25.4 C
Bhubaneswar
Tuesday, March 10, 2026
-Advertisement-

ତିନିଜଣ ସିବିଆଇ ଡାଇରେକ୍ଟରଙ୍କୁ କ୍ଷମତାଚ୍ୟୁତ କରିବା ପଛରେ ଜଣେ ମାଂସ ବ୍ୟବସାୟୀଙ୍କ ଭୂମିକା

ମୋଏନ ଅଖତାର କ୍ୟୁରେସି - ସିବିଆଇ ମୁଖ୍ୟଙ୍କୁ ମୋଟା ଅଙ୍କର ଲାଞ୍ଚ ଦେଇ କାମ ହାସଲ କରିବାରେ ସିଦ୍ଧହସ୍ତ ଏହି ଖଳନାୟକ. କ୍ୟୁରେସି ଜଣେ ନୁହେଁ, ତିନି ଜଣ ସିବିଆଇ ମୁଖ୍ୟଙ୍କୁ ଗାଦିଚ୍ୟୁତ କରିବା ପଛରେ କ୍ୟୁରେସିଙ୍କ ଭୂମିକା ଗୁରୁତ୍ବରୂର୍ଣ୍ଣ....

ସିବିଆଇ ଡ୍ରାମା : ବର୍ମାଙ୍କ ଘର ପାଖରୁ 4 ଗୁଇନ୍ଦା ଗିରଫ

ସିବିଆଇ ଡାଇରେକ୍ଟର ପଦରୁ ଆଲୋକ ବର୍ମାଙ୍କୁ ଅବ୍ୟାହତି ଦେଇ ଛୁଟିରେ ପଠାଇବା ପରେ ତାଙ୍କ ପଛରେ ଏବେ ଗୁଇନ୍ଦା ଲଗେଇ ଦିଆଯାଇଛି. ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଆଲୋକ ବର୍ମାଙ୍କ ସୁରକ୍ଷା ଅଧିକାରୀ 4 ଜଣଙ୍କୁ ଗିରଫ କରିଛନ୍ତି. ନୂଆଦିଲ୍ଲୀ ସ୍ଥିତି...

ଲୋକାୟୁକ୍ତ ବିଲ୍ ଗୃହିତ କରାଇବାରେ ପ୍ରଥମ, କାର୍ଯ୍ୟକାରୀ କରିବାରେ ପଛଘୁଞ୍ଚା

ଲୋକାୟୁକ୍ତ ନିଯୁକ୍ତିରେ ସରକାର ଫେଲ୍. ନିଯୁକ୍ତି ପ୍ରକ୍ରିୟା ସାରିବା ପାଇଁ ଆହୁରି ତିନିମାସ ସମୟ ମାଗିଥିଲେ, କିନ୍ତୁ ସୁପ୍ରିମକୋର୍ଟ ସରକାରଙ୍କ ଅନୁରୋଧକୁ ଅଗ୍ରାହ୍ୟ କରିଦେଇଛନ୍ତି. କେବେସୁଦ୍ଧା ନିଯୁକ୍ତି କରିବେ, ନିର୍ଦ୍ଧିଷ୍ଟ ଭାବେ ଜଣାଇବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ...

ସିଜ୍ ହେଲା ଦେଶର ପ୍ରଥମ ବିଟ୍ କଏନ ଏଟିଏମ

କିଛିଦିନ ପୂର୍ବରୁ ବେଙ୍ଗାଲୁରୁରେ ଖୋଲିଥିବା ଭାରତର ପ୍ରଥମ ବିଟ୍ କଏନ କିଓସ୍କକୁ ବନ୍ଦ କରିଦିଆଯାଇଛି. ବିନା ମଞ୍ଜୁରୀରେ ଏହାକୁ ଖୋଲାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି. ବେଙ୍ଗାଲୁରୁର ପୁରୁଣା ବିମାନ ବନ୍ଦରଠାରେ ଥିବା କେମ୍ପ୍ ଫୋର୍ଟ ମଲ୍ ନିକଟରେ ସ୍ଥାପନ...

ମୋଦୀଙ୍କୁ ସିଓଲ ଶାନ୍ତି ପୁରସ୍କାର

ଭାରତରେ ମାନବ ବିକାଶ ଓ ଗଣତନ୍ତ୍ରର ଅଗ୍ରଗତି ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚଳିତ ବର୍ଷର ସିଓଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ. ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶର ଅର୍ଥନୈତିକ ବୃଦ୍ଧି, ବିଭିନ୍ନ ପ୍ରକାର ଦୁର୍ନୀତି...

