ଆଗ ରିପୋର୍ଟ, ପରେ ପ୍ରଚାର
କରୋନା ପାଇଁ କରୋନିଲ ଓ ଶ୍ୱାସରୀ । ମହାମାରୀ କରୋନା ପାଇଁ ଦୁଇଟି ଔଷଧ ଲଞ୍ଚ୍ କରିଛି ଦେଶର ଆୟୁରବେଦିକ କମ୍ପାନୀ ପତଞ୍ଜଳି। କରୋନାର ଔଷଧ ବାହାର କରିଥିବା ନେଇ ଘୋଷଣା କରିଛି ବାବା ରାମଦେବଙ୍କ ପତଞ୍ଜଳୀ କମ୍ପାନୀ ।...
ଭୁବନେଶ୍ୱରରୁ ୨୨ କରୋନା ପଜିଟିଭ୍ ଚିହ୍ନଟ
ଆଜି ଭୁବନେଶ୍ୱରରୁ ସର୍ବାଧିକ ୨୨ କରୋନା ଆକ୍ରାନ୍ତ ଚିହ୍ନଟ । ୨୨ରୁ ୩ କ୍ୱାରେଣ୍ଟିନ୍ ୧୯ ଲୋକାଲ କେସ୍ ରହିଛି । ୧୯ ଲୋକାଲ କେସ୍ ମଧ୍ୟରୁ ୧୬ ଜଣ ଏକ ଘରୋଇ ହସ୍ପିଟାଲ କର୍ମଚାରୀ । ୧୬ ଜଣଙ୍କ...
ଜୁଲାଇରେ କରୋନା ସଙ୍କ୍ରମଣ ଅଧିକ ରହିବ
ଜୁଲାଇ ମାସରେ କରୋନା ସଙ୍କ୍ରମଣ ଅଧିକ ରହିବ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ନିରଞ୍ଜନ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ଓଡିଶାରେ ଗୋଷ୍ଠୀ ସଙ୍କ୍ରମଣ ହୋଇନି । ଓଡିଶାରେ ଯେଉଁମାନେ ସଙ୍କ୍ରମଣ ହେଉଛନ୍ତି ସେଥିମଧ୍ୟରୁ ଅଧିକ ଲକ୍ଷଣ...
ସିଲ୍ ହେଲା ବ୍ଲୁ ହ୍ୱିଲ୍ ହସ୍ପିଟାଲ
ମଞ୍ଚେଶ୍ୱର ରେ ଥିବା ବ୍ଲୁ ହ୍ୱିଲ୍ ହସ୍ପିଟାଲ କୁ ଆଜି ସିଲ୍ କଲା ବିଏମସି । କାରଣ କୋଭିଡ଼୍ ଗାଇଡ଼୍ଲାଇନ୍ ନିୟମ କୁ ଅମାନ୍ୟ କରି ହସ୍ପିଟାଲ ଚାଲୁ ରହିଥିବା ଜଣା ପଡ଼ିଥିଲା । ଗତ୨୩ ତାରିଖ ଦିନ ହସ୍ପିଟାଲ...
ଆଜି ୨୮୨ ପଜିଟିଭ୍ , କେଉଁ ଜିଲ୍ଲାରୁ କେତେ
ଆଜି ରାଜ୍ୟରେ ପୁଣି ୨୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୮୨ ସଙ୍କ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନର ୨୫୬ଜଣ ଥିଲା ବେଳେ ସ୍ଥାନୀୟ ଅଞ୍ଚଳ ରୁ ୨୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୁଧବାର ଚିହ୍ନଟ ରୋଗୀଙ୍କ...
ଶୃଙ୍ଖଳାରେ ଗୁଣ୍ଡିଚା ମନ୍ଦିରରେ ପହଁଞ୍ଚିଲେ ତିନି ଠାକୁର
ବିନା ଭକ୍ତରେ ଶୃଙ୍ଖଳା ଭିତରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ସକାଳ ୭ଟାରୁ ତିନି ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିବାବେଳେ ନିର୍ଦ୍ଧାରିତ କାର୍ଯ୍ୟସୂଯୀ ଅନୁଯାୟୀ ରିତିନୀତି ଶେଷ ହୋଇଥିଲା । ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରା ପହଁରା...
କେବଳ ବଡ ଦାଣ୍ଡରେ ଗଡିବ ରଥ
ରଥଯାତ୍ରା ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ । ଏକାଧିକ ସର୍ତ୍ତ ସହ ଅନୁମତି ଦେଲେ ସୁପ୍ରିମକୋର୍ଟ । କେବଳ ପୁରୀରେ ହିଁ ରଥଯାତ୍ରା ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଶ୍ରୀମନ୍ଦିର ପରିଚାଳନା କମିଟି , ରାଜ୍ୟ , କେନ୍ଦ୍ର...
ଆଜି ପୁଣି ୧୪୩ କରୋନା ପଜିଟିଭ୍ ଚିହ୍ନଟ, ୨ ମୃତ
ଆଜି ରାଜ୍ୟରେ ପୁଣି ୧୪୩ କରୋନା ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ସୁଚନା ଓ ଲୋକ ସଂପର୍କ ବିଭାଗ ର ସୁଚନା ଅନୁଯାୟୀ ମୋଟ୍ ସଙ୍କ୍ରମିତଙ୍କ ସଂଖ୍ୟା ୫୩୦୩ରେ ପହଁଞ୍ଚିଛି । ତେବେ ଆକ୍ଟିଭ୍ କେସ୍ ୧୫୬୨...
ପୁରୀ ବଡଦାଣ୍ଡରେ ଗଡିବ କି ରଥ, କାଲି ହେବ ସ୍ପଷ୍ଟ
ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ନେଇ କାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ । କାଲି ଦିନ ୧୧ଟାରେ ଜଣିକିଆ ବେଞ୍ଚରେ ହେବ ଶୁଣାଣି । ଜଷ୍ଟିସ୍ ଏସ୍, ରବିନ୍ଦ୍ର ଭଟ୍ଟଙ୍କ କୋର୍ଟରେ ହେବ ଶୁଣାଣି । ଭିସି ମାଧ୍ୟମରେ ଭର୍ଚୁଆଲ କୋର୍ଟ...
ବଜାରକୁ ଆସିଲା କରୋନା ମେଡିସିନ୍ ଫେବି ଫ୍ଲୁ
ବଜାରକୁ ଆସିଲା କରୋନା ଚିକିତ୍ସା ଲାଗି ପ୍ରଥମ ମେଡିସିନ୍ । ପ୍ରତିଷ୍ଠିତ ଔଷଧ ବିତରଣ କମ୍ପାନୀ ଗ୍ଲେନମାର୍କ ଏହାକୁ ବଜାରକୁ ଆଣିଛି । ଫେବି ଫ୍ଲୁ ନାଁରେ ଏହା ବଜାରକୁ ଆସିଛି । ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ଗଣମାଧ୍ୟମକୁ...
















