23.1 C
Bhubaneswar
Saturday, October 24, 2026
-Advertisement-

ଜଷ୍ଟିସ୍ କେଏସ୍ ଜାଭେରୀ ହେଲେ ନୂଆ ମୁଖ୍ୟ ବିଚାରପତି

ସୁପ୍ରିମକୋର୍ଟଙ୍କ ଅନୁମୋଦନ କ୍ରମେ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ୍ କେଏସ୍ ଜାଭେରୀ. ପୂର୍ବରୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ୍ ଭିନିତ୍ ସରନ୍ ସୁପ୍ରିମକୋର୍ମରେ ଯୋଗ ଦେବେ. ଜଷ୍ଟିସ୍ ଜାଭେରୀ...

ଟାଙ୍କିରେ ଖସିପଡିଲେ ଛାତ୍ରଛାତ୍ରୀ, ଉଦ୍ଧାର କାର୍ଯ୍ୟ ଜାରି

ଭାଙ୍ଗିଯାବା ଘୋଡଣୀ ପାଇଁ ପାଣି ଟାଙ୍କିରେ ଖସିପଡ଼ିଲେ 10 ଜଣ ଛାତ୍ରଛାତ୍ରୀ. ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଭରତପୁର କରୋଲୀ ଜିଲ୍ଲାର ଏକ ବିଦ୍ୟାଳୟରେ. ସକାଳେ ଛାତ୍ରଛାତ୍ରୀମାନେ ସେଠାରେ ଖେଳୁଥିବା ସମୟରେ ଟାଙ୍କି ଭିତରେ ଖସିପଡିଥିଲେ. ପ୍ରତ୍ୟେକ୍ଷଦର୍ଶୀମାନେ ଉଦ୍ଧାରକାରୀ...

ମାଛ ହାଟରେ ବିଷ ଆତଙ୍କ, ଚିନ୍ତାରେ ବ୍ୟବସାୟୀ

ଆନ୍ଧ୍ର ମାଛରେ ଫାର୍ମାଲିନ ଲେପ ଦିଆଯାଉଥିବା ଘଟଣା ସତ ପ୍ରମାଣିତ ହେବା ପରେ ଚିନ୍ତାରେ ବ୍ୟବସାୟୀ. ଅନ୍ୟପଟେ ପ୍ରଶାସନିକ ଅଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟା. ଘଟଣାର ସତ୍ୟାସତ୍ୟ ପଦାକୁ ଆସିବା ପରେ ରାଜ୍ୟର ପ୍ରମୁଖ ଜିଲ୍ଲାମାନଙ୍କରେ ଥିବା ମାଛ ମାର୍କେଟଗୁଡିକରେ ଖାଦ୍ୟ...

ମିଗ୍ -21 ଦୁର୍ଘଟଣାଗ୍ରସ୍ତ

ହିମାଞ୍ଚଳ ପ୍ରଦେଶର କାଙ୍ଗଡ଼ାରେ ବାୟୁସେନାର ମିଗ୍ 21 ବିମାନ ଗଛରେ ପିଟି ହୋଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା. ଏହି ଫାଇଟର ଜେଟ୍ ଟି ପଠାନକୋଟ୍ ରୁ ଉଡ଼ାଣ ଆରମ୍ଭ କରିଥିଲା. ବିମାନରେ ଜଣେ ପାଇଲଟ ଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି....

ରୋଷ କରିଛନ୍ତି ମାଲକ୍ଷ୍ମୀ

ପ୍ରଭୁଙ୍କ ମାନବୀୟ ଲୀଳା ଦେଖିବାକୁ ଅନେଇ ବସିଛନ୍ତି ଲକ୍ଷ ଲକ୍ଷ ଭକ୍ତ. ପବିତ୍ର ହେରା ପଞ୍ଚମୀରେ ଗୁଣ୍ଡିଚା ମନ୍ଦିର ଆଗରେ ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ. ନଅଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ରଥଯାତ୍ରାର ପଞ୍ଚମ ଦିନରେ ପାଳନ କରାଯାଏ ଏହି...

36 ବର୍ଷରେ ପାଦ ଦେଲେ ପ୍ରିୟଙ୍କା

ସଂପୂର୍ଣ୍ଣ ବଲିଉଡ ସହ ଅଗଣିତ ଫ୍ୟାନମାନେ ଦେଶୀ ଗାର୍ଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି. ପ୍ରିୟଙ୍କା ଏହି ଖାସ୍ ଦିନଟିକୁ ଲଣ୍ଡନରେ ନିକ୍ ଜୋନାସ୍ ଙ୍କ ସହ ସେଲିବ୍ରେଟ କରିଛନ୍ତି. 18 ଜୁଲାଇରେ ଜନ୍ମ ଗ୍ରହଣ କରିଥିବା ଏହି ଷ୍ଟାର ନିଜର...

