27.1 C
Bhubaneswar
Friday, August 14, 2026
-Advertisement-

ସାମ୍ନାକୁ ଆସିଲା ଅକ୍ଷୟ ପରିଜାଙ୍କ ଏଫଆଇଆର କପି

ଦିନ ବିତୁଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଖୋଲୁଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଗୁମର । ଅର୍ଚ୍ଚନାଙ୍କ ନାଗ ଫାଶରେ କିଏ ପଡିଥିଲେ ତାହା ଧିରେ ଧିରେ ସ୍ପଷ୍ଟ ହେଉଛି । କେମିତି ଅର୍ଚ୍ଚନା ନାଗ...

ଆଉ ନାହାଁନ୍ତି ମୁଲାୟମ ସିଂ ଯାଦବ

ଆଉ ନାହାଁନ୍ତି ନେତାଜୀ । ଉତ୍ତର ପ୍ରଦେଶ ରାଜନୀତିରେ ନେତାଜୀ ଭାବେ ପରିଚିତ ପରଲୋକରେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ । ୮୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗୁରୁଗାଁଓ ସ୍ଥିତ...

ଭୁବନେଶ୍ୱରରେ ଫୁଟବଲ ମହାକୁମ୍ଭ

ଭୁବନେଶ୍ୱରରେ ଫୁଟବଲ ମହାକୁମ୍ଭ । ଆସନ୍ତାକାଲିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଉଛି ୧୭ ବର୍ଷରୁ କମ ବିଶ୍ୱକପ ମହିଳା ଫୁଟବଲ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କଳିଙ୍ଗ ଷ୍ଟାଡିୟମରେ ଉଦଘାଟନ ହେବ ବିଶ୍ୱକପ । ଏଥିପାଇଁ ସଜେଇ ହୋଇଛି ସାରା ରାଜଧାନୀ...

ଜମିଲାଣି ରାଜନେତାଙ୍କ ଭିଡ

ଧାମନଗରରେ ଜମିଲାଣି ରାଜନେତାଙ୍କ ଭିଡ । କିଏ ହେବ କେଉଁ ଦଳର ପ୍ରାର୍ଥୀ ତାକୁ ନେଇ ଚାଲିଛି ଅଙ୍କକଷା । ଧାମନଗର ଉପନିର୍ବାଚନ ପାଇଁ ଆଜି ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି । ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ...

କଳ୍ପନା ଛକରେ ଚଢିଗଲା ଚଳନ୍ତା କାର୍‌

ଭୁବନେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣା । ରାଜମହଲ-କଳ୍ପନା ଓଭରବ୍ରିଜ୍ ଛକରେ ଘଟିଛି ଭୟଙ୍କର ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା କାର୍ ଟ୍ରଲିରେ ବିକୁଥିବା କଦଳୀ ବ୍ୟବାସାୟୀଙ୍କୁ ଧକ୍କା ଦେଇଥିଲା । ଫଳରେ କଦଳୀ ବ୍ୟବସାୟୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି...

ଆଜି ପ୍ରବଳ ବର୍ଷିବ!

ବଙ୍ଗୋପସାଗରରେ ସକ୍ରିୟ ଅଛି ଘୂର୍ଣ୍ଣିବଳୟ । ପ୍ରଭାବରେ ରାଜ୍ୟରେ ଲାଗି ରହିଛି ଝିପିଝିପି ବର୍ଷା । ଭିଜିବ ସମ୍ପୂର୍ଣ୍ଣ ଉପକୂଳ ଓଡିଶା । ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାବରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଜିଠୁ ଉପକୂଳ ଓ...

ଅର୍ଚ୍ଚନାଙ୍କ ମାୟା ଜାଲରେ ପଡୁଥିଲେ ବହୁ ପ୍ରତିଷ୍ଠିତ ବ୍ୟକ୍ତି

ଲେଡି ବ୍ଲାକମେଲରକୁ ନେଇ ଏବେ ସବୁଠି ଚର୍ଚ୍ଚା । କୁଆଡେ ଅର୍ଚ୍ଚନାଙ୍କ ମୁଣ୍ଡ ଉପରେ ରହିଛି ବଡ ବଡ ନେତାଙ୍କ ହାତ । ପୋଲିସ ତଦନ୍ତରେ ମିଳୁଛି ଚାଞ୍ଚଲ୍ୟକର ତଥ୍ୟ । ଜବତ ହୋଇଥିବା ଲ୍ୟାପଟପ୍...

ବର୍ଷାରେ ଭିଜିବ କୁମାର ପୂର୍ଣ୍ଣିମା

ଦୁର୍ଗାପୂଜା ଭଳି ଫିକା ପଡିପାରେ ଗଜଲକ୍ଷ୍ମୀ ପୂଜା ଏବଂ କୁମାର ପୂର୍ଣ୍ଣିମା । ଭିଜିବ ଉପକୂଳ ଓଡିଶା । ଦକ୍ଷିଣ ବଙ୍ଗୋପସାଗର ମଧ୍ୟଭାଗରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଏବେ ରାଜ୍ୟର କିଛି ସ୍ଥାନରେ ବର୍ଷା ଲାଗି ରହିଛି । ଏହି...

ବିଏମସିର ବଡ ଅଭିଯାନ

ଏଣିକି ରାଜଧାନୀ ଭୁବନେଶ୍ୱରରେ ରାସ୍ତାକଡରେ ବିକ୍ରୀ ହେଉଥିବା ଖାଦ୍ୟ ଉପରେ କଟକଣା ରହିବ । ରାସ୍ତାକଡରେ କିମ୍ବା ଡ୍ରେନ ଉପରେ ଆଉ ଖାଇବା ବିକ୍ରୀ ହେବ ନାହିଁ । ଭୁବନେଶ୍ୱର ମହାନଗର ନିଗମ ବା ବିଏମସି କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି...

90 ବର୍ଷରେ ପଦାର୍ପଣ କଲା ଭାରତୀୟ ବାୟୁସେନା

90 ବର୍ଷରେ ପଦାର୍ପଣ କରିଛି ଭାରତୀୟ ବାୟୁସେନା । 1932 ଅକ୍ଟୋବର 8 ତାରିଖରେ ପରାଧୀନ ଭାରତରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ବାୟୁସେନା । ସେତେବେଳେ ବ୍ରିଟିଶ ରୟାଲ ଏୟାର ଫୋର୍ସର ସହାୟକ ଭାବେ କାର୍ଯ୍ୟ କରୁଥିଲା । 1933ରେ...
- Advertisement -

Latest article

Coolbet Mobil Ytelsestips

Innhold1. Velg Rett Plattform: App eller Mobilnettleser?2. Optimaliser Din Enhet for Topp ytelse3. Sjekk og Forbedre Nettverkstilkoblingen4. Feilsøking av Vanlige Problemer5. Ytterligere Tips for...

VipLuck Virtuelle Sportwetten-Optionen

InhaltWas sind Virtual Sports und wie funktionieren sie?Verfügbare Virtual-Sports-Disziplinen und WettmärkteSchritt-für-Schritt-Anleitung zum Platzieren einer WetteBonusangebote und deren Nutzung für Virtual SportsWichtige Tipps und häufige...

Configuration de la Carte AstroPay Amunbet

SommaireQu'est-ce qu'une Carte AstroPay et Pourquoi l'Utiliser sur Amunbet ?Où et Comment Obtenir Votre Carte AstroPayGuide Étape par Étape pour un Dépôt Réussi sur...