28.3 C
Bhubaneswar
Wednesday, August 5, 2026
-Advertisement-

ଏଏସଓ ମେରିଟ୍ ଲିଷ୍ଟ ହାଇକୋର୍ଟରେ ଖାରଜ

ଓପିଏସସିର ଏଏସଓ ମେରିଟ୍ ଲିଷ୍ଟ ହାଇକୋର୍ଟରେ ଖାରଜ । ଦୁଇମାସ ଭିତରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ । 796 ଏଏସଓ ପଦବୀ ପାଇଁ ଗତ ଅଗଷ୍ଟ ମାସରେ ପରୀକ୍ଷା ହୋଇଥିଲା । ପ୍ରକାଶିତ ମେରିଟ...

ପୁରୀରୁ ହାଓଡା ଗଡିଲା ବନ୍ଦେ ଭାରତ

ପୁରୀରୁ ହାଓଡା ଅଭିମୁଖେ ଆଜି ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରା ଆରମ୍ଭ କରିଛି । ଭିଡିଓ କନଫରେନ୍ସ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତାକା ଦେଖାଇ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ପୁରୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ...

ସିଦ୍ଧରମିୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ଶେଷରେ କର୍ଣ୍ଣାଟକ ରାଜନୀତି ଦ୍ବନ୍ଦ୍ବରେ ପୂର୍ଣ୍ଣଚ୍ଛେଦ ଟାଣିଲା କଂଗ୍ରେସ । ସସପେନ୍ସ ହଟିଲା । ଶିବକୁମାର ଓ ସିଦ୍ଧରମିୟାଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଚାଲିଥିବା ଲଢେଇରେ କଂଗ୍ରେସ ନେତୃତ୍ବ ସିଦ୍ଧରମିୟାଙ୍କୁ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ...

ଇଡିକୁ ସୁପ୍ରିମକୋର୍ଟ ଛାଟ

ତଦନ୍ତ ଆଳରେ ଭୟ ସୃଷ୍ଟି କରନି । ଏମିତି କିଛି କରନି, ଯାହା ତମ କାର୍ଯ୍ୟକୁ ସନ୍ଦେହ ଘେରକୁ ଆଣିବ । ତଦନ୍ତକାରୀ ସଂସ୍ଥା ଇଡିକୁ ଏମିତି ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ । ଛତିଶଗଡ ମଦ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ଭୂପେଶ...

ବିଜେଡିର ବରିଷ୍ଠ ବିଧାୟକ ଶଶୀଭୂଷଣ ବେହେରାଙ୍କ ବିରୋଧରେ ବୋହୁ ଆଣିଲେ ନିର୍ଯାତନା ଅଭିଯୋଗ

ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ବିଧାୟକ ଶଶୀଭୂଷଣ ବେହେରାଙ୍କ ବିରୋଧରେ ବୋହୁ ରୋନାଲି ଆଣିଲେ ନିର୍ଯାତନା ଅଭିଯୋଗ । ବାଙ୍କୀ ଥାନାରେ ମାମଲା ରୁଜୁ ହେବା ପରେ ଅଡୁଆରେ ପଡିଛନ୍ତି ବିଧାୟକ ଶଶୀଭୂଷଣ । ଶଶୀଭୂଷଣଙ୍କ ବୋହୁ ରୋନାଲି...

କର୍ଣ୍ଣାଟକ କଳି, ଦ୍ବନ୍ଦ୍ବରେ ହାଇକମାଣ୍ଡ

କର୍ଣ୍ଠାଟକରେ କଂଗ୍ରେସ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଛି କସରତ । କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଓ ପ୍ରଦେଶ କଂଗ୍ରେସ ସଭାପତି ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ...

ଅସହ୍ୟ ତାତିରେ କଲବଲ ଓଡିଶା

ଅସହ୍ୟ ତାତିରେ କଲବଲ ଓଡିଶା । ପଶ୍ଚିମ ଓଡିଶାର ଅଧିକାଁଶ ଅଞ୍ଚଳରେ ତାପମାତ୍ରା 44 ଡିଗ୍ରୀ ଡେଇଁଥିବା ବେଳେ ଉପକୂଳ ଓଡିଶାରେ ଗୁଳୁଗୁଳି ଅସହ୍ୟ ହୋଇଛି । ଆଜି ରାଜଧାନୀ ଭୁବନେଶ୍ବରର ତାପମାତ୍ରା ସକାଳ ସାଢେ 8ଟା ସୁଦ୍ଧା...

ଭୁବନେଶ୍ବରରୁ ଦୁବାଇକୁ ଉଡିଲା ବିମାନ

ଭୁବନେଶ୍ବରରୁ ଦୁବାଇକୁ ଉଡିଲା ବିମାନ । ଦୁବାଇକୁ ଯାଉଥିବା ଯାତ୍ରୀ ପୂର୍ବରୁ ଅନ୍ୟ ସହର ଦେଇ ଦୁବାଇ ଯାଉଥିଲେ, ଯେଉଁଥିରେ ପାଖାପାଖି 24 ଘଣ୍ଟା ସମୟ ଲାଗୁଥିଲା । ତେବେ ଭୁବନେଶ୍ବରରୁ ସିଧାସଲଖ ବିମାନ ଉଡାଣ ଫଳରେ ମାତ୍ର ଚାରି...

ଲିଫ୍ଟ ମାଗି ବାଇକରେ ସୁଟିଂ ସେଟକୁ ଗଲେ ବିଗ୍ ବି

ଲିଫ୍ଟ ମାଗି ବାଇକରେ ସୁଟିଂ ସେଟକୁ ଗଲେ ବିଗ୍ ବି - ଅମିତାଭ ବଚ୍ଚନ । ମୁମ୍ବାଇରେ ଟ୍ରାଫିକ ଜାମରେ ଫସିଯିବା ପରେ ଜଣେ ଅପରିଚିତ ବାଇକ ଚାଳକଙ୍କୁ ଲିଫ୍ଟ ମାଗିଥିଲେ ଅମିତାଭ । ବାଇକ ଆରୋହୀ ଅମିତାଭଙ୍କୁ ସୁଟିଂସେଟରେ...

ପ୍ରକାଶ ପାଇଲା ଆଇସିଏସଇ, ଆଇଏସସି ଦଶମ, ଦ୍ବାଦଶ ପରୀକ୍ଷା ଫଳ

ପ୍ରକାଶ ପାଇଲା ଆଇସିଏସଇ, ଆଇଏସସି ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ । ବୋର୍ଡ ଓ୍ବେବସାଇଟରେ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଦଶମରେ ପାସହାର 98.94 ପ୍ରତିଶତ ରହିଥିବା ବେଳେ ଦ୍ବାଦଶରେ 96.98 ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...