ଦମ୍ଭ ଦେଖାଇଲେ ନବୀନ
ଆସନ୍ତା ଲୋକସଭା ନିର୍ବାଚନକୁ ନେଇ ବିଜେଡି ପ୍ରାର୍ଥୀ ତାଲିକା ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥିସହ ଆସନ୍ତା ନିର୍ବାଚନରେ ଦଳ ବହୁତ ଭଲ ପ୍ରଦର୍ଶନ...
ହକ୍ ମାଗୁଛି ଓଡିଶା
କେନ୍ଦ୍ର ଅବହେଳା ପ୍ରସଙ୍ଗରେ ଗର୍ଜିଛି ବିଜେଡି । ରାଜ୍ୟରେ ବିଜେଡି ଆରମ୍ଭ କରିଛି ହକ ମାଗୁଛି ଓଡ଼ିଶା ଅଭିଯାନ । କେନ୍ଦ୍ରୀୟ ଅବହେଳା ଓ ପକ୍ଷପାତିତାକୁ ଆଧାର କରି ଦଳ ଲୋକଙ୍କ ପାଖକୁ ଯିବ । ପ୍ରାକୃତିକ ଖଣିଜ ପଦାର୍ଥରେ...
ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
ରବିବାର ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ଭୁବନେଶ୍ୱରର ଏକ ସ୍ଥାନୀୟ ହୋଟେଲରେ ଏଥିପାଇଁ ବିରାଟ ଆୟୋଜନ କରାଯାଇଥିଲା. 2017-19 ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ଦେବା...
ବିଜେଡିକୁ ଫେରିଲେ ଜିତୁ ମିତ୍ର
ଖୋର୍ଦ୍ଧାର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଜିତୁ ମିତ୍ର ସୋମବାର ତାଙ୍କର ପୁରୁଣା ଦଳକୁ ଫେରି ଆସିଛନ୍ତି । ସେ ଆଜି ବିଜେପୀରୁ ଇସ୍ତଫା ଦେଇ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଗତ ୨୦୧୪ ନିର୍ବାଚନରେ...
ବନ ସେବା ସଂଘର ସାଧାରଣ ଅଧିବେଶନ
ରାୟଗଡାରେ ଓଡିଶା ଅଣ ଗେଜେଟେଡ ବନ ସେବା ସଂଘର 12ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି. ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ରାୟଗଡା ଏସପି ସର୍ବଣା ବିବେକ ଓ ସମ୍ମାନୀତ ଅତିଥି ଭାବେ ଡିଏଫଓ ଦେବାର୍ଚ୍ଚନ ବେହେରା ପ୍ରମୁଖ...
କୋଉଠି କେବେ ହେବ ଭୋଟ୍
ଏପ୍ରିଲ ୧୧ ପ୍ରଥମ ପର୍ଯ୍ୟାୟ
ଲୋକସଭା ବିଧାନସଭା
କଳାହାଣ୍ଡି ନୂଆପଡା, ଖରିଆର, ଲାଞ୍ଜିଗଡ, ଜୁନାଗଡ, ଧର୍ମଗଡ, ଭବାନୀପାଟଣା, ନର୍ଲା
ନବରଙ୍ଗପୁର ...
ଚୋରା ଗଞ୍ଜେଇ ଜବତ: 6 ଗିରଫ
ଗଞ୍ଜେଇ ଚୋରାଚାଲାଣ ବେଳେ ରାୟଗଡା ପୋଲିସ 6 ଜଣଙ୍କୁ ଗିରଫ କରିଛି. ଗତକାଲି ଖବର ପାଇ ପୋଲିସ ରାୟଗଡାର ଏକ ହୋଟେଲ ଉପରେ ଚଢାଉ କରିଥିଲା ଓ ହୋଟେଲରୁ 6 ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଥିଲା. ସେମାନଙ୍କଠାରୁ 16...
ପୁଲୱାମା ମାଷ୍ଟର ମାଇଣ୍ଡ ନିହତ
ଦକ୍ଷିଣ କାଶ୍ମୀର ତ୍ରାଲ୍ ଅଞ୍ଚଳରେ ରବିବାର ମଧ୍ୟରାତ୍ରରେ ହୋଇଥିବା ଏନ୍କାଉଣ୍ଟରରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ମୁଦାସୀର ଅହମଦ୍ ଖାନ୍ ନିହତ ହୋଇଛି । ଏହାସହ ଜୈଶ୍-ଇ-ମହମ୍ମଦର ଆଉ ଦୁଇ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି ।...
ଘୋଷଣା ହେଲା ନିର୍ବାଚନ ତାରିଖ
ଲୋକସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ସପ୍ତଦଶ ଲୋକସଭା ପାଇଁ ନିର୍ବାଚନ କମିସନ ରବିବାର ନିର୍ବାଚନ ପ୍ରକ୍ରିୟାର ଚୂଡ଼ାନ୍ତ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଆଜିଠାରୁ ସମଗ୍ର ଦେଶରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ମଧ୍ୟ ଲାଗୁ ହୋଇଯାଇଛି। ରାତି...
ଇଥିଓପିଆ ଏୟାରଲାଇନ୍ସର ବିମାନ କ୍ରାଶ୍
ଇଥିଓପିଆ ଏୟାରଲାଇନସରେ ଦୁର୍ଘଟଣା । ଏହି ବିମାନରେ ୧୪୯ ଜଣ ଯାତ୍ରୀ ଏବଂ ୮ଜଣିଆ ଚାଳକ ଦଳ ସାମିଲ ଥିଲେ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ଇଥିଓପିଆନ ଏୟାରଲାଇନ୍ସର ବୋଇଙ୍ଗ ୭୩୭-୮୦୦ମ୍ୟାକ୍ସ ବିମାନ ୮ଟା ୩୮ରେ ଉଡାଣ ଭିରିଥିଲା...



















