14 ବର୍ଷ ତଳୁ ଅପହରଣ କରି ଦୁଷ୍କର୍ମ କରୁଥିଲା
ତାକୁ ଯେତେବେଳେ 19 ବର୍ଷ ବୟସ ହୋଇଥିଲା, ସେତେବେଳେ ତାକୁ ଅପହରଣ କରାଯାଇଥିଲା । ଅପହରଣକାରୀ ତାକୁ ଘର ଭିତରେ ବନ୍ଦୀ ରଖି ଦେହର ଭୋକ ମେଣ୍ଟାଉଥିଲା । ସବୁବେଳେ ଘରେ ବନ୍ଦୀ ରଖି ଘର କାମ କରାଉଥିଲା ।...
ଅପହରଣ ଭାବି ଡ୍ରାଇଭରକୁ ଗୁଳି କରିଦେଲେ ଯୁବତୀ
ବୟଫ୍ରେଣ୍ଡ ଘରକୁ ଯିବା ପାଇଁ ଉବେରକୁ ଫୋନ କରି ଗାଡି ମଗାଇଲେ । ଉବେର କାର୍ ଆସିବା ପରେ ଯୁବତୀ କାରରେ ବସିଲେ । ମାତ୍ର କିଛି ବାଟ କାର୍ ଯିବା ପରେ ଯୁବତୀଙ୍କୁ ଲାଗିଲା, କାର୍ ଡ୍ରାଇଭର ତାଙ୍କୁ...
ଗିରଫ ପରେ ଜାମିନରେ ମୁକୁଳିଲେ ଟ୍ରମ୍ପ
ଆମେରିକା ପୂର୍ବତନ ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ ମିୟାମି କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ପରେ ସେ ଜାମିନରେ ମୁକୁଳିଛନ୍ତି । ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଗିରଫ କରାଯିବା ଆମେରିକା ଇତିହାସରେ ଏହା ପ୍ରଥମ ଘଟଣା...
ଟୁଇଟର୍ ସିଇଓ ହେବେ ଲିଣ୍ଡା ୟାକାରିନୋ !
ଟୁଇଟରର ନୂଆ ସିଇଓ ହୋଇପାରନ୍ତି ଲିଣ୍ଡା ୟାକାରିନୋ । ଏନବିସି ୟୁନିଭର୍ସାଲର ଆଡଭର୍ଟାଇଜିଂ ହେଡ୍ ଭାବେ କାର୍ଯ୍ୟ କରୁଥିବା ଲିଣ୍ଡା ୟାକାରିନୋ ଟୁଇଟର୍ ସିଇଓ ଭାବେ ଦାୟିତ୍ବ ନେବା ନେଇ ଚର୍ଚ୍ଚା ହେଉଛି । ଟୁଇଟର ପାଇଁ ଜଣେ ନୂଆ...
ଆଇଏସଆଇ ବିରୋଧରେ କହିବା ଇମ୍ରାନଙ୍କୁ ମହଙ୍ଗା ପଡିଲା
ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ଜଣେ ବରିଷ୍ଠ ଅଧିକାରୀଙ୍କୁ ଆଙ୍ଗୁଳି ଦେଖାଇବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମହଙ୍ଗା ପଡିଲା । ଇମ୍ରାନ ଖାନ୍ ଆଇଏସଆଇର ବରିଷ୍ଠ ଅଧିକାରୀ ମେଜର ଜେନେରାଲ ଫଇଜଲ ନାଜିରଙ୍କୁ ଆକ୍ଷେପ କରିଥିଲେ । ସେ...
ବ୍ରିଟେନ ରାଜା ଚାର୍ଲସ ତୃତୀୟଙ୍କ ଭବ୍ୟ ରାଜ୍ୟାଭିଷେକ
ଆଜିଠୁ ବ୍ରିଟେନରେ ଆରମ୍ଭ ହେଲା ରାଜା ଚାର୍ଲସ ତୃତୀୟଙ୍କ ରାଜୁତି । ରାଣୀ ଏଲିଜାବେଥଙ୍କ ଦେହାନ୍ତ ପରେ ଚାର୍ଲସ ତୃତୀୟ ଯଦିଓ ରାଜଗାଦିରେ ବସିଥିଲେ, ମାତ୍ର ବିଧିବଦ୍ଧ ଭାବେ ତାଙ୍କର ରାଜ୍ୟାଭିଷେକ ହୋଇନଥିଲା । ଆଜି ବଙ୍କିଙ୍ଗହାମ ରାଜପ୍ରାସାଦରେ ଚାର୍ଲସ...
ଚୀନର ନୂଆ ନାମକରଣ ତାଲିକାକୁ ଅଗ୍ରାହ୍ୟ କଲା ଭାରତ
ଅରୁଣାଚଳ ପ୍ରଦେଶର ଏଗାରଟି ସ୍ଥାନର ନୂଆ ନାଁ ଦେଇଛି ଚୀନ । ଚୀନ ସରକାର ପ୍ରକାଶ କରିଥିବା ନୂଆ ନାମକରଣ ତାଲିକାରେ ଅରୁଣାଚଳ ପ୍ରଦେଶର ପାଞ୍ଚଟି ଶୃଙ୍ଗ ରହିଥିବା ବେଳେ ଦୁଇଟି ଆବାସିକ ସ୍ଥାନ, ଦୁଇଟି ସ୍ଥଳଭାଗ ଅଞ୍ଚଳ ଏବଂ...
ତୃତୀୟ ଥର ପାଇଁ ଚୀନ ରାଷ୍ଟ୍ରପତି ପଦରେ ସି ଜିନପିଙ୍ଗ୍
ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ପଦରେ ସି. ଜିନପିଙ୍ଗ୍ । ଚୀନ ସଂସଦ ସି. ଜିନପିଙ୍ଗଙ୍କ ଉପରେ ଦୃଢ ଆସ୍ଥା ପ୍ରକଟ କରିବା ସହ ପୁଣିଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଛି । ଆଜିଠାରୁ ଆଉ ପାଞ୍ଚବର୍ଷ ପାଇଁ...
ମୃତ୍ୟୁସଂଖ୍ୟା ୨୪ ହଜାର ପାର୍
ତୁର୍କୀ ଓ ସିରିଆର ଛାତିଥରା ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୨୪ ହଜାର ପାର୍ ହୋଇଛି । ଏବେ ବି ଭଙ୍ଗା କୋଠା ତଳେ ଫସି ରହିଛନ୍ତି ହଜାର ହଜାର ଲୋକ । ଯୁଦ୍ଧକାଳୀନ ଭିତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ସତ୍ତ୍ୱେ...
ପାକିସ୍ତାନର ନୂଆ ସେନା ମୁଖ୍ୟ
ପାକିସ୍ତାନର ନୂଆ ସ୍ଥଳସେନା ମୁଖ୍ୟ ହେବେ ଲେଫନାଣ୍ଟଜେନେରାଲ ସୟଦ ଅସିମ ମୁନିର । ଗୁରୁବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ୍ ସରିଫ ଦେଶର ନୂତନ ସେନା ମୁଖ୍ୟଙ୍କ ନାଁ ଘୋଷଣା କରିଛନ୍ତି । ସେନା ମୁଖ୍ୟ...


















