36.1 C
Bhubaneswar
Monday, May 20, 2024
-Advertisement-
video

ପ୍ରବାସରେ ଓଡିଆ ମହକ: ଶିବ ରଞ୍ଜନ ମହାପାତ୍ର

ନିଜ ଗାଁ ଭିଟାମାଟି ଛାଡି ବୃତ୍ତି ପାଇଁ ବିଦେଶରେ ରହୁଛନ୍ତି ଅନେକ ଓଡିଆ । କିଏ ବିଶ୍ୱଦରବାରରେ ଓଡିଶାର କଳା ଓ ସଂସ୍କୃତିର ପ୍ରସାର ପ୍ରଚାର ଦିଗରେ କାର୍ଯ୍ୟ କରୁଛନ୍ତି ତ ଆଉ କିଏ ନିଜ ପ୍ରତିଭା ବଳରେ ସାରା...
video

ଓଃ…କି ଭୟଙ୍କର…ଏମିତି କଣ ଘଟିପାରେ ?

ରାସ୍ତାରେ ଗଲାବେଳେ ଅନେକ ଦୁର୍ଘଟଣା ଆମେ ଦେଖିଛେ. ମାତ୍ର ଆପଣ ଏମିତି ଦୃଶ୍ୟ କେବେ ବି ଦେଖି ନଥିବେ. ଏ ରିପୋର୍ଟ ସଂଲଗ୍ନ ଭିଡିଓ ଉପରେ ନଜର ପକାନ୍ତୁ. ରାସ୍ତାରେ ଯାଉଥିବା ଅନେକ ଗାଡି ମଟର ଭିତରେ ଜଣେ ବାଇକ...

ମୂଷା ଗଛ !

  ପିଲାବେଳେ ଯଦି ତରଭୁଜର ମଂଜି ପେଟକୁ ଚାଲିଯାଉଥିଲା ଆମେ ଭାବୁ ଏହା କେମିତି ଗଛ ନ ହେଇଯାଉ . ଯଦିଓ ଗୋଟେ ପ୍ରାଣୀର ଶରୀରରେ ଗଛ ଉଠିବା କଥା ଆପଣ ଶୁଣିନଥିବେ, କିନ୍ତୁ ଏହା ସତ . ତେବେ ଏପରି ...

ସ୍ୱାଧୀନତା ଦିବସକୁ ନେଇ କିଛି ରୋଚକ ତଥ୍ୟ…

  15 ଅଗଷ୍ଟ 1947 ମସିହାରୁ ଭାରତ ପ୍ରତିବର୍ଷ ଏହି ଦିନଟିକୁ ଅତି ଗୁରୁତ୍ୱପୂର୍ଣ୍ଣ ଦିନ ଭାବରେ ପାଳନ କରିଆସିଛି . ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଏବଂ ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଅଧିକାର ଦିଆଯାଏ ....

ମୋଦୀଙ୍କ ପିଲାଦିନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଲ୍ୟ ଜୀବନୀ ଉପରେ ଆଧାରିତ କ୍ଷୁଦ୍ର ପ୍ରାମାଣିକ ଫିଲ୍ମ ‘ଚଲୋ ଜିତେ ହେଁ’ ସ୍ଥାନୀୟ ସୋଆ ଅଡିଟୋରିଅମରେ ସ୍କ୍ରିନିଂ ହୋଇଛି। ପୂର୍ବରୁ ରାଷ୍ଟ୍ରପତି ଭବନରେ ଏହାର ସ୍କ୍ରିନିଂ ହୋଇସାରିଥିବାବେଳେ ଓଡିଶାରେ ଏହା ପ୍ରଥମ ସ୍କ୍ରିନିଂ ହୋଇଛି...

