ଗୁଳିମାଡରେ ପୋଲିଂ ସୁପରଭାଇଜରଙ୍କ ମୃତ୍ୟୁ
ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଥିବାବେଳେ ମାଓବାଦୀଙ୍କ ହମଲା ଦେଖିବାକୁ ମିଳିଛି । ଫୁଲବାଣୀ ଗୋଛାପଡା ଥାନା ବାରାଲା ଗ୍ରାମ ନିକଟରେ ଗ୍ରାମ ରୋଜଗାର ସେବକ ସଞ୍ଜୁକ୍ତା ଦିଗଲ ଗୁଳିମାଡରେ ଆହତ ହୋଇଛନ୍ତି । ପୋଲିଂ ସୁପରଭାଜର ଥିବା ସଞ୍ଜୁକ୍ତା...
ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କଲେ ଫ୍ଲାଇଂ ସ୍କ୍ୱାର୍ଡ
ନିର୍ବାଚନ ପ୍ରଚାରକୁ ମୁଖ୍ୟମନ୍ତ୍ରୀ ଯାଉଥିବାବେଳେ ତାଙ୍କ ହେଲିକପ୍ଟରକୁ ଯାଞ୍ଚକରିଛନ୍ତି ନିର୍ବାଚନ ଅଧିକାରଙ୍କ ଫ୍ଲାଇଂ ସ୍କ୍ୱାର୍ଡ । ତେବେ ଯାଞ୍ଚ ସମୟରେ ଫ୍ଲାଇଂ ସ୍କ୍ୱାର୍ଡକୁ ନବୀନ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଫ୍ଲାଇଂ ସ୍କ୍ୱାର୍ଡ ଅଧିକାରୀଙ୍କ ସହ କୌଣସି ଯୁକ୍ତିତର୍କ ନକରି...
ଅଚ୍ୟୁତଙ୍କ ପାଇଁ ପ୍ରଚାର କରି ଅଡୁଆରେ ଦୂତୀ
ଦୌଡରାଣୀ ଦୂତୀ ଚାନ୍ଦଙ୍କ ନାଁରେ ଅଭିଯୋଗ । ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ ସୋଲିଆଲ ମିଡିଆ ଜରିଆରେ ଦୂତୀ ଭୋଟ ମାଗିବା ଅଭିଯୋଗ ହୋଇଛି । ଏନେଇ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ ହୋଇଛି । ଏହି ଘଟଣା...
ହତ୍ୟା ନା ଆତ୍ମହତ୍ୟା
ଦିନକୁ ଦିନ ସ୍ମାର୍ଟସିଟି ଭୁବନେଶ୍ୱରରେ ବଢିବାରେ ଲାଗିଛି ଅପରାଧିକ କାର୍ଯ୍ୟକଳାପ । ଆଜି ଭୁବନେଶ୍ୱରର ଇନ୍ଦ୍ରଧନୁ ମାର୍କେଟ କମ୍ପଲେକ୍ସରୁ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି । ଏକ ଛୋଟ ହୋଟେଲ ମଧ୍ୟରୁ ଯୁବକ ଜଣକର ମୃତଦେହକୁ ଉଦ୍ଧାର କରାଯାଇଥିବା...
ପୋଲିଂ ଗାଡି ଜାଳିଦେଲେ ଦୁର୍ବୃତ୍ତ
ପୋଲିଂ ପାର୍ଟି ଗାଡି ଉପରକୁ ଆକ୍ରମଣ ଅଭିଯୋଗ । ଅଜଣା ଦୁର୍ବୃତ୍ତମାନେ ଗାଡି ଉପରକୁ ଆକ୍ରମଣ କରିଛନ୍ତି । ସମସ୍ତ କର୍ମଚାରୀଙ୍କୁ ବାହାରକୁ କାଢି ଦେଇ ଗାଡିକୁ ଜାଳିଦେଇଛନ୍ତି ଦୁର୍ବୃତ୍ତ । ଫିରିଙ୍ଗିଆ ଥାନା ଅଧୀନ ମୁଙ୍ଗୁନିପଦର ବୁଥକୁ ଯିବା...
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ କିଏ କେଉଁଠୁ ଲଢିବେ
ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଭୋଟ ଗ୍ରହଣ ହେବ । ଗୁରୁବାର ସକାଳ ୫ଟା୩୦ ମକ ପୋଲ ପରେ ୭ଟାରୁ ଭୋଟ୍ ଗ୍ରହଣ ହେବ । ଦ୍ୱିତୀୟ...
ବୁଡିଗଲେ ୩ ଛାତ୍ର
ନିମାପଡା କୁଶଭଦ୍ରା ନଦୀରେ ବୁଡିଯାଇଥିବା ୩ ଛାତ୍ରଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଧୀରପୁରର ବାଲିଘାଟ ନିକଟରେ ଗାଧୋଉଥିବାବେଳେ ବୁଡି ଯାଇଥିଲେ ୩ ଛାତ୍ର । ସ୍ଥାନୀୟ ଲୋକ ଏବଂ ନିମାପଡା ଅଗ୍ନିଶମ ବିଭାଗର କର୍ମଚାରୀ ମୃତଦେହ ଉଦ୍ଧାର...
ଭାରତରେ ବ୍ୟାନ ହେଲା ଟିକ୍ ଟକ୍
ପ୍ଲେ ଷ୍ଟୋରରୁ ଆଉ ଡାଉନଲୋଡ ହେବନାହିଁ ଟିକ୍ ଟକ୍ ଆପ୍ । ଗୁଗୁଲ୍ ପକ୍ଷରୁ ଟିକ୍ଟକ୍ ଭିଡିଓ ଆପ୍କୁ ଭାରତରେ ବ୍ଲକ କରାଯାଇଛି । ଏହି ଆପ୍ ଦ୍ୱାରା ଅଶ୍ଳୀଳ ଏବଂ ଅରୁଚିକର ବାର୍ତ୍ତା ଭାଇରାଲ ହେବା ଅଭିଯୋଗପରେ ଏପ୍ରିଲ...
କଟକରେ ହେଭିୱେଟଙ୍କ ରୋଡ ଶୋ
ଖରାର ତାତି ଯେତିକି ବଢୁଛି ସେତିକି ଉଷ୍ମ ହେଉଛି ରାଜ୍ୟ ରାଜନୀତି । ପ୍ରଥମ ପର୍ୟ୍ୟାୟ ନିର୍ବାଚନ ସରିଥିବାବେଳେ ଆସନ୍ତାକାଲି ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ହେବ । ସେଥିପାଇଁ ପ୍ରଚାର ଶେଷ ହୋଇ ସାରିଛି । ସେପଟେ ତୃତୀୟ ପର୍ୟ୍ୟାୟ...
ତାତିରେ ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର
ପ୍ରଚଣ୍ଡ ରୌଦ୍ର ତାପରେ ଜଳିଲା ଭୁବନେଶ୍ୱର । ଚଳିତ ଗ୍ରୀଷ୍ମରେ ଭୁବନେଶ୍ୱର ପାଲଟିଲା ସର୍ବାଧିକ ଉତ୍ତପ୍ତ ସହର । ଆଜି ରାଜ୍ୟରେ ୮ଟି ସହରର ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଥିବାବେଳେ ଭୁବନେଶ୍ୱରର ତାପମାତ୍ରା ୪୩.୭ ଡିଗ୍ରୀ ସେଲସିୟସ ରହିଥିଲା...







