ଭୁବନେଶ୍ୱରରେ ଗର୍ଭବତୀଙ୍କୁ ଆସନ୍ତା ୨୧ରୁ ଟିକା ଦିଆଯିବ । ଏନେଇ ବିଏମସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଅଯାଇଛି । । ସପ୍ତାହକୁ ଦୁଇଦିନ ବୁଧବାର ଓ ଶନିବାର ଦିନ ୧୧ଟାରୁ ୧ଟା ଭିତରେ ଟିକା ପ୍ରଦାନ କରାଯିବ । ଭୁବନେଶ୍ୱର ଅଞ୍ଚଳରେ ଗର୍ଭବତୀଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବ ।

LEAVE A REPLY

Please enter your comment!
Please enter your name here