ନିକହା..ତିନ୍ ତଲାକ୍…ହଲାଲା

ଦୁଷ୍କର୍ମ ଓ ନାରୀ ନିର୍ଯାତନାକୁ ନେଇ ପ୍ରତିଦିନ ଏଭଳି କିଛି ଘଟଣା ଘଟୁଛି ଯାହା ସାମାଜିକ ମୂଲ୍ୟବୋଧ ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି. ଲାଗୁଛି ଯେମିତି ଆମ ଭିତରୁ ମାନବିକତା କ୍ରମଶଃ ମରି ମରି ଯାଉଛି. ଉତ୍ତର...

ସଇତାନ୍ ବାପା-ମାଆ ! ଝିଅକୁ ଜିଅନ୍ତା ପୋତିଦେଲେ

ଉତ୍ତରପ୍ରଦେଶର ମୁରାଦାବାଦ୍ ରେ ଏଭଳି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ ଚକିତ କରାଇ ଦେବ.  ହଁ ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଟା ସତ..ନିଜେ ଜନ୍ମ ଦେଇଥିବା ବାପା ମା 7 ବର୍ଷ ର ଝିଅକୁ ଘର ଅଗଣାରେ...

କଳିଯୁଗର ଶ୍ରବଣ କୁମାର !

  ନିଜ ମାତାପିତାଙ୍କ ସେବା କରିବା ଏବେ ହୁଏତ ଆଉ ଦେଖିବାକୁ ମିଳୁନି । କିନ୍ତୁ ଏମିତି କିଛି ଦୃଶ୍ୟ ଆମ ସାମ୍ନାକୁ ଆସିଛି । ନିଜ ପିତାମାତାଙ୍କ ସେବା କରିବା ସହିତ ବାଉଁଶ ଭାରରେ କାନ୍ଧରେ ବୋହି ତୀର୍ଥଯାତ୍ରା କରାଇଛନ୍ତି...

ଚତୁର ନବୀନ

ରାଜନୀତିର ର ଅକ୍ଷର ଜାଣିନଥିବା ନବୀନ ରାଜନୀତିରେ କେମିତି ସଫଳ ହେଲେ ? ତାଙ୍କ ଲାଇଫ ଷ୍ଟାଇଲ କେମିତି ? ଏମିତି ନବୀନଙ୍କ ଅନେକ ରହସ୍ଯପୂର୍ଣ୍ଣ ତଥ୍ୟ ଉନ୍ମୋଚିତ ହୋଇଛି ପୁସ୍ତକ “ନବୀନ ପଟ୍ଟନାୟକ’ ରେ. ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ...

ସ୍ୱଚ୍ଛ ଭାରତ ଅଭିଯାନର ସଫଳତା, ୫ ବର୍ଷରେ ରକ୍ଷା ହୋଇଛି ୩ଲକ୍ଷ ଜୀବନ

ନୂଆଦିଲ୍ଲୀ(ଏଜେନ୍ସି): ଭାରତ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନ ଯୋଗୁଁ ଗତ ୫ବର୍ଷ ମଧ୍ୟରେ ପ୍ରାୟ ୩ଲକ୍ଷ ଲୋକଙ୍କ ଜୀବନ ରକ୍ଷା ହୋଇପାରିଛି । ଏମିତି ଏକ ରିପୋର୍ଟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁ୍ଏଚ୍ଓ) ପକ୍ଷରୁ ପ୍ରକାଶ...
- Advertisement -

Latest article

ଯାଜପୁରିଆ ଠିକାଦାରଙ୍କ ଘରେ ଆଇଟି ରେଡ୍

ରାଜଧାନୀ ଭୁବନେଶ୍ବର ଏଲଆଇସି ଅଫିସ ନିକଟରେ ରହିଥିବା ଏକ ଫର୍ଚ୍ୟୁନର ଗାଡିରୁ ଜବତ ହୋଇଛି ପାଞ୍ଚ କୋଟି ଟଙ୍କା । କୌଣସି ସୂତ୍ରରୁ ଖବର ପାଇ ଆୟକର ବିଭାଗ ଏହି ଗାଡିକୁ ଜବତ...

ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ

ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ...

କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ

ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ...