‘ଦି କେରଲ ଷ୍ଟୋରୀ’ ପଶ୍ଚିମବଙ୍ଗରେ ବ୍ୟାନ୍
ପଶ୍ଚିମବଙ୍ଗରେ ପ୍ରଦର୍ଶିତ ହୋଇପାରିବ ନାହିଁ ସିନେମା 'ଦି କେରଲ ଷ୍ଟୋରୀ' । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ସିନେମା ପ୍ରଦର୍ଶନ ଉପରେ ରୋକ୍ ଲଗାଇଛନ୍ତି । ମମତା କହିଛନ୍ତି ଏହା ଏକ ବିବାଦୀୟ ସିନେମା । କାଶ୍ମୀର ଫାଇଲ୍ସ...
10ରେ ବାତ୍ୟା, 12ରେ ବାଂଲାଦେଶ ଛୁଇଁବ
ବଙ୍ଗୋପସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏବଂ ଆସନ୍ତାକାଲି ଅବପାତରେ ପରିଣତ ହେବା ପରେ 10 ତାରିଖରେ ବାତ୍ୟାରେ ପରିଣତ ହେବ । ତେବେ ସମ୍ଭାବ୍ୟ ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗରି କରିବାର ସମ୍ଭାବନା...
ମଲ୍ ରେ ଗୁଳିମାଡ, ଆଠଜଣ ମୃତ
ମଲ୍ ଭିତରେ ସବୁ କିଛି ଠିକଠାକ୍ ଚାଲିଥିଲା । ସୋକେ ସପିଂରେ ବ୍ୟସ୍ତ ଥିଲେ । ହଠାତ୍ ଗୁଳିର ଆବାଜ୍ ଶୁଭିଲା । ଲୋକେ ଇତସ୍ତତଃ ଦୌଡିବାକୁ ଲାଗିଲେ । ମାତ୍ର ମଲ୍ ବାହାରୁ ବନ୍ଧୁକଧାରୀ ବ୍ୟକ୍ତିଜଣକ ଆଖିବୁଜା ଗୁଳି...
ବ୍ରିଟେନ ରାଜା ଚାର୍ଲସ ତୃତୀୟଙ୍କ ଭବ୍ୟ ରାଜ୍ୟାଭିଷେକ
ଆଜିଠୁ ବ୍ରିଟେନରେ ଆରମ୍ଭ ହେଲା ରାଜା ଚାର୍ଲସ ତୃତୀୟଙ୍କ ରାଜୁତି । ରାଣୀ ଏଲିଜାବେଥଙ୍କ ଦେହାନ୍ତ ପରେ ଚାର୍ଲସ ତୃତୀୟ ଯଦିଓ ରାଜଗାଦିରେ ବସିଥିଲେ, ମାତ୍ର ବିଧିବଦ୍ଧ ଭାବେ ତାଙ୍କର ରାଜ୍ୟାଭିଷେକ ହୋଇନଥିଲା । ଆଜି ବଙ୍କିଙ୍ଗହାମ ରାଜପ୍ରାସାଦରେ ଚାର୍ଲସ...
ଲାଇନ୍ କଟିଗଲା, ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି
ରାଷ୍ଟ୍ରପତି ହେବା ପରେ ମୟୁରଭଞ୍ଜକୁ ପ୍ରଥମ ଗସ୍ତରେ ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିଲା । ମାତ୍ର ଆଜି ରାଷ୍ଟ୍ରପତି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଭାଷଣ ଦେଉଥିବା ବେଳେ...
ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କୁ ସ୍ବାଗତ କଲେ, କଡା ବାଣୀ ବି ଶୁଣେଇଲେ
ଗୋଆ ଏସସିଓ ସମ୍ମିଳନୀରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲଓ୍ବାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କୁ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସ୍ବାଗତ କରିଛନ୍ତି । ସ୍ବାଗତ କରିବାର କିଛି ସମୟ ପରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଆତଙ୍କବାଦ ପ୍ରସଙ୍ଗ ଉପରେ କଡା...
ଜନ୍ମମାଟିରେ ରାଷ୍ଟ୍ରପତି
ନିଜ ଜନ୍ମମାଟିର ବାସ୍ନା, ବଣପାହାଡ ଘେରା ଗାଁ, ଝରଣାର କୁଳୁକୁଳୁ ଶବ୍ଦ, ମୟୁରଭଞ୍ଜର ପ୍ରାକୃତିକ ଶୋଭାରାଜିରେ ଅନେକଥର ବିଭୋର ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମାତ୍ର ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଆଜି ନିଜ ଜନ୍ମମାଟିରେ ପାଦ...
ନ’ ତାରିଖରେ ଆସିପାରେ ବାତ୍ୟା ‘ମୋଚ୍ଚା’
ଆସନ୍ତା 6 ତାରିଖ ସୁଦ୍ଧା ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ଏବଂ ପରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଲଘୁଚାପ ଅବପାତରେ ପରିଣତ ହୋଇ ଯଦି ବାତ୍ୟା ରୂପ ନିଏ, ତେବେ ଆଉ...
ବିଲକିସ୍ ବାନୋ ଦୁଷ୍କର୍ମକାରୀଙ୍କୁ ସରକାର କ୍ଷମା ଦେଲେ କାହିଁକି
2002 ଗୋଧ୍ରା ଦଙ୍ଗା ସମୟର ବହୁଚର୍ଚ୍ଚିତ ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ ଆଜୀବନ ଜେଲ୍ ଦଣ୍ଡ ଭୋଗୁଥିବା 11 ଜଣ ଦୋଷୀଙ୍କୁ ଗୁଜରାଟ ଓ କେନ୍ଦ୍ର ସରକାର କ୍ଷମା କରିଦେବା ମାମଲାର ଶୁଣାଣୀ କରିବା ପାଇଁ ସୁପ୍ରିମକୋର୍ଟ ଆସନ୍ତା ମେ...
ଆସନ୍ତା 6 ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ, ସରକାର ଆଗୁଆ ସଜାଗ
ଆସନ୍ତା 6 ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଓ ଲଘୁଚାପକୁ ନେଇ...



















