ବ୍ୟାପିଲା ଝାଡ଼ାବାନ୍ତି, ଜଣେ ମୃତ
ରାୟଗଡା ଜିଲ୍ଲା ପଦ୍ମପୁର ଅଂଚଳରେ ବ୍ୟାପିଲା ଝାଡ଼ାବାନ୍ତି | ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ୨୩ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି | ମୃତକ ଶଶୀ ରାଉତ | ପଦ୍ମପୁର ବ୍ଲକ ମାରିଗୁଡା, ଲକ୍ଷଣଗୁଡା ଓ ଝୁମୁରୁଗୁଡ଼ାରେ ବ୍ୟାପିଛି ଝାଡ଼ାବାନ୍ତି |...
ବିଜେପିର ସେବା ସପ୍ତାହ ଆରମ୍ଭ
ସପ୍ତାହେ ବ୍ୟାପି ବିଜେପି ପାଳନ କରିବ ସେବା ସପ୍ତାହ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହକୁ ସେବା ସପ୍ତାହ ରୂପେ ପାଳନ କରୁଛି ବିଜେପି | ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ । ତାପୂର୍ବରୁ ବିଜେପି ପକ୍ଷରୁ...
ବିଦ୍ୟୁତ ଆଘାତରେ ଯୁବକର ମୃତ୍ୟୁ
ବିଦ୍ୟୁତ ଆଘାତରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ | ବିଦ୍ୟୁତ ସରବରାହ ବିଛିନ୍ନ ଥିବାରୁ ସଜାଡିବାକୁ ଯାଇ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ ଯୁବକ | ମୟୁରଭଞ୍ଜ ଜିଲ୍ଲା ଵାଙ୍ଗିରିପୋଷି ବ୍ଳକ ଦିଘି ପଂଚାୟତର ଦିଘି ଗାଁରେ ଘଟିଛି ଏହି...
ଥାନାରେ ଅଟକ ଅଧ୍ୟାପକ
ଜଣେ କାର୍ଯ୍ୟରତ ଅଧ୍ୟାପକଙ୍କ ନାଁରେ ଆସିଛି ସଂଘିନ ଅଭିଯୋଗ | ଗୁରୁ ଶିଷ୍ୟ ସମ୍ପର୍କରେ ପୁଣି ଲାଗିଛି କଳଙ୍କର ଛିଟା । ଜଣେ +3 ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଅଟକ ରହିଛନ୍ତି ଅଧ୍ୟାପକ | ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର...
ହିନ୍ଦୀ ଦିବସ ଅବସରରେ ଶାହାଙ୍କ ଟୁଇଟ
ସେପ୍ଟେମ୍ବର ୧୪ ହିନ୍ଦୀ ଦିବସ | ସମସ୍ତ ଭାରତବାସୀଙ୍କୁ ହିନ୍ଦୀ ଦିବସ ଅବସରରେ ଟୁଇଟ କରି ଶୁଭକାମନା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ ଟୁଇଟ କରି ଲେଖିଛନ୍ତି ଭାରତରେ ବିଭିନ୍ନ ପ୍ରକାରର ଭାଷା ରହିଛି |...
ସୋସିଆଲ ମିଡିଆ ସେନସେସନ
ଇଶ୍ୱର ସିନା ଦୃଷ୍ଟି ଶକ୍ତି ଛଡାଇନେଇଛନ୍ତି । ହେଲେ ତାଙ୍କ କଣ୍ଠରେ ସାକ୍ଷାତ ସରଶ୍ୱତୀଙ୍କ ଆର୍ବିଭାବ କରାଇଛନ୍ତି । ନାଁ ରୋହିଣୀ, ସ୍ୱର , ଲୟ ତାଳର ଏକ ମନମୁଗ୍ଧ ରାଗିଣୀ । ବଲାଙ୍ଗିରର ବଣ ମଲ୍ଲି...
ଛାଡ଼ପତ୍ର ମାମଲା ଚାଲିଥିବା ମହିଳାଙ୍କୁ ମିଳିବ ପେନସନ
ଛାଡପତ୍ର ମାମଲାକୁ ନେଇ ସରକାର ନେଲେ ବଡ ନିଷ୍ପତି | ଏଣିକି ଛାଡ଼ପତ୍ର ମାମଲା ଚାଲିଥିବା ମହିଳାଙ୍କୁ ମିଳିବ ପେନସନ | ବାର୍ଷିକ ୪୦ ହଜାରରୁ କମ ଆୟ ଥିବା ମହିଳା ଏହି ପେନସନ ତାଲିକାରେ ଅନ୍ତର୍ଭୁକ୍ତ ହେବେ |...
ପୋଲିସ ଓ ନକ୍ସଲ ମୁହାଁମୁହିଁ, ଦୁଇ ନକ୍ସଲ ନିହତ
ମାଲକାନଗିରି ସୀମାରେ ମୁହାଁମୁହିଁ ହେଲେ ପୋଲିସ ଓ ନକ୍ସଲ | ଉଭୟଙ୍କ ମଧ୍ୟରେ ହେଲା ଗୁଳି ବର୍ଷା | ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ଥିବା କୁଟ୍ରିମା ଜଙ୍ଗଲରେ ନକ୍ସଲମାନେ ଲୁଚି ରହିଥିବା ଖବର ପାଇ ପୋଲିସ ଓ ଯବାନମାନେ ମିଳିତ...
ଟ୍ରକ ମାଲିକଙ୍କ ଠାରୁ ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କା ଜୋରିମାନା
ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ବଡ ତଣ୍ଡ ଗଣିଲେ ଜଣେ ଟ୍ରକ୍ ମାଲିକ | ଯାହା ସମଗ୍ର ଦେଶରେ ହୋଇଥିବା ଜୋରିମାନାଠୁ ଢେର ଅଧିକ | ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କା ଜୋରିମାନା ଦେଇଛନ୍ତି ଟ୍ରକ...
ଝାରସୁଗୁଡ଼ାରେ ଏନକାଉଣ୍ଟର
ଝାରସୁଗୁଡ଼ାରେ ଏନକାଉଣ୍ଟର | ବ୍ରଜରାଜନଗର ଥାନା ଅଞ୍ଚଳରେ ଏନକାଉଣ୍ଟର କରିଛି ପୋଲିସ | ପୋଲିସ ଗୁଳିରେ ବିନୋଦ ପ୍ରସାଦ ଆହତ ହୋଇଛି | ବିନୋଦଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି | ଝାରସୁଗୁଡ଼ା ଏସ ପି ଅଶ୍ବିନୀ କୁମାର ମହାନ୍ତିଙ୍କ...