ଆହୁରି ବର୍ଷିବ

ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡିଶାର ପାଖାପାଖି ସମସ୍ତ ଜିଲ୍ଲାରେ ସାମାନ୍ୟ ବର୍ଷାର ସମ୍ଭାବନା  ରହିଛି . ଭବାନୀପାଟଣା ଓ କଳାହାଣ୍ଡି ଜିଲ୍ଲାରେ 297 ମିମି ବର୍ଷା ହେବାର ସମ୍ଭାବନା ରହିଛି. ଗଜପତି, ରାୟଗଡ଼ା ଓ କଳାହାଣ୍ଡିର ପ୍ରାୟ ସବୁ...

ଅଗଷ୍ଟରେ ଆସିବ ନୂଆ ନୋଟ

ଆସନ୍ତା ମାସରେ ଗ୍ରାହକଙ୍କ ପାଖରେ ଉପଲବ୍ଧ ହେବ ବାଇଗଣୀ ରଙ୍ଗର ନୂଆ 100 ଟଙ୍କିଆ ନୋଟ. ଏହି ନୂଆ ନୋଟ ଜାରି କରିବେ ଆରବିଆଇ . ଆକାରରେ ଏହି ନୋଟ ପୁରୁଣା ଶହେ ଟଙ୍କାଠାରୁ ଛୋଟ ଓ ଦଶ ଟଙ୍କିଆଠାରୁ...

ସ୍ମାର୍ଟ ସିଟିରେ ଗଡିବନି ଅଟୋ

ଆଗାମୀ ଦିନରେ ଭୁବନେଶ୍ୱରରୁ ହଟାଯିବ ସବୁ ଅଟୋ. ବର୍ତ୍ତମାନ ପାଖାପାଖି 30 ହଜାର ଅଟୋ ରାଜଧାନୀରେ ଚାଲୁଛି, ପରବର୍ତ୍ତୀ ସମୟରେ ଏଗୁଡିକୁ ହଟାଯିବାର ଯୋଜନା ରହିଛି. ଏହାବ୍ୟତୀତ ନୂତନ ଅଟୋ ପଞ୍ଜୀକରଣ କରାଯିବ ନାହିଁ. ଏଭଳି ପ୍ରସ୍ତାବ ରହିଛି ସ୍ମାର୍ଟ...

ପଲିଥିନ ମନା : ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଓଡିଶାରେ ବ୍ୟାନ ହେବ ପଲିଥିନ । ଏନେଇ ରାଜ୍ୟ ସଚିବାଳୟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅକ୍ଟୋବର 2 ତାରିଖରେ ଏହା ଲାଗୁ ହେବ । ପ୍ରଥମେ ସହରାଞ୍ଚଳ ଓ ପରେ ରାଜ୍ୟବ୍ୟାପୀ ପଲିଥିନ ବନ୍ଦ କରିବାକୁ...
- Advertisement -

Latest article

DuffSpin Live Roulette Guide

ContentsGetting Started at DuffSpin: Account Setup and VerificationClaiming Your DuffSpin Bonus for Live GamesUnderstanding DuffSpin Live Roulette GameplayEffective Bankroll Management StrategyCommon Issues and TroubleshootingWithdrawing...

ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ :ବିଜୟୀ ପ୍ରାର୍ଥୀଙ୍କ ଜୋରଦାର ସେଲିବ୍ରେସନ

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ବିଶ୍ବବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଆସିଛି l ବାଣୀବିହାର ରେ କଡ଼ା ମୁକାବିଳା ମଧ୍ୟରେ ଏବିଭିପି ସଭାପତି ପଦ ହାତେଇଛି। ବିସିଜେଡି ଏବଂ NSUI...

ଆର୍ଥିକ ଦୁର୍ବଳ ସ୍ଥିତି ଏବଂ ବସ୍ତିବାସିନ୍ଦାଙ୍କ ପାଇଁ ଦୁଇ ଆବାସିକ ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଘାଟିକିଆରେ ‘ନୀଳକଣ୍ଠେଶ୍ବର ନିବାସ’ ଓ ଗାଡ଼କଣର “ମୁକ୍ତେଶ୍ୱର ରେସିଡେନ୍ସି” ଆବାସିକ ପ୍ରକଳ୍ପ କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଘାଟିକିଆରେ ‘ନୀଳକଣ୍ଠେଶ୍ୱର ନିବାସ’ ୫.୨୭...