ ହାରି...
ରେଳ କର୍ମଚାରୀଙ୍କୁ ଦୀପାବଳି ଭେଟି
ଦୀପାବଳି ଅବସରରେ ରେଲୱେ କର୍ମଚାରୀଙ୍କୁ କେନ୍ଦ୍ରସରକାରଙ୍କ ଗିଫ୍ଟ । ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ବୋନସ ଘୋଷଣା । ରେଳ କର୍ମଚାରୀଙ୍କୁ ସର୍ବାଧିକ ୧୭,୯୫୧ ଟଙ୍କା ପର୍ଯ୍ୟନ୍ତ ବୋନସ । ରେଲୱେର ୧୧.୨୭ ଲକ୍ଷ କର୍ମଚାରୀ ପାଇବେ ୧୮୩୨...
ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
ଧାମନଗର ଉପନିର୍ବାଚନ ପାଇଁ ସରଗରମ ରାଜନୀତି । ଏବେ ଧାମନଗରକୁ ଛୁଟିଛି ନେତାଙ୍କ ସୁଅ । ଧାମନଗର ପାଇଁ ବିଜେପି ତାର ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ଏବେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ବାବା ହରେକୃଷ୍ଣ ସେଠୀ ହୋଇଛନ୍ତି...
ଭାଗ୍ୟ ପରିବର୍ତ୍ତନ ପାଇଁ ଦୁଇ ମହିଳାଙ୍କୁ ନରବଳି
କେରଳରେ ଦୁଇ ମହିଳାଙ୍କୁ ହତ୍ୟା । କେରଳ ଏଲାନଥୁରରେ ଲୋମହର୍ଷକ ଘଟଣା ଘଟିଛି । ଆର୍ଥିକ ଦୁଶ୍ଚିନ୍ତାରୁ ରକ୍ଷା ପାଇବା ଲାଗି ଏହି ଘୃଣ୍ୟ କାର୍ଯ୍ୟ ଆପଣାଇଥିଲେ ଦମ୍ପତ୍ତ ି । ବଳି ଦେଇ ଦେବତାଙ୍କୁ ସନ୍ତୁଷ୍ଟ କରାଇଲେ...
ରୋମାନ୍ସ ସ୍କାମରେ ଫସିଲେ ମହିଳା
ମହିଳାଙ୍କୁ ଠକିଦେଲା ନକଲି ମହାକାଶଚାରୀ । ଅନ୍ତରାଷ୍ଟ୍ରୀୟ ରୋମାନ୍ସ ସ୍କାମରେ ଠକେଇର ଶୀକାର ହୋଇଛନ୍ତି ଜାପାନର ଜଣେ ମହିଳା । ରୁଷର ଜଣେ ବ୍ୟକ୍ତି ନିଜକୁ ମହାକାଶଚାରୀର ପରିଚୟ ଦେଇଥିଲେ । ଜାପାନର ୬୫ ବର୍ଷୀୟାଙ୍କୁ ପ୍ରେମ ଜାଲରେ ଫସାଇଥିଲେ...
ଶିଶୁ ପେଟରୁ ବାହାରିଲା ସାଢେ ୭ କେଜି ଓଜନର ଟ୍ୟୁମର୍
ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲର ଶୈଲ୍ୟ ଚିକିତ୍ସା ବିଭାଗର ଚିକିତ୍ସକ ମାନେ ଏକ ୨୦ ମାସ ବୟସର ଶିଶୁ ପୁତ୍ର ପେଟରୁ ଏକ ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ ସାଢେ ୭ କିଲୋଗ୍ରାମ ଓଜନର ଏକ...
ବାତ୍ୟା ନାଁରେ ଚାଲିଛି ଗୁଜବ
ଆଗକୁ ବାତ୍ୟା ଆସୁଛି ବୋଲି ସୋସିଆଲ ମିଡିଆ ଓ ଟିଭି ଚ୍ୟାନେଲରେ ଖବର ଆସୁଛି । ହେଲେ ଏହା ଗୁଜବ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ବାତ୍ୟା ଗୁଜବ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ପାଣିପାଗ...















