28.1 C
Bhubaneswar
Saturday, August 15, 2026
-Advertisement-
video

ଖୋଲୁ ଖୋଲୁ ଲମ୍ବା ଲାଇନ୍

ମଦ ଦୋକାନ ଖୋଲିବା ପରେ ଦୋକାନ ଆଗରେ ନଡିଆ ବାଡେଇ ଗେଣ୍ଡୁମାଳ ପକାଇ ପୂଜା କରୁଛି ଦୋକାନୀ । ଆଜି ଦୋକାନ ଖୋଲିବ ଏବଂ କିଛି ପଇସା କମାଇବ । ଖାଲି ଦୋକାନ ଆଗରେ ପୂଜା କରୁନାହାଁନ୍ତି । ମଦ...

ଯାଜପୁରରୁ ୪ , ଭଦ୍ରକରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୪ , ଭଦ୍ରକରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ୬ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ପଜିଟିଭ୍ ଙ୍କ ସଂଖ୍ୟା ୧୬୯ରେ...
video

ନିଲମ୍ୱିତ ହେଲେ ୨ ବନ କର୍ମଚାରୀ

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ୨ ବନ କର୍ମଚାରୀ ନିଲମ୍ବିତ କରାଯାଇଛି। ଆକ୍ରମଣ କରିଥିବା ୨ ବନ କର୍ମଚାରୀ ହେଲେ ବାଲିଘାଇ ଫରେଷ୍ଟର ତପନ ନାୟକ ଓ ଫରେଷ୍ଟଗାର୍ଡ ବିରଜା ମହାପାତ୍ର । ମେ‘ ୩ ତାରିଖ ଓଡ଼ିଶାରେ ତାଣ୍ଡବ...

ରେଡ୍,ଅରେଞ୍ଜ ଓ ଗ୍ରୀନ୍ ଜୋନରେ କଟକଣା ନେଇ ସରକାରଙ୍କ ଗାଇଡ୍ ଲାଇନ୍

ରେଡ ଜୋନରେ କଟକଣା ନେଇ ସରକାରଙ୍କ ଗାଇଡ୍ ଲାଇନ୍ । ୧.ମଲ୍ , ମାର୍କେଟ କମ୍ପଲେସ ଓ ସହରାଞ୍ଚଳରେ ବଜାର ବନ୍ଦ ରହିବ ୨.ସାଇକେଲ ରିକ୍ସା ଓ ଅଟୋ ରିକ୍ସା ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ ୩.କିଛି କଟକଣା ସହ ଚାଲିବ ଟାକ୍ସି ଓ...

ନିୟମ ଭାଙ୍ଗିଲେ ଗିରଫ ହେବେ

ଏଣିକି ନିୟମ ଭାଙ୍ଗିଲେ ଗିରଫ ହେବେ। ଓଡ଼ିଶା ଫେରୁଥିବା ପ୍ରବାସୀ ଅମାନିଆଙ୍କ ପାଇଁ ଏଭଳି କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ରାଜ୍ୟ ସରକାର। କ୍ୱାରେଣ୍ଟିନ ନିୟମ ନମାନିଲେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ନେଇ ଘୋଷଣା...

ବାତ୍ୟା ଫନିକୁ ପୁରିଲା ବର୍ଷେ

ବାତ୍ୟା ଫନିକୁ ପୁରିଲା ବର୍ଷେ। ବର୍ଷେ ପୁରୁଥିଲେ ମଧ୍ୟ ଦୁର୍ଦ୍ଦଶା ଘେରରୁ ମୁକୁଳି ନାହାଁନ୍ତି ଲୋକେ । ୨୦୧୯ ମେ ୩ ତାରିଖରେ କରାଳ ରୂପ ଧାରଣ କରିଥିଲା ବାତ୍ୟା ଫନି । ଆଜିର ଦିନରେ ତାଣ୍ଡବ...

ଏମିତି କାହିଁକି ହେଲା…

କୁଆଡେ ଗଲା 104 ? କଣ କରୁଥିଲା 100 ? କାହିଁକି ଫେଲ୍ ମାରିଗଲା ସରକାରୀ ବ୍ୟବସ୍ଥା ? ରାଜଧାନୀ ଭୁବନେଶ୍ବରରେ ସବୁ ବ୍ୟବସ୍ଥା ଥାଇ ବି ଜଣେ ଷାଠିଏ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଚିକିତ୍ସା ଅଭାବରୁ ଆଖି ବୁଜିବାକୁ...

ଆଉ ଦୁଇ ସପ୍ତାହ କଟକଣା, ଗ୍ରୀନ୍ ଜୋନରେ ଚାଲି ପାରିବ ବସ୍

ଆଉ ୨ ସପ୍ତାହ ବଢିଲା ଲକ୍ ଡାଉନ୍ । ମେ ୪ରୁ ଆଉ ୨ ସପ୍ତାହ ଲକ୍ ଡାଉନ୍ ବଢିଲା । ୨ ସପ୍ତାହ ଲକ୍ ଡାଉନ୍ ବୃଦ୍ଧି ନେଇ ଗୃହ ମନ୍ତ୍ରାଳୟର ବିଗ୍ୟପ୍ତି । ଲକ୍ ଡାଉନ୍ ବୃଦ୍ଧି...

ଏବେ ଅସଲ ପରୀକ୍ଷାର ବେଳ

କରୋନାକୁ ରୋକିବା ପାଇଁ ଆପ୍ରାଣ ଉଦ୍ୟମ ଭିତରେ ଦେଢମାସ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା 148ରେ ପହଞ୍ଚିଗଲାଣି ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବାର ମାସକ ଭିତରେ ଯେତିକି ଚିହ୍ନଟ ହୋଇଥିଲେ, ଗତ ପନ୍ଦର ଦିନ ଭିତରେ ତାହା ଦୁଇଗୁଣରୁ ଅଧିକ...

କାମ ଦେଲାନି ପ୍ଲାଜମା ଥେରାପି, ଆଖି ବୁଜିଲେ ରୋଗୀ

ମହାରାଷ୍ଟ୍ରରେ ପ୍ଲାଜମା ଥେରାପି ଦ୍ୱାରା ଚିକିତ୍ସିତ ହେଉଥିବା ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ବୟସ ୫୩ ବର୍ଷ । ସଂକ୍ରମିତ ବ୍ୟକ୍ତି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ଲାଜମାଥେରାପି ଦ୍ୱାରା ଚିକିତ୍ସା କରାଯାଇଥିଲା। ଡାକ୍ତରଖାନାରୁ...
- Advertisement -

Latest article

¿Se pueden tener dos cuentas en Golisimo? Normas sobre duplicados explicadas

ÍndiceLa Política Oficial de Golisimo sobre Múltiples CuentasProcedimiento para Solicitar el Cierre o Fusión de una Cuenta DuplicadaCasos Especiales y Excepciones a la ReglaConsecuencias...

Lucky7 Complaint Response Time Trends

ContentsCommon Issues and Expected Initial Response TimesThe Step-by-Step Process for Submitting a ComplaintFactors That Influence Resolution SpeedWhat to Do If Your Complaint is DelayedBest...

Bonus di Benvenuto Kyngs Deposito Minimo Spiegato

IndiceCos'è il Deposito Minimo per il Bonus di Benvenuto?Guida Passo-Passo per Reclamare il BonusMetodi di Pagamento e Tempi di ElaborazioneTermini e Condizioni Chiave da...