ଆମେରିକାଠୁ ଭାରତର ଲଜ୍ଜାଜନକ ପରାଜୟ
ଫିଫା ଅଣ୍ଡର ୧୭ ମହିଳା ବିଶ୍ୱକପରେ ଭାରତର ଲଜ୍ଜାଜନକ ପରାଜୟ । ଆୟୋଜକ ଭାରତକୁ ରେକର୍ଡ ୮-୦ରେ ପରାସ୍ତ କରିଛି ଆମେରିକା । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରଥମଥର ପାଇଁ ଫିଫା ବିଶ୍ୱକପ ଖେଳୁଥିବା ଭାରତୀୟ ମହିଳା ଦଳକୁ ଆମେରିକା...
କଳିଙ୍ଗ ଷ୍ଟାଡିୟମରେ ସୁରଙ୍କୁ ଅପମାନ
କଳିଙ୍ଗ ଷ୍ଟାଡିୟମରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ଅପମାନ । ଆଜି ୧୭ ବର୍ଷରୁ କମ ଫୁଟବଲ ବିଶ୍ୱକପ ମ୍ୟାଚ୍ ଦେଖିବାକୁ ଯାଇଥିଲେ ସୁର ରାଉତରାୟ । ସରକାର ପାସ୍ ପାଖରେ ଥାଇ ମଧ୍ୟ ସୁରଙ୍କୁ ଷ୍ଟାଡିୟମରେ ଏଣ୍ଟ୍ରି କରାଯାଇନଥିଲା...
ଝାରପଡା ଜେଲରେ ନିଜ ପକ୍ଷ ରଖିଲେ ଅର୍ଚ୍ଚନା
ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ନାଗ ଫାଶରେ ପଡୁଥିଲେ ବଡ ବଡ ନେତା । ତଦନ୍ତ ଚାଲିଛି, ଧିରେ ଧିରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବା ସହ ଅନେକ ଫଟୋ ମଧ୍ୟ ଭାଇରାଲ ହେଉଛି । ଯେଉଁ ଫଟୋରେ ବିଜେଡିର...
ନାମାଙ୍କନ ଦାଖଲ କଲେ ସୂର୍ଯ୍ୟବଂଶୀ ସୂରଜ
ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ସୂର୍ଯ୍ୟବଂଶୀ ସୂରଜ । ସୂର୍ଯ୍ୟବଂଶୀ ସୂରଜ ପୈତୃକ ଗାଁ ତିହିଡି ମଙ୍ଗରାଜପୁର ଓ ଭଦ୍ରକ କୁଆଁସ ସ୍ଥିତ ବାସଭବନରେ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଭଦ୍ରକ...
ବାପାଙ୍କ ମରଶରୀର ସାମ୍ନାରେ ଭାବୁକ ହେଲେ ପୁଅ ଅଖିଳେଶ
ଆଉ ନାହାଁନ୍ତି ନେତାଜୀ । ମୁଲାୟମ ସିଂ ଯାଦବଙ୍କୁ ସ୍ନେହରେ ତାଙ୍କ ସମର୍ଥକମାନେ କେତେ ପ୍ରକାର ନାମରେ ଡାକୁଥିଲେ । ଏହାରି ଭିତରେ ନେତାଜୀ ନାଁରେ ସେ ବେଶ୍ ପରିଚିତ ଥିଲେ । ସୁବାଷ ଚନ୍ଦ୍ର ବୋଷଙ୍କ ପରେ ଭାରତବାସୀ...
ବଣ୍ଟାହେବ 43 ହଜାର ଫୁଟବଲ୍
ସମସ୍ତଙ୍କ ପାଇଁ ଫୁଟବଲ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଫୁଟବଲ୍ ପ୍ରତି ଆକୃଷ୍ଟ କରିବା ପାଇଁ ସରକାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ 2 ହଜାର ସ୍କୁଲରେ 43...
ରାସ୍ତାରେ ଅଳିଆ ଫିଙ୍ଗିଲେ ୫ ହଜାର
ରାଜଧାନୀ ଭୁବନେଶ୍ୱରକୁ ପରିଷ୍କାର ରଖିବା ପାଇଁ ଆକ୍ସନ ମୁଡରେ ବିଏମସି । ଭୁବନେଶ୍ୱର ୟୁନିଟ୍-୧ ହାଟର ସମସ୍ତ ବ୍ୟବସାୟୀଙ୍କୁ ଚେତାବନୀ ଦିଆଯାଇଛି । ଚେତାବନୀ ଦେବା ସହ ତାଗିଦ କରିଛନ୍ତି ବିଏମସି କମିଶନର । ଏଣିକି ପଚା ପରିବା ଓ...
କିଭରେ ଋଷର ମିସାଇଲ ମାଡ
ପୁଣି ରୁଷିଆ-ୟୁକ୍ରେନ ଯୁଦ୍ଧ । କ୍ରିମିଆ ବ୍ରିଜ୍ ବିସ୍ଫୋରଣ ଘଟଣାରେ ରୁଷର ପାଲଟା ଆକ୍ସନ । ଅଚାନକ ସକାଳ ୮ଟା ରେ ଗୋଟିଏ ପରେ ଗୋଟିଏ ୭୫ଟି ମିସାଇଲ ୟୁକ୍ରେନର ରାଜଧାନୀ କିଭ୍ର ଛାତି ଉପରେ ମାଡ ହୋଇଥିଲା...
ସାମ୍ନାକୁ ଆସିଲା ଅକ୍ଷୟ ପରିଜାଙ୍କ ଏଫଆଇଆର କପି
ଦିନ ବିତୁଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଖୋଲୁଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଗୁମର । ଅର୍ଚ୍ଚନାଙ୍କ ନାଗ ଫାଶରେ କିଏ ପଡିଥିଲେ ତାହା ଧିରେ ଧିରେ ସ୍ପଷ୍ଟ ହେଉଛି । କେମିତି ଅର୍ଚ୍ଚନା ନାଗ...
ଆଉ ନାହାଁନ୍ତି ମୁଲାୟମ ସିଂ ଯାଦବ
ଆଉ ନାହାଁନ୍ତି ନେତାଜୀ । ଉତ୍ତର ପ୍ରଦେଶ ରାଜନୀତିରେ ନେତାଜୀ ଭାବେ ପରିଚିତ ପରଲୋକରେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ । ୮୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗୁରୁଗାଁଓ ସ୍ଥିତ...