ସିବିଆଇରେ ଲାଞ୍ଚ ଓ ଅନିୟମିତତା ମାମଲା, ଏମ. ନାଗେଶ୍ବର ରାଓ ମଧ୍ୟବର୍ତ୍ତିକାଳୀନ ମୁଖ୍ୟ

ସିବିଆଇରେ କଳି. ଦେଶର ମୁଖ୍ୟ ତଦନ୍ତକାରୀ ସଂସ୍ଥା ସିବିଆଇର ଡାଇରେକ୍ଟର ଆଲୋକ ବର୍ମା ଓ ସ୍ପେଶାଲ ଡାଇରେକ୍ଟର ରାକେଶ ଆସ୍ଥାନାଙ୍କ ମଧ୍ୟରେ ଅନ୍ତର୍ଦ୍ବନ୍ଦ ତୀବ୍ର ହେବା ଯୋଗୁ ଦୁଇ ବରିଷ୍ଠ ଅଧିକାରୀଙ୍କୁ ସରକାର ଛୁଟିରେ ପଠାଇ ଦେଇଛନ୍ତି. ସିବିଆଇର ଜଏଣ୍ଟ...
video

ସମଗ୍ର ଦେଶରେ ଓଡିଶା ଇସ୍ପାତ ହବ୍

ସମଗ୍ର ଦେଶରେ ଇସ୍ପାତ ଶିଳ୍ପ ବିକାଶରେ ଓଡିଶା ପ୍ରମୁଖ ସ୍ଥାନ ଅଧିକାର କରିଛି. ‘କ୍ୟାପିଟାଲ ଗୁଡ୍ସ ଇନ୍ ଷ୍ଟିଲ ସେକ୍ଟର-ମ୍ୟାନୁଫ୍ୟାକଚର ଇନ୍ ଇଣ୍ଡିଆ ଶୀଷର୍କ କର୍ମଶାଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି. ୧୯୯୯-୨୦୦୦ ବର୍ଷରୁ ଏପର୍ଯ୍ୟନ୍ତ ରାଜ୍ୟରେ ଖଣିଜ ପଦାର୍ଥ ୪ମିଲିୟନ...

ଦୀପାବଳି ପାଇଁ ସୁପ୍ରିମକୋର୍ଟଙ୍କ ନିୟମ : ବାଣ ଫୁଟାଇବା ସମୟ ରାତି 8ଟାରୁ 10ଟା

ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଜାରୀ କରିଛନ୍ତି ସୁପ୍ରିମକୋର୍ଟ. ବାଣ ବିକ୍ରି କରିବା ଓ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟ କିଛି ନିୟମ ପ୍ରସ୍ତୁତ କରିଛନ୍ତି. ଏହି ନିୟମ ଅନୁଯାୟୀ କେବଳ କମ୍ ଶବ୍ଦ ଓ ବାୟୁ ପ୍ରଦୂଷଣ କରୁଥିବା...

ଗୃହ କମିଟି ଆଗରେ ହାଜର ହେଲେ, ହାତ ଯୋଡିଲେ : 14ଦିନ ପାଇଁ ଝାରପଡା ଜେଲ୍ ଗଲେ ଅଭିଜିତ

ଓଡିଶାକୁ ଅସମ୍ମାନ କରିବା ଭଳି ଆପତ୍ତିଜନକ ମନ୍ତବ୍ୟ ଦେଇ ନୂଆଦିଲ୍ଲୀରୁ ଗିରଫ ହୋଇଥିବା ବଙ୍ଗୀୟ ଯୁବକ ଅଭିଜିତ ଆୟାର ମିତ୍ର ଶେଷରେ ରାଜ୍ୟ ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଛନ୍ତି. ନିଜ ମନ୍ତବ୍ୟ ପାଇଁ ହାତ ଯୋଡି ଭୁଲ୍...

ଭୁବନେଶ୍ୱରରେ ମହାସମାବେଶ କରିବ ନବ ନିର୍ମାଣ କୃଷକ ସଂଗଠନ

ଭୁବନେଶ୍ୱରରେ ଆସନ୍ତା ୨୯ରୁ ନଭେମ୍ବର ୫ ଯାଏ ଚାଲିବ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ମହାସମାବେଶ । ଏହି ଆନ୍ଦୋଳନ ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଚାଲିବ । ଏଥିରେ ଲକ୍ଷାଧିକ ସଂଖ୍ୟାରେ ଚାଷୀ ଯୋଗ ଦେବେ...
- Advertisement -

Latest article

Dexscreener: The Ultimate DEX Scanner for Crypto Traders

Dexscreener: The Ultimate DEX Scanner for Crypto Traders Содержание Introduction to Dexscreener Key Features of Dexscreener How to Download Dexscreener Comparing Dexscreener with Other DEX Tools Conclusion and Future Insights Dexscreener...

Boost Your Trading Game with Dexscreener’s Advanced Features

Boost Your Trading Game with Dexscreener's Advanced Features Содержание Introduction to Dexscreener Key Features of Dexscreener How to Download and Install Dexscreener User Experience and Reviews Comparing Dexscreener with Other...

Your Go-To Guide for Mastering Dexscreener and DEX Scanning

Your Go-To Guide for Mastering Dexscreener and DEX Scanning Содержание What is Dexscreener? Key Features of Dexscreener How to Utilize Dexscreener Benefits of Using a DEX Scanner Conclusion: Why Choose...