ଚା’ ପ୍ରସ୍ତୁତି ବେଳେ ଲିକ୍ ହେଲା ଗ୍ୟାସ୍
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସାଙ୍କରା ଗାଁରେ ଅଗ୍ନିକାଣ୍ଡ । ଗ୍ୟାସ ଲିକ୍ ଯୋଗୁଁ ନିଆଁ ଲାଗି ଜୀଅନ୍ତା ଜଳିଗଲେ ନାବାଳକ । ରୋଷେଇ ଘରେ ଚା’ ତିଆରି କରୁଥିବାବେଳେ ହଠାତ୍ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିଥିଲା ।...
ବଢୁଛି ଟେଷ୍ଟିଂ, କମୁଛି ସଙ୍କ୍ରମଣ
ଗତକାଲି ସାଢେ ୬ ହଜାର ଉପରେ ସଙ୍କ୍ରମଣ ଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୬ ହଜାର ୧୧୬ ପଜିଟିଭ୍ । ସେହିପରି ମୃତ୍ୟୁ ସଂଖ୍ୟା ବି ହ୍ରାସ ପାଇଛି । ଗତକାଲି ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ୭...
ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ
ଆସନ୍ତା ମେ 15 ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି । ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ତେବେ ଶ୍ରୀମନ୍ଦିର ବନ୍ଦ ସମୟରେ ଶ୍ରୀଡୀଉଙ୍କ ନୀତିକାନ୍ତି ସ୍ବାଭାବିକ ଭାବେ ଚାଲୁ ରହିବ...
ସାମ୍ବାଦିକରୁ ପ୍ରଧାନବିଚାରପତି
ଦେଶର ୪୮ ତମ ପ୍ରଧାନବିଚାରପତି ଭାବରେ ଶପଥ ନେଇଛନ୍ତି ଜଷ୍ଟିସ୍ ଏନ.ଭି ରମନା । ରାଷ୍ଟପ୍ରତି ରାମନାଥ କୋବିନ୍ଦଙ୍କଠାରୁ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଦେଶର ନୂଆ ପ୍ରଧାନ ବିଚାରପତି । ରାଷ୍ଟ୍ରପତି ଭବନର ଅଶୋକା ହଲରେ ନିର୍ଦ୍ଦିଷ୍ଟ...
ଆଜି ୮ ମୃତ, ଖୋର୍ଦ୍ଧାରୁ ସର୍ବାଧିକ ୧୧୮୯ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଆଜି ପୁଣି ୮ ଜଣଙ୍କର ଜୀବନ ନେଇଛି ମହାମାରୀ କରୋନା । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ବାଲେଶ୍ୱର, ବରଗଡ, ଭଦ୍ରକ ଓ ବଲାଙ୍ଗୀରରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ...
ଟୁଇନସିଟିରେ ୬୮ ପଏଣ୍ଟରେ ଚେକିଂ
ଆସନ୍ତାକାଲିଠାରୁ ସଟଡାଉନ୍ ଆରମ୍ଭ । ଶନିବାର ଏବଂ ରବିବାର ଦୁଇଦିନ ସଟ୍ଡାଉନ୍ ରହିବ ସବୁ ସହରାଞ୍ଚଳ । କଟକରେ ୨୫ ଜାଗାରେ ଓ ଭୁବନେଶ୍ୱରରେ ୪୩ ଜାଗାରେ କାଲି ପୋଲିସ ଚେକିଂ କରିବ । କଟକରେ ୧୨ ପ୍ଲାଟୁନ୍ ...
କିଏ ହେବେ କଂଗ୍ରେସ ପ୍ରାର୍ଥୀ ?
ଅଜିତ୍ଙ୍କ ପରେ ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ବିଶ୍ୱକେତନ ହରିଚନ୍ଦନ । ପୁରୀ ସେବା ଦଳର ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି ବିଶ୍ୱକେତନ । ତେବେ ରେସ୍ରେ ନିଶିକାନ୍ତ ମିଶ୍ର, ପୂର୍ଣ୍ଣ ସ୍ୱାଇଁ ଏବଂ ମାନଓ ଆଚାର୍ଯ୍ୟ...
ସବୁ ଭୋଟରଙ୍କୁ ମିଳିବ ଗ୍ଲୋଭସ
ମେ 13 ତାରିଖ ନୁହେଁ, 16ରେ ପିପିଲି ଉପନିର୍ବାଚନ ପାଇଁ ହେବ ଭୋଟ୍ ଗ୍ରହଣ । ନିର୍ବାଚନ କମିଶନ ପିପିଲି ଉପନିର୍ବାଚନ ପାଇଁ ଭୋଟଗ୍ରହଣ ତାରିଖ ପୁଣିଥରେ ଘୁଞ୍ଚାଇଛନ୍ତି । 13 ତାରିଖରେ ଇଦ ଉଲ ଫିତର ପଡୁଥିବାରୁ କମିଶନ...
କରୋନାରେ ଆଖି ବୁଜିଲେ ସୀତାରାମ ୟେଚୁରୀଙ୍କ ପୁଅ
ସିପିଆଇଏମ ଜେନେରାଲ ସେକ୍ରେଟାରୀ ସୀତାରାମ ୟେଚୁରୀଙ୍କ ବଡପୁଅ ଆଶୀଷ ୟେଚୁରୀଙ୍କର କରୋନାରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 34 ବର୍ଷ ବୟସ ହୋଇଥିଲା । ଗୁରୁଗାଁଓ ମେଦାନ୍ତ ହସପିଟାଲରେ ଦୁଇସପ୍ତାହ ତଳେ ଭର୍ତ୍ତି ହୋଇଥିଲେ ଏବଂ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି...
ଝରାଫୁଲ ମୃତ୍ୟୁ ରହସ୍ୟରୁ ହଟିଲା ପରଦା
ଶେଷରେ ବହୁ ଚର୍ଚ୍ଚିତ ରମାଦେବୀ କଲେଜ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରୁ ପରଦା ହଟିଛି । ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରାଯାଇଥିଲା । ୩୦ ହଜାର ଟଙ୍କା ପାଇଁ ଝରାପୁଲକୁ ହତ୍ୟା କରିଥିଲା ପ୍ରେମିକ । ମୁଖ୍ୟ...


















