ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ଶିଳାନ୍ୟାସ
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପୂର୍ବରୁ ମହାନଦୀ ଉପରେ ଦୁଇଟି ହାଇ ଲେବଲ ବ୍ରିଜର ଶିଳାନ୍ୟାସ କରାଯାଇଛି । ଭିଡିଓ କନଫରନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ବୃହତ ପୋଲର ଶିଳାନ୍ୟାସ କରିଛନ୍ତି...
୧୪ ମନ୍ତ୍ରୀ, ବିଧାୟକ ଯିବେନି ବିଧାନସଭା
ରାଜ୍ୟର ୧୪ ଜଣ ମନ୍ତ୍ରୀ , ବିଧାୟକ କରୋନା ପଜିଟିଭ୍ ଚିହ୍ନଟ । କାଲି ୨ ଚିହ୍ନଟ ହୋଇଥିଲେ । ଆଜି ଆଉ ୧୨ ଜଣ କରୋନା ଚିହ୍ନଟ ହୋଇଛନ୍ତି । ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ସମୀର ଦାଶ...
ନାବାଳିକା ଗଣଦୁଷ୍କର୍ମ ଘଟଣା : ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ
କମିଶନରେଟ ପୋଲିସକୁ ନାବାଳିକା ଗଣଦୁଷ୍କର୍ମ ଘଟଣାର ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ । ପୋଲିସ ଏହି ଘଟଣାର ତଦନ୍ତ କରୁଥିଲେ ହେଁ ଏପର୍ଯ୍ୟନ୍ତ ତଦନ୍ତରେ କେତେ ଅଗ୍ରଗତି ହୋଇଛି, ତାହାର ସବିଶେଶ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି...
୧୬ ମୃତ, ୩୨୩୫ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଆଜି ୩୨୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୨୩୫ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୯୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୩୨୦ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୨...
କେବେ ବଦଳିବ ମାନସିକତା?
ଝିଅଟିଏ ଜନ୍ମ ହେଲେ ବାପା ମାଆଙ୍କର ଚିନ୍ତା ବଢିଯାଏ । କେହି କେହି ଝିଅଟିକୁ ବୋଝ ବୋଲି ଭାବନ୍ତି । ପୁଅଙ୍କ ତୁଳନାରେ ଝିଅଙ୍କୁ ସମାନ ନଜରରେ ଦେଖାଯାଏନି । ଯଦିଓ ଆଜି ଦିନରେ ଝିଅମାନେ ସବୁ କ୍ଷେତ୍ରରେ ପୁଅଙ୍କଠୁ...
ବିକ୍ଷୋଭ କରିପାରିବେନି କୌଣସି ସଙ୍ଗଠନ
ବିଧାନସଭାବେଳେ ବିକ୍ଷୋଭ ମନା । ରାଜ୍ୟ ସରକାରଙ୍କ କୋଭିଡ ନିୟମ କଟକଣା ଅନୁସାରେ କମିଶନରେଟ ପୋଲିସ ପକ୍ଷରୁ ଗାନ୍ଧିମାର୍ଗରେ କୌଣସି ସଙ୍ଗଠନକୁ ବିକ୍ଷୋଭ ପାଇଁ ଅନୁମତି ଦିଆଯାଇନି । ମୌସୁମୀ ଅଧିବେଶନ ସମୟରେ ବିକ୍ଷୋଭ କିମ୍ବା ରାଲି ନକରିବାକୁ ପୋଲିସ...
୧୪ ମୃତ, ୩୯୨୨ କରୋନା ଆକ୍ରାନ୍ତ ଚିହ୍ନଟ
ଆଜି ରାଜ୍ୟରେ ୧୪ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । କଟକ ଓ ଖୋର୍ଦ୍ଧାରୁ ୩ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ଯାଜପୁର ଓ କେନ୍ଦ୍ରାପଡାରୁ ୨ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ବଲାଙ୍ଗିର, ଢେଙ୍କାନାଳ,...
ସମାଜ ବିକାଶ ମିଶନର ଏମାନେ ରିଅଲ ଯୋଦ୍ଧା
ଏମାନେ ଜଣେ ଜଣେ ହେଉଛନ୍ତି ରିଅଲ ଯୋଦ୍ଧା । ମହାମାରୀ କରୋନା ପ୍ରତିଦିନ ମୂଲ୍ୟବାନ୍ ଜୀବନ ନେଉଛି । ଯେଉଁ ବ୍ୟକ୍ତିର କରୋନାରେ ମୃତ୍ୟୁ ଘଟୁଛି ସେମାନଙ୍କୁ ନିଜ ପରିବାର ଲୋକ କିମ୍ବା ଆତ୍ମୀୟ ସ୍ୱଜନ ଶବ...
ନାଗକୁ ଦେଲେ ନୂଆ ଜୀବନ
କୂଅରେ ପଡି ଛଟପଟ ହେଉଥିଲା ନାଗ ସାପ । ଆଉ ଖବର ପାଇ କୂଅ ପାଖରେ ପହଁଞ୍ଚିଥିଲେ ସାପ ଧରାଳି କୃଷ୍ଣଚନ୍ଦ୍ର ଗୋଛାୟତ ଓ ତାଙ୍କ ସ୍ତ୍ରୀ ସସ୍ମିତା ଗୋଛାୟତ । ସସ୍ମିତା ସାଙ୍ଗେ ସାଙ୍ଗେ ବୁଦ୍ଧି ପ୍ରୟୋଗ କରି...
ରେକର୍ଡ କରୁଛି ଖୋର୍ଦ୍ଧା ଜିଲ୍ଲା
ଆଜି ରାଜ୍ୟରେ କରୋନା ନେଇଛି ୧୬ ଜଣଙ୍କ ଜୀବନ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କୋରାପୁଟ ଓ ପୁରୀରୁ ୩ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ବାଲେଶ୍ୱର, ବଲାଙ୍ଗିର ଓ କଟକରୁ...



















