27.2 C
Bhubaneswar
Saturday, July 25, 2026
-Advertisement-

ସତୀଶ କୌଶିକଙ୍କ ପରଲୋକ

ପରଲୋକରେ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ । ୬୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ଖବର ଦେଇଛନ୍ତି ଭେଟେରାନ୍ ଷ୍ଟାର ଅନୁପମ ଖେର । ସେ ବଲିଉଡରେ ଏକାଧାରରେ ଜଣେ ଅଭିନେତା ,...

ପିଣ୍ଟୁ ନନ୍ଦ ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର

ଲିଭର ସିରୋସିସରେ ଆକ୍ରାନ୍ତ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି । ଗତ 7 ତାରିଖରେ ତାଙ୍କୁ ଦିଲ୍ଲୀର ଆଇଏଲବିଏସ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ପରିବାର...

ଆଜି ପଡିବ ହାତଗଣ୍ଠି

ବିବାହ ବନ୍ଧନରେ ବାନ୍ଧି ହେବେ କ୍ରିକେଟର କେ.ଏଲ ରାହୁଲ-ଆଥିୟା । ବଲିଉଡ ଅଭିନେତ୍ରୀ ତଥା ସୁନୀଲ ସେଟ୍ଟୀଙ୍କ ଝିଅ ହେଉଛନ୍ତି ଆଥିୟା ସେଟ୍ଟୀ । ୨୧ ତାରିଖରୁ ଆରମ୍ଭ ହୋଇଯାଇଛି ବିବାହ ରୀତିନୀତି । ଗତକାଲି ମୁମ୍ବାଇରେ ଆଥିୟାଙ୍କ ଘରେ...

ସବୁଠୁ ଧନୀ ସେଲିବ୍ରିଟି ଶାହାରୁଖ

ବିଶ୍ୱର ଧନୀ ସେଲିବ୍ରିଟି ତାଲିକାରେ କିଙ୍ଗ୍‌ଖାନ୍ ଶାହାରୁଖ । ଚତୁର୍ଥ ସ୍ଥାନରେ ଅଛନ୍ତି ଶାହାରୁଖ । ତାଙ୍କ ପାଖରେ ରହିଛି ମୋଟ୍ ୭୭୦ ମିଲିୟନ ଡଲାର । ଶାହାରୁଖଙ୍କ ପାଖରେ ଅଛି ୬୨୫୯ କୋଟିରୁ ଅଧିକ ଟଙ୍କାର...

‘ନାଟୁ ନାଟୁ’କୁ ଗୋଲ୍ଡେନ ଗ୍ଲୋବ

ଗୋଲ୍ଡେନ ଗ୍ଲୋବ ୨୦୨୩ରେ RRRର ଜଲୱା । ବେଷ୍ଟ ଅରରିଜିନାଲ ସଙ୍ଗ ଆୱାଡ ପାଇଲା ନାଟୁ ନାଟୁ । ବକ୍ସ ଅଫିସରେ ସୁପରଡୁପର ହୋଇଥିବା ରାଜମୌଲିଙ୍କ ଏହି ଫିଲ୍ମ ପୁରା ବିଶ୍ୱରେ ପ୍ରଶଂସା ସାଉଁଟିଛି । ଆମେରିକାରେ ଚାଲିଥିବା ଗୋଲ୍ଡେନ...

ଓସ୍କାର ୨୦୨୩ରେ ଏଣ୍ଟ୍ରି କଲା ‘ଦ କାଶ୍ମୀର ଫାଇଲ୍ସ’

୨୦୨୨ର ସବୁଠୁ ଚର୍ଚ୍ଚିତ ଫିଲ୍ମ ଦ କାଶ୍ମୀର ଫାଇଲ୍ସକୁ ନେଇ ଆସିଲା ବଡ ଖବର । ବିବେକ ଆଗ୍ନେହୋତ୍ରୀଙ୍କ ନିର୍ଦ୍ଦେଶନାରେ ଆସିଥିବା ଏହି ଫିଲ୍ମ ଏବେ ଓସ୍କାର ୨୦୨୩ରେ ରହିବାକୁ ସଟଲିଷ୍ଟ ହୋଇଛି । ଶକ ବିବେଗ ଅଗ୍ନିହୋତ୍ରୀ...

ତୁନିଷାଙ୍କୁ ଅନ୍ତିମ ବିଦାୟ

ଅଲବିଦା ତୁନିଷା ଶର୍ମା । ମୁହଁରେ ମିଲିୟନ ଡଲାର ସ୍ମାଇଲ ନେଇ ବିନ୍ଦାସ ରହୁଥିବା ୨୦ ବର୍ଷୀୟ ଯୁବତୀ ଆଜି ପଞ୍ଚଭୂତରେ ବିଲୀନ ହୋଇଯାଇଛି । ଯେଉଁ ବୟସରେ ଝିଅମାନେ ସ୍ୱପ୍ନ ଦେଖୁଥାନ୍ତି ସେହି ବୟସରେ ତୁନିଷା ନିଜ ଜୀବନ...

ବିବାଦ ପରେ ମୁହଁ ଖୋଲିଲେ କିଙ୍ଗ୍ ଖାନ୍

ଥମୁନି ଶାହାରୁଖ ଓ ଦୀପିକାଙ୍କ ଅଭିନୀତ ଫିଲ୍ମ ପଠାନକୁ ନେଇ ବିବାଦ । ନିକଟରେ ରିଲିଜ ହୋଇଥିବା ଫିଲ୍ମର ବେସରମ ରଙ୍ଗ ଗୀତକୁ ନେଇ ବିବାଦ ଉପୁଜିଛି । ଦୀପିକା ଏହି ଗୀତଟିରେ ବିକିନିରେ ନଜର ଆସିଛନ୍ତି । ଜାହାକୁ...

“ଦ କାଶ୍ମୀର ଫାଇଲ୍ସ – ଏକ ଅଶ୍ଳୀଳ ଚଳଚ୍ଚିତ୍ର”

'ଦ କାଶ୍ମୀର ଫାଇଲ୍ସ'- ଚଳିତବର୍ଷର ଏହି ଚର୍ଚ୍ଚିତ ସିନେମା ଏବେ ପୁଣି ଚର୍ଚ୍ଚାରେ । ଗୋଆରେ ଅନୁଷ୍ଠିତ 53ତମ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା ପରେ ସିନେମାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଆଇଏଫଏଫଆଇର ଜୁରୀ ମୁଖ୍ୟ ନାଦବ...

ବିକ୍ରମ ଗୋଖଲେଙ୍କ ଦେହାନ୍ତ

ବଲିଉଡ ଆକ୍ଟର ବିକ୍ରମ ଗୋଖଲେଙ୍କ ପରଲୋକ ହୋଇଛି । ୮୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ପୁଣେର ବୈକୁଣ୍ଠ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବ । ବିକ୍ରମଙ୍କ ସାଙ୍ଗ ତାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି...
- Advertisement -

Latest article

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...

cw-check-https://test.com/

cw-check https://test.com

Coronavirus disease 2019

COVID-19 is a contagious disease caused by the coronavirus SARS-CoV-2. In January 2020, the disease spread worldwide, resulting in the COVID-19 pandemic. The symptoms of...