କଂଗ୍ରେସରେ ଯୋଗଦେଲେ କୀର୍ତ୍ତି ଆଜାଦ୍
ବିଜେପିରୁ ବହୁ ସମୟ ଧରି ନିଲମ୍ବିତ ଥିବା ସାଂସଦ କୀର୍ତ୍ତି ଆଜାଦ୍ କଂଗ୍ରେସ ରେ ଯୋଗଦେଲେ । କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଉପସ୍ଥିିିତିରେ ସେ ଯୋଗ ଦେଇଛନ୍ତି । ଡିସେମ୍ବର ୨୩ ୨୦୧୫ ରେ ବିଜେପିରୁ ନିଲମ୍ବିତ ହୋଇଥିଲେ...
2 ଆତଙ୍କବାଦୀ ନିହତ, 4ଯବାନ ସହିଦ
ପୁଲୱାମା ଏନକାଉଣ୍ଟରରେ ଦୁଇଜଣ ଜୈସ ଇ ମହମ୍ମଦ ସଂଗଠନର ଆତଙ୍କବାଦୀ ନିହତ ହୋଇଥିବା ବେଳେ ଚାରିଜଣ ଯବାନ ସହିଦ ହୋଇଛନ୍ତି. ଏହି ଏନକାଉଣ୍ଟର ବେଳେ ଦୁଇଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଥିବା ଜଣାପଡିଛି. ମିଳିଥିବା ସୂଚନା ଅନୁଯାୟୀ, ସୋମବାର...
ବ୍ୟବସାୟୀ ମହାସଂଘ ପକ୍ଷରୁ ବନ୍ଦ
ପୁଲଓାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଆଜି ଦେଶବ୍ୟାପୀ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି. ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଦିଆଯାଇଥିବା ଏହି ଡାକରାରେ ଦେଶର ଛୋଟବଡ ସବୁ ବ୍ୟବସାୟୀ ସଂଘ ସାମିଲ ହୋଇଛନ୍ତି. ଦିନତମାମ ଉପବାସ ରହି ସହିଦଙ୍କୁ...
କାଜୁ ଅପରାଧୀଙ୍କୁ ଛାଡିଦେଲା ପୋଲିସ
ଚୋରି କାଜୁ କିଣିଥିବା କିଛି ଅପରାଧୀଙ୍କୁ ଛାଡି ଦେଇଛି ପୋଲିସ. ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ. ସୂଚନା ଅନୁସାରେ, ଗତକାଲି କୋରାପୁଟ ସହରର ଜ୍ୟୋତି ମିଲ୍ ପଛପଟେ 5 ଜଣ ଯୁବକ ଏକ ବଡ ଧରଣର ଡକାୟତି...
ଦୁବାଇରେ ପୁଲଓାମା ପ୍ରତିକ୍ରିୟା
ପୁଲଓ୍ବାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ 40 ଜଣ ଯବାନ ସହିଦ ହେବା ଘଟଣା ନେଇ ପ୍ରବାସୀ ଭାରତୀୟ ଶୋକ ପ୍ରକାଶ କରିଛନ୍ତି. ଦୁବାଇସ୍ଥିତ ପ୍ରବାସୀ ଭାରତୀୟମାନେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ମହମବତୀ ଲଗାଇ ବୀର ଯବାନଙ୍କ ଆତ୍ମାର ସଦଗତି...
ପାକିସ୍ତାନୀ କଣ୍ଠଶିଳ୍ପୀଙ୍କ ଗୀତ ବ୍ୟାନ
ପୁଲୱାମା ଆତଙ୍କୀ ହାମଲା ପରେ ଏବେ ବଲିଉଡରୁ ପାକିସ୍ତାନୀ କଣ୍ଠଶିଳ୍ପୀଙ୍କ ଗୀତକୁ ବାଦ୍ ଦିଆଯାଇଛି. ସୂଚନା ଅନୁସାରେ, 15 ତାରିଖରେ ପାକିସ୍ତାନୀ କଣ୍ଠଶିଳ୍ପୀ ରାହତ ଫତେହ ଅଲ୍ଲୀ ଖାନଙ୍କ ନୂଆ ଗୀତ ‘ଜିନ୍ଦେଗୀ’ ଲଞ୍ଚ ହେବାର ଥିଲା. ମାତ୍ର ଏହି...
କୁମ୍ଭରେ ବୁଡ ପକାଇବେ ମୋଦି
ବର୍ତ୍ତମାନ ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଛି କୁମ୍ଭମେଳା. ଆଉ ଏଥିରେ ସ୍ନାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଯୋଗୀ ଆଦିତ୍ୟନାଥ ଓ ଅମିତ ଶାହାଙ୍କ ପରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁମ୍ଭରେ ବୁଡ ପକାଇବେ ବୋଲି ସୂଚନା ମିଳିଛି. ପୂର୍ଣ୍ଣିମା...
ବିଚ୍ଛିନ୍ନତାବାଦୀ ନେତାଙ୍କୁ ସୁରକ୍ଷା ଦେବେନି ସରକାର
ପୁଲଓାମା ଆକ୍ରମଣ ଘଟଣାର ଦୁଇଦିନ ପରେ ରାଜ୍ୟ ସରକାର ଜମ୍ମୁ କାଶ୍ମୀରର 5 ଜଣ ପ୍ରମୁଖ ବିଚ୍ଛିନ୍ନତାବାଦୀ ନେତାଙ୍କ ଠାରୁ ସୁରକ୍ଷା ପ୍ରତ୍ୟାହାର କରିନେଇଛନ୍ତି. ପିପୁଲ୍ସ କନଫରେନ୍ସର ମିରାଓେଜ ଉମର ଫାରୁକ୍, ଅବଦୁଲ ଘନି ଭଟ୍ଟ ଓ ବିଲାଲ ଲୋନ,...
ରାସ୍ତା ପାରିହେଲେ ହାତୀପଲ
କଟକ ସମ୍ବଲପୁର 55 ନମ୍ବର ଜାତୀୟ ରାଜପଥର ପୋଡାପଡା ନିକଟରେ ରବିବାର ସକାଳୁ ଏକ ବଡ ହାତୀପଲ ରାସ୍ତା ପାରିହେଉଥିବାର ଦେଖିବାକୁ ମିଳିଥିଲା. ଚାରି ପାଞ୍ଚଟି ଛୁଆ ହାତୀଙ୍କ ସହ ହାତୀପଲ ରାସ୍ତା ପାରି ହେଉଥିବା ଦେଖି ରାସ୍ତା ଦୁଇକଡେ...
ଓଡିଶା କ୍ୟାନସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ଶିଳାନ୍ୟାସ
ଭୁବନେଶ୍ୱରସ୍ଥିତ ବାରଙ୍ଗର ରତାଗଡଠାରେ ହେବ କ୍ୟାନସର ହସ୍ପିଟାଲ. ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଛନ୍ତି. ଟାଟା ଟ୍ରଷ୍ଟ ସହାୟତାରେ ଏହି ହସ୍ପିଟାଲ ନିର୍ମାଣ ହେବ ବୋଲି ସୂଚନା ମିଳିଛି. ମୁଖ୍ୟମନ୍ତ୍ରୀଙ୍କ ସମେତ ଏହି କାର୍ଯ୍ୟକ୍ରମରେ ଟାଟା ଟ୍ରଷ୍ଟର...


















