26.1 C
Bhubaneswar
Friday, October 30, 2026
-Advertisement-

ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନରେ ବିଜେପି, ତେଲେଙ୍ଗାନାରେ କଂଗ୍ରେସ

2024 ନିର୍ବାଚନ ପୂର୍ବରୁ ସେମି ଫାଇନାଲ । ଆଜି ଗଣତି ଚାଲିଥିବା ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ତିନୋଟି ରାଜ୍ୟରେ ସଫଳତା ହାସଲ କରିବାକୁ ଯାଉଛି । ମଧ୍ୟପ୍ରଦେଶରେ 230 ଆସନରୁ ବିଜେପି 159 ଆସନରେ ଆଗୁଆ ରହିଥିବା...

ଟନେଲରୁ ଉଦ୍ଧାର ଓଡିଆ ଶ୍ରମିକଙ୍କୁ ଦୁଇ ଲକ୍ଷ ଲେଖାଁଏ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ଓଡିଆ ଶ୍ରମିକଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିଲିଫ ପାଣ୍ଠିରୁ ଦୁଇଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶି ପ୍ରଦାନ କରିଛନ୍ତି । ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ଏହି ଶ୍ରମିକମାନେ...

ଶେଷ ହେଲା 17 ଦିନର ସସପେନ୍ସ : ଟନେଲରୁ ଉଦ୍ଧାର ହେଲେ ଶ୍ରମିକ

ଉତ୍ତରାଖଣ୍ଡ ଟନେଲରେ ଗତ 17 ଦିନ ଧରି ଫସି ରହିଥିବା 41 ଶ୍ରମିକଙ୍କୁ ଟନେଲ ଭିତରୁ ଉଦ୍ଧାର କରାଯାଉଛି । ପ୍ରଥମେ ପାଞ୍ଚଜଣ ଶ୍ରମିକଙ୍କୁ ପାଇପ ଯୋଗେ ବାହାରକୁ ଅଣାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଓଡିଶାର ଦୁଇଜଣ ଶ୍ରମିକ ତପନ...

ପାରାଦୀପରେ ବୋଇତ ବନ୍ଦେଇଲେ ରାଷ୍ଟ୍ରପତି

ପାରାଦୀପରେ ବୋଇତ ବନ୍ଦେଇଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପାରାଦୀପ ବନ୍ଦର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉସ୍ତବରେ ଯୋଗ ଦେଇ ରାଷ୍ଟ୍ରପତି ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରଂପରାର ସ୍ମୃତିଚାରଣ କରିଛନ୍ତି । ଓଡିଶାର ଏହି ବୋଇତ...

ପୁଣି ବାତ୍ୟା ଆଶଙ୍କା

ଦକ୍ଷିଣ ଆଣ୍ଡାମାନ ସାଗର ତଥା ଉତ୍ତର ଓଡିଶା-ପଶ୍ଚିମବଙ୍ଗ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା 29 ତାରିଖରେ ଏହା ଅବପାତର ରୂପ ନେବ । କ୍ରମଶଃ ଏହି ଅବପାତ ବାତ୍ୟାର ରୂପ ନେବା ସହ ପଶ୍ଚିମ...

ବିଜେଡିରେ ଯୋଗ ଦେଲେ ପାଣ୍ଡିଆନ

ଯଦିଓ ବିଜୁ ଜନତା ଦଳ ପାଇଁ ସବୁ କିଛି କରୁଥିଲେ, ମାତ୍ର ଦଳ ଭିତରେ ସେ ନ ଥିଲେ । ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଦ...

କୋଚି ବିଶ୍ବବିଦ୍ୟାଳୟରେ ଦଳାଚକଟା, 4 ଜଣଙ୍କ ମୃତ୍ୟୁ

କୋଚି ବିଶ୍ବବିଦ୍ୟାଳୟର ସ୍କୁଲ ଅଫ ଇଂଜିନିୟରିଂରେ ଆଜି ସଂଧ୍ୟାରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭୟଙ୍କର ଦଳାଚକଟା ହୋଇଛି । ଫଳରେ ଦୁଇଜଣ ଛାତ୍ରୀ ଓ ଦୁଇଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି । ବିଶ୍ବବିଦ୍ୟାଳୟର ଓପନ ଅଡିଟୋରିୟମରେ ଏହି...

ଚାରିଦିନରେ ସରିଗଲା ବିଧାନସଭା

ଚାରିଦିନ ତଳେ ଆରମ୍ଭ ହୋଇଥିଲା ବିଧାନସଭାର ଶୀତ ଅଧିବେଶନ । ସେଥିରୁ ଦୁଇଦିନ ହୋ-ହଲ୍ଲାରେ ଗଲା । ଆଦିବାସୀଙ୍କ ଜମି ବିକ୍ରି ଆଇନର ସଂଶୋଧନ ପ୍ରସ୍ତାବକୁ ନେଇ ତୁମ୍ବିତୋଫାନ କଲେ ବିରୋଧୀ । ସଂଶୋଧନ ପ୍ରସ୍ତାବ ପ୍ରତ୍ୟାହାର ଦାବିରେ ଗୃହ...

ଶେଷ ହେବ 13 ଦିନର ସସପେନ୍ସ

ଶେଷରେ ଶେଷ ହେବାକୁ ଯାଉଛି 13 ଦିନର ସସପେନ୍ସ । ଜୀବନ-ମୃତ୍ୟୁକୁ ନେଇ ଲାଗି ରହିଥିବା ଉତ୍ତରାଖଣ୍ଡ ଟନେଲ ସସପେନ୍ସ ର ଅନ୍ତଃ ଘଟିବାକୁ ଆଉ କିଛି ମୁହୂର୍ତ୍ତ ବାକି ରହିଛି । ଟନେଲ ଭିତରେ ଫସି ରହିଥିବା 41...

ଭାଷା ପ୍ରୀତି ନା ରାଜନୀତି !

ଆଜି ବିଧାନସଭା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କୋଶଳି ଭାଷାରେ ପ୍ରଶ୍ନ ପଚାରିଲେ । ମନ୍ତ୍ରୀ ପ୍ରତାପ ଦେବ ଉତ୍ତର ରଖିଥିଲେ କୋଶଳି ଭାଷାରେ । ଏପରିକି ରେଢାଖୋଲ ବିଧାୟକ ବି କୋଶଳି ଭାଷାରେ ପ୍ରଶ୍ନ ରଖିଥିଲେ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...