୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ଟିକେଟ୍
କେନ୍ଦ୍ରାପଡ଼ାରେ ମିଶନ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ଆସନ୍ତା ଲୋକସଭା ନିର୍ବାଚନରେ ବିଜେଡି ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଦେବ । ଆଗାମୀ ନିର୍ବାଚନରେ ଓଡ଼ିଶାରୁ ୩୩ ମହିଳା ପାର୍ଲାମେଣ୍ଟକୁ ଯିବେ ବୋଲି କହିଛନ୍ତି...
ସାଧାରଣ ନିର୍ବାଚନ ତାରିଖ ଘୋଷଣା ନେଇ କାଉଣ୍ଟଡାଉନ୍ ଆରମ୍ଭ
ଲୋକସଭା ନିର୍ବାଚନର ତାରିଖକୁ ନେଇ ରବିବାର ନିର୍ବାଚନ ଆୟୋଗଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ । ସଂଧ୍ୟା ୫ଟାରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ଏହି ବୈଠକରେ ମୁଖ୍ୟ ନିର୍ବାଚନ କମିଶନର...
ଶଙ୍ଖ ଛାଡିଲେ ବାବୁ ସିଂହ
ଶନିବାର ସୁନୀତା ବିଶ୍ୱାଳ ବିଜେଡିରେ ମିଶିଥିବା ବେଳେ ଆଉ ଜଣେ ନେତା ବିଜେଡି ଛାଡିଛନ୍ତି. ଯୁବ ବିଜେଡିର କାର୍ଯ୍ୟକାରୀ ସଭାପତି ରୂପେ କାର୍ଯ୍ୟ କରୁଥିବା ବାବୁ ସିଂହ ଶୁକ୍ରବାର ନିଜ ଇସ୍ତଫା ପତ୍ର ନବୀନଙ୍କୁ ପଠାଇଛନ୍ତି. ପଦବୀ ସହିତ ବିଜେଡିର...
ବିପୁଳ ପରିମାଣର ବିସ୍ଫୋରକ ଜବତ
ଜବତ ହୋଇଛି 1 ହଜାର କେଜିର ବିସ୍ଫୋରକ. ଓଡିଶାରୁ ଯାଉଥିବା ବିସ୍ଫୋରକ ସାମଗ୍ରୀ ପଶ୍ଚିମବଙ୍ଗରେ ଜବତ ହୋଇଛି. ବିସ୍ଫୋରକ ସାମଗ୍ରୀ 24 ପ୍ରଗଣାକୁ ନିଆଯାଉଥିବା ସୂଚନା ମିଳିଛି. ଏକ ଟ୍ରକରେ ଓଡିଶାରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଏହାକୁ ଜବତ କରିଛି...
ଲଣ୍ଡନରେ ଲୁଚିଛି ମୋଦି
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ତଥା ପ୍ରମୁଖ ହୀରା ବ୍ୟବସାୟୀ ନିରବ ମୋଦି ଏବେ ଲଣ୍ଡନରେ. ଲଣ୍ଡନରେ ବିଳାସମୟ ଜୀବନ ବିତାଉଛି ମୋଦି. ଲୋକଙ୍କ ଲକ୍ଷ ଲକ୍ଷ ଟଙ୍କା ଲୁଟି ବେଶ ଆରାମ କରୁଛି ସେ....
କଂଗ୍ରେସର ମତ ସଂଗ୍ରହ ଅଭିଯାନ
ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ କଂଗ୍ରେସ ଆରମ୍ଭ କରିଛି ମତ ସଂଗ୍ରହ ଅଭିଯାନ. ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଗାଁ କୁ ଗାଁ ବୁଲୁଛନ୍ତି ସମସ୍ତ କଂଗ୍ରେସ କର୍ମୀ. ଶନିବାର ଆରମ୍ଭ ହୋଇଥିବା ମତ ସଂଗ୍ରହ ଅଭିଯାନରେ ଯୋଗ ଦେଇଥିଲେ ଶହ ଶହ...
ଅସହାୟକୁ ନାହିଁ ସାହା
ରାଜ୍ୟରେ ଭିନ୍ନକ୍ଷମମାନଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି. ହେଲେ ରାୟଗଡା ଜିଲ୍ଲାରେ ପହଞ୍ଚିପାରିନି ସରକାରଙ୍କ ଯୋଜନା. ପ୍ରକୃତ ଭିନ୍ନକ୍ଷମ ମାନଙ୍କୁ ସହାୟତା ନ ମିଳିବାରୁ ପରିବାର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି. ଆଉ ଏହାର ଜ୍ୱଳନ୍ତ...
ବିଜେଡିରେ ଯୋଗ ଦେଲେ ସୁନୀତା
ହାତ ଛାଡି ଶଙ୍ଖ ଧରିଲେ ସୁନୀତା ବିଶ୍ୱାଳ. ଶନିବାର ନବୀନ ନିବାସରେ ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନବ ଦାସଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ...
ସହିଦନଗର ପୋଲିସକୁ ମାଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
ସହିଦନଗର ଥାନା ଭିତରେ ପଶି ପୋଲିସ ଅଧିକାରୀଙ୍କୁ ମାଡ ମାରିବା ଓ ଥାନା ଭଙ୍ଗାରୁଜା କରିବା ଘଟଣାରେ ଶନିବାର କମିଶନରେଟ ପୋଲିସ ବିଜେଡିର ଯୁବ ନେତା ପ୍ରକାଶ ତ୍ରିପାଠୀଙ୍କୁ ଗିରଫ କରିଛି. ପୂର୍ବରୁ ପୋଲିସ ଏହି ଘଟଣାରେ 6 ଜଣଙ୍କୁ...
ବିଜେପିର ଜାତୀୟ ରାଜପଥ ଅବରୋଧ
ବାଲେଶ୍ୱର ଜିଲ୍ଲା ବସ୍ତା ନିକଟରେ ଜାତୀୟ ରାଜପଥ ଅବରୋଧ କରିଛି ବିଜେପି. ଧାନ କିଣାରେ ଅନିୟମିତତା ଥିବା ଅଭିଯୋଗ କରି ବିଜେପି ପକ୍ଷରୁ ଏହି ଅବରୋଧ କରାଯାଇଥିଲା. ରାସ୍ତା ଉପରେ ଗଦା ଗଦା ଧାନ ବସ୍ତା ରଖି ଏହି ବିକ୍ଷୋଭ...



















