ବିସିସିଆଇ ବସ୍
ବିସିସିଆଇ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପୂର୍ବତନ ଟିମ୍ ଇଣ୍ଡିଆ ଅଧିନାୟକ ସୌରଭ ଗାଙ୍ଗୁଲି । ବିସିସିଆଇର ବାର୍ଷିକ ସାଧାରଣ ବୈଠକରେ ଦାଦା ଆଜି ୩୯ତମ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି । ୯ମାସ ପାଇଁ ବିସିସିଆଇ ସଭାପତି...
କେବିସିର ହଟ୍ ସିଟ୍ ରେ ଦୂତୀ
ପ୍ରଥମେ ଭୋଗ ମାଗାଜିନ୍ । ଏବେ ଲୋକପ୍ରିୟ କାର୍ଯ୍ୟକ୍ରମ କୋନ ବେନେଗା କରୋଡପତି । ବିଗ୍ ବିଙ୍କ ସହ ସିଟ୍ ସେଆର କରିଛନ୍ତି ଓଡିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ । କୋଟି କୋଟି ଦର୍ଶକଙ୍କ ପ୍ର୍ରିୟ କାର୍ଯ୍ୟକ୍ରମ କେବିସିରେ...
ଛୁରୀ ଭୁସିଲା ଜୀବନ ନେଲା
ମାଲକାନଗିରିରେ ଚାଞ୍ଚଲ୍ୟ । ପାରିବାରିକ ବିବାଦର ସମାଧାନ ପାଇଁ ଗାଁରେ ସଭା ଚାଲିଥିବାବେଳେ ଉନ୍ମତ ଯୁକର ଛୁରିମାଡରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହାତ ହୋଇଛନ୍ତି । ଏ ଜଘନ୍ୟ କାଣ୍ଡ ଘଟାଇଛି କାଲିମେଳା ଏମଭି ୩୩...
ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି
ମାଳକାନଗିରିିର ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି । ମୌଳିକ ସୁବିଧା ମିଳୁନଥିବା ପ୍ରତିବାଦରେ ଚିତ୍ରକୋଣ୍ଡାର ଚାରୋଟି ପଞ୍ଚାୟତର ଶତାଧିକ ଲୋକେ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ଏହାସହ ମୁଦୁଲିଗୁଡାରେ ନୂତନ ପଞ୍ଚାୟତ ପ୍ରତିଷ୍ଠା ,ଦାବି କରିଛନ୍ତି ଲୋକେ । ଏସବୁ...
୩ ଦିନ ଛେଚିବ
ଆସୁଛି ପ୍ରବଳ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବେ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି । ଗଜପତି ଜିଲ୍ଲାରେ ଗତକାଲି ରାତିରୁ ବର୍ଷା ଲାଗି ରହିଛି । ବର୍ଷାର ପରିମାଣ...
ଫସର ଫାଟିବ ଦୀପାବଳି !
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ | ଏହାର ପ୍ରଭାବରେ ଆସନ୍ତାକାଲିଠୁ ଆରମ୍ଭ ହୋଇଯିବ ବର୍ଷା | ୭ଟି ଜିଲ୍ଲାରେ ସ୍ୱଳ୍ପ ମଧ୍ୟମ ଧରଣର ବର୍ଷା ହେବ | ଭାରତ ସମେତ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିବ...
୧୪ଟି କାଉଂଟ ଟେବୁଲରେ ୫ ପ୍ରାର୍ଥୀଙ୍କ ହେବ ଭାଗ୍ୟ କାଉଣ୍ଟିଙ୍ଗ
ବିଜେପୁରରେ କିଏ ମାରିବ ବାଜିମାତ, ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା | ମତଦାତାମାନେ ନିଜ ପସନ୍ଦର ନେତା ବାଛି ସାରିଛନ୍ତି | ଏବେ ଅପେକ୍ଷା ଫଳାଫଳକୁ | ତେବେ ଆସନ୍ତା ୨୪ରେ ଜଣାପଡ଼ିବ କିଏ ଜିତିଲା ବିଜେପୁର ବାଜି...
ବ୍ୟାଙ୍କ ମିଶ୍ରଣକୁ ବିରୋଧ, ୨୪ ଘଣ୍ଟିଆ ବ୍ୟାଙ୍କ ଧର୍ମଘଟ
ଆଜି ଦେଶବ୍ୟାପୀ ଦିନିକିଆ ବ୍ୟାଙ୍କ ଧର୍ମଘଟ । ସରକାରୀ ବ୍ୟାଙ୍କ ଗୁଡିକର ହେବାକୁ ଯାଉଥିବା ମିଶ୍ରଣକୁ ବିରୋଧ କରି କର୍ମଚାରୀମାନେ ଧର୍ମଘଟରେ ସାମିଲ ହୋଇଛନ୍ତି । ପ୍ରାୟ ସାଢେ ୩ଲକ୍ଷ କର୍ମଚାରୀ ଧର୍ମଘଟରେ ସାମିଲ ହୋଇଛନ୍ତି । ତେବେ ଭାରତୀୟ...
ଜୋତା ପଲିସ୍ କରୁଛନ୍ତି ପୂର୍ବତନ ଏସପି
ହାତରେ ଜୋତା । ରାସ୍ତା କଡରେ ଚାଲିଛି ଜୋତା ପଲିସ । ଏ ପଲିସ କୌଣସି ମୋଚି କରୁନାହାଁନ୍ତି ବରଂ ପଲିସ କରୁଛନ୍ତି ପୂର୍ବତନ ଭିଜିଲାନ୍ସ ଏସପି । ପୋଲିସ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଏସପିଙ୍କ ଏଭଳି...
କଦଳୀରେ ବ୍ରାଉନସୁଗାର
କଦଳୀ କାନ୍ଧିରେ ବ୍ରାଉନସୁଗାର ଚାଲାଣ । କେନ୍ଦ୍ରାପଡାରେ କଦଳୀ କାନ୍ଧି ଭିତରେ ଚାଲିଛି ଖୁଲମଖୁଲା ବ୍ରାଉନ ସୁଗାର କାରବାର । ରାଜନଗରକୁ କଦଳୀ ବୋଝେଇ ଗାଡିରେ କଟକରୁ ରାଜନଗର ଆସିଥାଏ ବ୍ରାଉନସୁଗାର । କ୍ୟାମେରାରେ କଏଦ ହୋଇଛି କେମିତି କଦଳୀ...
















