36.1 C
Bhubaneswar
Monday, May 20, 2024
-Advertisement-

ନବୀନ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ପୁଣି ଥରେ ଲୋକପ୍ରିୟତାର ଶୀର୍ଷରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ସାରା ଦେଶରେ କେଉଁ ମୁଖ୍ୟମନ୍ତ୍ରୀ କେତେ ଲୋକପ୍ରିୟ ତାକୁ ନେଇ ସର୍ଭେ କରାଯାଇଛି । ଏ ସର୍ଭେରେ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ୧ ନମ୍ବରରେ...

ବିମୁଦ୍ରାକରଣକୁ ୨ ବର୍ଷ: ଫେରିଲାନି କଳାଟଙ୍କା

ବିମୁଦ୍ରାକରଣକୁ ପୁରିଗଲା ଦୁଇବର୍ଷ. ହେଲେ ଫେରିଲାନି କଳାଟଙ୍କା. ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣ ଘୋଷଣା କରିଥିଲେ । ଦୁର୍ନୀତି ଓ କଳାଟଙ୍କା ବିରୋଧରେ ଏହା ଏକ ଲଢେଇ ବୋଲି ମୋଦୀ କହିଲେ । ସେହିଦିନ ମଧ୍ୟ...

‘ପଛ ସିଟରେ ବି ପିନ୍ଧ ସିଟ୍ ବେଲ୍ଟ’

ସଡକ ଦୁର୍ଘଟଣାରେ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ଏବେ ସଡକ ସୁରକ୍ଷାକୁ ନେଇ ଚିନ୍ତା ବଢିଯାଇଛି । ରବିବାର ସଡକ ଦୁର୍ଘଟଣାରେ ଆଖି ବୁଜିଥିଲେ ସାଇରସ ମିସ୍ତ୍ରୀ । ଗାଡିର ପଛରେ ବସିଥିଲେ ମଧ୍ୟ ସିଟ୍ ବେଲ୍ଟ ନବାନ୍ଧିବା...

ଆଜିଠୁ ଶିରିଡି ବନ୍ଦ

ଆଜିଠୁ ଶିରିଡି ବନ୍ଦ । ମହାରାଷ୍ଟ୍ରର ଅହମ୍ମଦ ନଗର ଜିଲ୍ଲାରେ ଥିବା ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟର ଦୃଢ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶିରିଡିରେ ବନ୍ଦ ଡାକରା ଦେଇଛି ସାଇ ବାବା ସଂସ୍ଥାନ...

କାଲି କିଏ ନେବେ ଶପଥ, କାହା ପାଖକୁ ଯାଇଛି ଫୋନ୍ କଲ୍

କାଲି ସକାଳେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ କିଏ କିଏ ନୂଆ ମୁହଁ ସାମିଲ ହେବେ, ତାକୁ ନେଇ ଚର୍ଚ୍ଚା । ମନ୍ତ୍ରୀମଣ୍ଡଳ ପୁର୍ନଗଠନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଲୋକସେବା ଭବନରେ ଶପଥ ପାଠ ପାଇଁ ସମସ୍ତ କାର୍ଯ୍ୟକ୍ରମ...

ନାବାଳିକାକୁ ଗଣଦୁଷ୍କର୍ମ

ପୁଣି ଏକ ନିର୍ଯାତନାର କାହାଣୀ । ବ୍ରହ୍ମପୁର ସଦର ଅଞ୍ଚଳରେ ଜଣେ ଦଶ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହେଇଛି । ନାବାଳିକା ଜଣକ ଘରେ ଏକାକୀ ଥିବାର ସୁଯୋଗ ନେଇ ତିନିଜଣ ନାବାଳକ ଘରେ ପଶିଥିଲେ ଏବଂ ନାବାଳିକାକୁ...
video

ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା : ହିଂଜିଳି ଓ ବିଜେପୁରରୁ ଲଢିବେ ନବୀନ

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି. ନବୀନ ନିବାସରେ ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ ସେ ନିଜେ ହିଂଜିଳିକାଟୁ ଓ ବିଜେପୁର ବିଧାନସଭା ଆସନରୁ ଲଢିବେ...

ପୁଣି ଗାଏବ୍ ହେଲା ଆଉ ଜଣେ ଶିଶୁ

ଗଜପତି ଜିଲ୍ଲା କାଶିନଗର ଏନଏସି କୁମୁଟି ସାହିର ଜଣେ ଶିଶୁ ନିଖୋଜ ହୋଇଯାଇଛି । ଗତକାଲି ଯାମ୍ମି ମନ୍ମଧାଙ୍କ ପୁଅ ଯାମ୍ମୀ ହାର୍ଦ୍ଦିକ ଖେଳୁଥିବାବେଳେ ହଠାତ ନିଖୋଜ ହୋଇଯାଇଥିଲା । ଦୁଇଜଣ ଅଜଣା ବ୍ୟକ୍ତି ବାଇକ୍‌ରେ ଆସି ଜାମିଙ୍କୁ ଉଠାଇନେଇଥିବା...

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ 

ମେ ୨୯ ବୁଧବାରଠାରୁ ଆରମ୍ଭ ହେଲା ନବୀନଙ୍କ ପଂଚମ ଇନିଂସ ।  ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜଧାନୀ ଭୁବନେଶ୍ୱରର ୟୁନିଟ-୩ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ...

ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର

ଅତିରିକ୍ତ ଏଏସପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । କୋଟି କୋଟି ଟଙ୍କାର ଆୟ ବର୍ହିଭୁତ ସଂପତ୍ତି ଠୁଳ କରିବା ଅଭିଯୋଗରେ ନିକଟରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ ତ୍ରିନାଥ । ଏପର୍ଯ୍ୟନ୍ତ ରାଜ୍ୟ ସରକାର...
- Advertisement -

Latest article

ଯାଜପୁରିଆ ଠିକାଦାରଙ୍କ ଘରେ ଆଇଟି ରେଡ୍

ରାଜଧାନୀ ଭୁବନେଶ୍ବର ଏଲଆଇସି ଅଫିସ ନିକଟରେ ରହିଥିବା ଏକ ଫର୍ଚ୍ୟୁନର ଗାଡିରୁ ଜବତ ହୋଇଛି ପାଞ୍ଚ କୋଟି ଟଙ୍କା । କୌଣସି ସୂତ୍ରରୁ ଖବର ପାଇ ଆୟକର ବିଭାଗ ଏହି ଗାଡିକୁ ଜବତ...

ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ

ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ...

କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ

ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ...