ଭିଜିଲାନ୍ସ ନିର୍ଦ୍ଦେଶକ ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ ହୋଇଛି । କୋଭିଡ ଆକ୍ରାନ୍ତ ଯୋଗୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ଫୁସଫୁସଜନିତ ସଂକ୍ରମଣ ଯୋଗୁ ତାଙ୍କର ଇକମୋ ଚିକିତ୍ସା ଆବଶ୍ୟକ ହୋଇଥିଲା ଏବଂ କିଛିଦିନ ତଳେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ କୋଲକତା ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଶୁକ୍ରବାର ରାତିରେ ତାଙ୍କର ଦେହାନ୍ତ ହୋଇଛି ।

LEAVE A REPLY

Please enter your comment!
Please enter your name here