୩ଟା ଯାଏଁ ଗୃହ ମୁଲତବି
ବିଧାନସଭାରେ ‘ପରୀ’ ଝଡ । ‘ପରୀ’ ପ୍ରସଙ୍ଗ ଉଠାଇ ଗୃହରେ ବିରୋଧୀଙ୍କ ହୋ ହଲ୍ଲା । ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ପରୀ ପ୍ରସଙ୍ଗ ଉଠାଇ ଗୃହରେ ହୋ ହଲ୍ଲା କରିଥିଲେ । ପ୍ରବଳ ହଟ୍ଟଗୋଳ ପାଇଁ...
ସାମ୍ବାଦିକଙ୍କର ମୃତ୍ୟୁ ହେଲେ ପରିବାରକୁ ମିଳିବ ୪ ଲକ୍ଷ
ସାମ୍ବାଦିକଙ୍କୁ କଥା ଦେଇ କଥା ରଖିଲେ ସରକାର । ସାମ୍ବାଦିକଙ୍କର ମୃତ୍ୟୁ ହେଲେ ୪ ଲକ୍ଷ ଏବଂ ପିଲାଙ୍କୁ ମିଳିବ ପଢା ଖର୍ଚ୍ଚ । ଗୃହ ଋଣ ସହ ସରକାର ଦେବେ ୪ ଲକ୍ଷ । କାର୍ଯ୍ୟରତ ସାମ୍ବାଦିକଙ୍କ ସାମାଜିକ...
ପରୀ ମାମଲାରେ ଅରୁଣଙ୍କ ସଂପୃକ୍ତି ନେଇ ସରପଞ୍ଚଙ୍କ ବିସ୍ଫୋରକ ବୟାନ
ନୂଆ ମୋଡ ନେଉଛି ପରୀ ହତ୍ୟା ମାମଲା I ସରକାର ପରୀ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଆଦେଶ ଦେଇଥିଲେ ମଧ୍ୟ ନିଆଁ ଲିଭିବା ବଦଳରେ ହୁତୁହୁତୁ ହୋଇ ଜଳୁଛି I ବିଜେପି ମହିଳା ମୋର୍ଚ୍ଚାର ପ୍ରତିବାଦ ପରେ...
ନିଆରା କଳା : ଦିଆସିଲ କାଠିରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ
ପଚିଶ ବର୍ଷ ପରେ ମହାପ୍ରଭୁ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ହେବö ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଥିଲା ö ମାତ୍ର କରୋନା କଟକଣା ଆଳରେ ସରକାର କଟକଣା ଜାରି କରି ଦେଇଛନ୍ତି...
ନାଗାର୍ଜୁନ ବେଶ ପାଇଁ ୧୪୪ ଧାରା
ନାଗାର୍ଜୁନ ବେଶ ପାଇଁ ପୁରୀରେ ୧୪୪ ଧାରା ଜାରି । ଆଜି ରାତି ୨ଟାରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନାଗାର୍ଜୁନ ବେଶ ଲାଗି ହେବ । ୨୫ ବର୍ଷ ପରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ହେଉଛି । ଏଥିପାଇଁ ଯଦିଓ...
ବିବୃତି ଦେଲେ ଅରୁଣ, ଯିଏ ବି ଦୋଷୀ ସିଏ ଦଣ୍ଡିତ ହେଉ
ପରୀ ମୃତ୍ୟୁକୁ ନେଇ ରାଜନୀତି ଜୋର୍ ଧରିଥିବା ବେଳେ ବିଧାନସଭାରେ ବିବୃତି ଦେଇଛନ୍ତି ମନ୍ତ୍ରୀ ଅରୁଣ ସାହୁ I ପରୀକୁ ନ୍ୟାୟ ଦେବା ପାଇଁ ରାଜ୍ୟ ସରକାର ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦେଇଥିବା ଆଦେଶକୁ ସ୍ବାଗତ...
ବ୍ୟାଙ୍କ ଲୁଟ୍ ଘଟଣାରେ ଫିଟୁଛି ଗୁମର
କଟକ ବ୍ୟାଙ୍କ ଲୁଟ୍ ଘଟଣାରେ ଫିଟୁଛି ଗୁମର । ସନ୍ଦେହରେ ମହିଳା କର୍ମଚାରୀଙ୍କ ଭୂମିକା । କଟକ ନୟାସଡକ ସ୍ଥିତ ଆଇଆଇଏଫଏଲ ବ୍ୟାଙ୍କ ଲୁଟ ଘଟଣାରେ ଗୁମର ଫିଟିବାରେ ଲାଗିଛି । ଏହି ବଡ ଲୁଟରେ ୭ ଜଣ ନୁହେଁ...
ପରୀ ପାଇଁ କମ୍ପିଲା ଗୃହ
ପରୀ ମୃତ୍ୟୁ ପ୍ରସଙ୍ଗରେ ଆଜି ବିଧାନସଭାରେ ହଙ୍ଗାମା ହୋଇଛି । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ହଙ୍ଗାମା କରିଥିଲେ ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ପ୍ରବଳ ହୋହଲ୍ଲା କରିଥିଲେ । ବିଜେପିର ସଦସ୍ୟମାନେ...
ବିଭିନ୍ନ ଟ୍ରେଡ୍ ୟୁନିୟନର ୨୪ ଘଣ୍ଟିଆ ଧର୍ମଘଟ
ବିଭିନ୍ନ ଟ୍ରେଡ ୟୁନିୟନର ୨୪ ଘଣ୍ଟିଆ ହରତାଳ । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ଦେଶବ୍ୟାପୀ ସକାଳ ୬ରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ହରତାଳ କରାଯାଉଛି । ଅତି କମରେ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ...
ସ୍ମାର୍ଟ ଫୋନ୍ ପାଇଁ କ୍ଷେତରେ ମୁଲ ଲାଗୁଛନ୍ତି ଭାଇ-ଭଉଣୀ
ଅନଲାଇନ ଶିକ୍ଷାର ବିକଳ ଚିତ୍ର । କଅଁଳ ହାତରେ ଦା’ । କଅଁଳ ପାଦ କ୍ଷେତରେ । ଅନଲାଇନରେ ପାଠ ପଢିବାକୁ ହେଲେ ଦରକାର ସ୍ମାର୍ଟଫୋନ । ଆଉ ସ୍ମାର୍ଟଫୋନ ପାଇଁ ଏବେ ଭାଇ ଭଉଣୀ କ୍ଷେତରେ ମୁଲ...

















