ବଦଳିବ ଆବଣ୍ଟନ ନିୟମ, ଜଣେ ବ୍ୟକ୍ତିଙ୍କୁ ମିଳିବ ଗୋଟିଏ ପ୍ଲଟ୍
ନିଜର ପ୍ରଭାବ ବିସ୍ତାର କରି ବିଭିନ୍ନ ସରକାରୀ ସଂସ୍ଥା ଠାରୁ ଜଣେ ଜଣେ ବ୍ୟକ୍ତି ଏକାଧିକ ପ୍ଲଟ ହାତଉଛନ୍ତି । ମାତ୍ର ପ୍ଲଟଟିଏ ପାଇବା ପାଇଁ ଅନେକ ସାଧାରଣ ଲୋକେ ହଇରାଣ ହରକତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି...
58 ବର୍ଷ ପରେ ମିଳିଲା ସ୍ବର୍ଣ୍ଣ
58 ବର୍ଷ ପରେ ଭାରତକୁ ମିଳିଲା ଐତିହାସିକ ସଫଳତା । ବ୍ୟାଡମିଣ୍ଟନ ଏସିଆ ଚାମ୍ପିଅନସିପର ପୁରୁଷ ଡବଲ୍ସରେ ଭାରତର ସାତ୍ତ୍ବିକ ସାଇରାଜ ଓ ଚିରାଗ ସେଟ୍ଟୀ ସ୍ବର୍ଣ୍ଣ ପଦକ ଜିତି ଦେଶ ପାଇଁ ସ୍ବର୍ଣ୍ଣିମ ସଫଳତା ଆଣିଦେଇଛନ୍ତି । 2022...
ମନ୍ କୀ ବାତ୍ – ଶହେତମ ସଂସ୍କରଣରେ ଡି. ପ୍ରକାଶ ରାଓଙ୍କୁ ମନେ ପକାଇଲେ ମୋଦି
ମନ୍ କୀ ବାତ୍ ର ଶହେତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶାର ଡି. ପ୍ରକାଶ ରାଓଙ୍କୁ ମନେ ପକାଇଛନ୍ତି । ସ୍ବର୍ଗତଃ ଡି. ପ୍ରକାଶ ରାଓ ଚା ବିକ୍ରି କରି ଉପାର୍ଜିତ ଅର୍ଥରେ ଗରିବ ପିଲାମାନଙ୍କୁ ପାଠ...
ଓଡିଶାରେ ଗଡିଲା ‘ବନ୍ଦେ ଭାରତ’ ଏକ୍ସପ୍ରେସ୍
ଓଡିଶାରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଆଜି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରାଏଲ ରନରେ ହାଓଡାରୁ ପୁରୀ ଗଡିଛି । ସକାଳ 6 ଟା 10 ମିନିଟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀ ଅଭିମୁଖେ ହାଓଡା ଷ୍ଟେସନ ଛାଡିଥିଲା...
ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ 11 ସହିଦ
ଛତିଶଗଡ ଦନ୍ତେଓ୍ବାଡା ଜିଲ୍ଲା ଅରନପୁରରେ ନକ୍ସଲଙ୍କ ବଡ ହମଲା । ନକ୍ସଲ ବିରୋଧୀ ଅପରେସନରୁ ଫେରୁଥିବା ବେଳେ 10 ଜଣ ଡିଆରଜି ଯବାନ ଓ ଗାଡି ଡ୍ରାଇଭର ସହିଦ ହୋଇଛନ୍ତି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପୋଲିସ...
ବଢୁଛି ସଂକ୍ରମଣ : ପୁଣି ଫେରିଲା ମାସ୍କ
ରାଜ୍ୟରେ କୋଭିଡ ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ସ୍ବାସ୍ଥ୍ୟସେବା ସହ ଜଡିତ ସମସ୍ତ ଅନୁଷ୍ଠାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବାକୁ ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ସମସ୍ତ କ୍ଲିନିକ ଓ ଲାବରୋଟାରୀରେ କର୍ମଚାରୀମାନେ...
କୁସ୍ତି ଫେଡେରେସନ ସଭାପତିଙ୍କ ଯୌନ ଉତ୍ପୀଡନ ବିରୋଧରେ ଧାରଣା
ଭାରତୀୟ କୁସ୍ତି ମହାସଂଘ (wfi) ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ । ପୂର୍ବରୁ ମଧ୍ୟ ମହିଳା କୁସ୍ତି କ୍ରୀଡାବିତମାନେ ବ୍ରିଜଭୂଷଣଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣି ଧାରଣାରେ ବସିଥିଲେ ।...
ସମ୍ବଲପୁର ହିଂସାକାଣ୍ଡର ଏନଆଇଏ ତଦନ୍ତ ହେଉ
ସମ୍ବଲପୁରରେ ହନୁମାନ ଜୟନ୍ତୀ ବେଳେ ହୋଇଥିବା ହିଂସାକାଣ୍ଡର ତଦନ୍ତ ନ୍ୟାସନାଲ ଇନଭେଷ୍ଟିଗେଟିଙ୍ଗ ଏଜେନ୍ସି ଦ୍ବାରା କରାଇବାକୁ ବିଜେପି ସାଂସଦ ସୁରେଶ ପୂଜାରୀ ଦାବି କରିଛନ୍ତି । ସମ୍ବଲପୁର ହିଂସାକାଣ୍ଡର ତଦନ୍ତ କରିବା ପାଇଁ ଓଡିଶା ପୋଲିସ ସମର୍ଥ ନୁହେଁ ବୋଲି...
ଲୋକାର୍ପିତ ହେଲା ବିଜେଡିର ନୂଆ କାର୍ଯ୍ୟାଳୟ ଶଙ୍ଖ ଭବନ
ଅକ୍ଷୟ ତୃତୀୟା ଅବସରରେ ଆଜି ଉଦଘାଟିତ ହୋଇଛି ବିଜେଡିର କାର୍ଯ୍ୟାଳୟ ଶଙ୍ଖ ଭବନ । ନୂଆ କାର୍ଯ୍ୟାଳର ଉଦଘାଟନ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୁବନେଶ୍ୱର ୟୁନିଟ୍-୬ରେ ନିର୍ମିତ ବିଜୁ ଜନତା ଦଳର ୩...
ଶେଷରେ ଗିରଫ ହେଲା ପଳାତକ ଅମ୍ରିତପାଲ
ପଳାତକ ଘୋଷିତ ଖଲିସ୍ଥାନୀ ନେତା ଅମ୍ରିତପାଲ ସିଂକୁ ଗିରଫ କରିଛି ପଞ୍ଜାବ ପୋଲିସ । ଗତ ମାସେ ଧରି ପୋଲିସକୁ ଚକମା ଦେଇ ଆସୁଥିବା ଅମ୍ରିତପାଲ ଆଜି ରୋଡେଗାଁ ସ୍ଥିତ ଗୁରୁଦ୍ବାରରେ ଥିବାର ଖବର ମିଳିବା ପରେ ପଞ୍ଜାବ ପୋଲିସ...



















